Latest Odisha News

BREAKING NEWS

ମାଁ ସୁନାଦେଇଙ୍କ ଛତର ଯାତ୍ରା ସମ୍ପନ୍ନ

ନୂଆପଡା: ପ୍ରାକୃତିକ ମନୋରମ ଦୃଶ୍ୟ ରେ ଭରପୁର  ନୂଆପଡାର ସୁନାବେଡା ଅଭୟାରଣ୍ୟ । ସାଢ଼େ ୩ ହଜାର ବର୍ଗଫୁଟ ଉଚ୍ଚ ଏହି ଅଭୟାରଣ୍ୟରେ ପୂଜା ପାଆନ୍ତି ଚକୋଟିଆ ଭୁଞ୍ଜିଆଙ୍କ ଅଧିଷ୍ଠାତ୍ରୀ ଦେବୀ ମା ସୁନାଦେଈ । ପ୍ରତିବର୍ଷ ଖୁବ ଧୁମଧାମରେ ପାଳିତ ହୁଏ ପ୍ରସିଦ୍ଧ ସୁନା ଦେଈଙ୍କ ଛତର ଯାତ୍ରା ।…

ଇନଭର୍ଟର ପରି କାର୍ଯ୍ୟ କରେ ଏହି କମ ମୂଲ୍ୟର ସୋଲାର ପାୱାର ଜେନେରେଟର

ଓଡ଼ିଶା ସମ୍ବାଦ ବ୍ୟୁରୋ: ଯଦି ଆପଣଙ୍କ ଘରେ ବାରମ୍ବାର ବିଦ୍ୟୁତ ସରବରାହ ସମସ୍ୟା ଦେଖାଦେଉଛି, ତେବେ ଆପଣ ନିଶ୍ଚିତ ଭାବେ ଇନଭର୍ଟର କିଣୁଥିବେ। ନହେଲେ ବୈଦ୍ୟୁତିକ ଉପକରଣଗୁଡିକ ଚଳାଇବାରେ ବହୁ ଅସୁବିଧା ହେବ। କିନ୍ତୁ କିଛି ଲୋକଙ୍କ କ୍ଷେତ୍ରରେ ଏହି ଇନଭର୍ଟର କିଣିବା ପାଇଁ ସକ୍ଷମ ନଥାନ୍ତି।…

୩ ଥରର ମୁଖ୍ୟମନ୍ତ୍ରୀ, ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମଙ୍କ ଦେହାନ୍ତ

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବଙ୍କ ପରଲୋକ ହୋଇଛି । ୮୨ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ମୁଲାୟମ । ଉଚ୍ଚ ରକ୍ତଚାପ ଓ ଶ୍ୱାସକ୍ରିୟାରେ ଅସୁବିଧା ଯୋଗୁଁ ତାଙ୍କୁ ଗୁରୁଗ୍ରାମର ମେଦାନ୍ତ…

ଖାକିରେ କଳଙ୍କ, ରାସ୍ତା କଡ଼ରେ ଶୋଇଥିବା ଯୁବକଙ୍କ ମୋବାଇଲ୍ ଚୋରି କଲା ପୋଲିସ

ଲକ୍ଷ୍ନୌ: ପୁଣି ଖାକିରେ କଳଙ୍କ । ପୋଲିସ ସାଜିଲା ଚୋର । ପୋଲିସ ଯଦି ସାଧାରଣ ଲୋକଙ୍କଠାରୁ ଚୋରି କରିବ ତେବେ ନ୍ୟାୟ କାହାଠୁ ଆଶା କରାଯିବ। ଏପରି ଏକ ଦୃଶ୍ୟ ଉତ୍ତରପ୍ରଦେଶର କାନପୁରରେ ଦେଖିବାକୁ ମିଳିଛି। କାନପୁର ମହାରାଜପୁର ଅଞ୍ଚଳରେ ଏକ ରାସ୍ତା କଡ଼ରେ ଶୋଇଥିବା ଜଣେ ଯୁବକଙ୍କ ମୋବାଇଲ…

ଖାଦ୍ୟ ସହ ବିଳମ୍ବରେ ପହଞ୍ଚିଲେ ଜୋମାଟୋ ଡେଲିଭରି ବୟ, ଚନ୍ଦନ ଲଗାଇ ପୂଜା କଲେ ଗ୍ରାହକ

ଓଡ଼ିଶା ସମ୍ବାଦ ବ୍ୟୁରୋ: ସୋସିଆଲ ମିଡ଼ିଆ ଆସିବା ପରଠାରୁ କେଉଁ ଅଞ୍ଚଳରେ କିପରି ଘଟଣା ଘଟୁଛି ତାହା ଆମେ ସହଜରେ ଜାଣିପାରୁଛୁ। ବେଳେ ବେଳେ ଦେଶର ଖବର ସମ୍ବନ୍ଧୀୟ ହେଉ କିମ୍ବା କିଛି କୌତୁହଳ କଥା, ସମସ୍ତ ଘଟଣାର ଭିଡିଓ ମଧ୍ୟ ଭାଇରାଲ ହୁଏ। ନିକଟରେ ପୁଣି ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ…

ନାଇଜେରିଆରରେ ନୌକାବୁଡି ୭୬ ମୃତ

ଓଡିଶା ସମ୍ବାଦ ବ୍ୟୁରୋ: ନାଇଜେରିଆର ଅନମ୍ବ୍ରା ରାଜ୍ୟସ୍ଥିତ ଏକ ନଦୀରେ ନୌକା ଓଲଟି ୭୬ ଜଣଙ୍କର ମୃତ୍ୟୁ ଘଟିଛି। ରବିବାର ନାଇଜେରିଆର ରାଷ୍ଟ୍ରପତି ମହମ୍ମଦୁ ବୁହାରୀ ଏହା ସ୍ପଷ୍ଟ କରିଛନ୍ତି। କୁହାଯାଉଛି ଯେ ନୌକାରେ କ୍ଷମତାରୁ ଅଧିକ ଯାତ୍ରୀ ପରିବହନ ଲାଗି ଏପରି ଦୁର୍ଘଟଣା ଘଟିଛି।…

ବିବାହିତ ପୁରୁଷ ଜାଣି ସୁଦ୍ଧା ଶାରୀରିକ ସମ୍ପର୍କ ରଖିବା ଦୁଷ୍କର୍ମ ନୁହେଁ: କେରଳ ହାଇକୋର୍ଟ

ଥିରୁବନ୍ତପୁରମ: କେରଳ ହାଇକୋର୍ଟ ବିବାହିତ ପୁରୁଷଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏକ ମାମଲାର ଶୁଣାଣି ସମୟରେ କୋର୍ଟ କହିଛନ୍ତି ଯେ ଯଦି ଜଣେ ବିବାହିତ ପୁରୁଷଙ୍କ ସହ ଜଣେ ମହିଳାଙ୍କ ଶାରୀରିକ ସମ୍ପର୍କ ରହିଛି, ଏପରିକି ପୁରୁଷ ବିବାହିତ ବୋଲି ଜାଣି ସୁଦ୍ଧା ମହିଳା ଯଦି…

କବିତା : ଧର୍ମମାସ କାର୍ତ୍ତିକ

ଚନ୍ଦ୍ରକଳା ଦେବୀ ଆଜିଠାରୁ ପରବେଶ ଏ ଜଗତେ ଧର୍ମମାସ କାରିତିକ, ପାହାନ୍ତ|ରୁ ସ୍ନାନ କରି ନରନାରୀ ମନ୍ଦିର ମୁଖେ ଗମନ । କାର୍ତ୍ତିକ ମାସରେ ପ୍ରତ୍ୟେକ ମନ୍ଦିର ରାତ୍ରି ଥାଉ ଥାଉ ଖୋଲେ, ମନ୍ଦିରରେ ଘଣ୍ଟ ଘଣ୍ଟି ବାଜିଉଠେ ମୁଖୁରିତ ହୁଳହୁଳେ । କାର୍ତ୍ତିକ ମାହାତ୍ମ୍ୟ କହନ୍ତି…

ଏଥେନ ବୁକସ ପକ୍ଷରୁ ଚାରୋଟି ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର : ପବିତ୍ର କୁମାର ପୂର୍ଣ୍ଣିମା ଅବସରରେ ଅଗ୍ରଣୀ ପ୍ରକାଶନୀ ସଂସ୍ଥା ଏଥେନା ବୁକସ ଆନୁକୂଲ୍ୟରେ ସ୍ଥାନୀୟ କେଦାର ନାଥ ଗବେଷଣା ପ୍ରତିଷ୍ଠାନରେ ଏକ ସାରସ୍ଵତ ବନ୍ଧୁ ମିଳନ ଏବଂ ଶର୍ମିଷ୍ଠା ପାଣିଗ୍ରାହୀଙ୍କ 'ମହାର୍ଘ କାତରପଣ' , କବି ଭାଗିରଥି ବେହରାଙ୍କ 'ସଜଲ ଶତକ' , କବି ନୀଳକଣ୍ଠ…

ସରୋଜ ବଳ ପାଇବେ ରାଜ୍ୟ ସ୍ତରୀୟ ‘ଭୁବନେଶ୍ୱର ବେହେରା ସାହିତ୍ୟ ସମ୍ମାନ’

ଭୁବନେଶ୍ୱର : ମହାବୀର ସାଂସ୍କୃତିକ ଅନୁଷ୍ଠାନ, ଭବାନୀପାଟଣା ଦ୍ୱାରା ପ୍ରଦାନ କରାଯାଉଥିବା ରାଜ୍ୟସ୍ତରୀୟ ଭୁବନେଶ୍ୱର ବେହେରା ସମ୍ମାନ ପାଇବା ପାଇଁ କବି ସରୋଜ ବଳ ମନୋନୀତ ହୋଇଛନ୍ତି। ୬ ଟି ଗଳ୍ପ ସଙ୍କଳନ, ୯ ଟି କବିତା ସଙ୍କଳନ ଓ ୨ଟି ଉପନ୍ୟାସର ସ୍ରଷ୍ଟା ଶ୍ରୀ ବଳ ଓଡ଼ିଆ ସାହିତ୍ୟ ଜଗତର…