Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସେବକ ଗୋଷ୍ଠୀ ଭିତରେ କରଣ ଗୋଷ୍ଠୀ ଏକ ମହତ୍ୱପୂର୍ଣ୍ଣ ସ୍ଥାନ ଅଳଙ୍କୃତ କରିଥାଏ। ସେହି ଗୋଷ୍ଠୀର ଏକ ବିଶେଷ ଅଂଶ ହେଲେ ବଇଠି କରଣ। ଆମେ ତଡଉ କରଣ ଓ ଦେଉଳ କରଣଙ୍କ…

ଦାମି ଗାଡ଼ିରେ ଆସିଲେ ଚୋର, ଚୋରି କରିନେଲେ ୧୫୦ ଟଙ୍କା ମୂଲ୍ୟର ଲୁଣ

ମଧ୍ୟପ୍ରଦେଶ: ପ୍ରତ୍ୟେକ ସହରରେ ପ୍ରତିଦିନ ଛୋଟ ଏବଂ ବଡ ଚୋରି ହୋଇଥାଏ । ଚୋରମାନେ ଘରେ ପଶି ସୁନାରୂପା ଅଳଙ୍କାର,ଟଙ୍କା ସହିତ ଦାମି ଜିନିଷପତ୍ର ଚୋରି କରି ନେଇଥାନ୍ତି । ଏମିତି କି ଦୋକାନର ସଟର ଭାଙ୍ଗି ମଧ୍ୟ ଚୋରମାନେ ଲୁଟ୍‌ପାଟ୍ କରିଥାନ୍ତି । କିନ୍ତୁ ଏମିତି ଏକ ଚୋରି ବିଷୟରେ…

ମୃତ ବ୍ୟକ୍ତିଙ୍କ ନାଁରେ ଉଠୁଛି ଚାଉଳ: ଅଭିଯୋଗ କଲେ ମିଳୁଛି ଧମକ

ମୟୂରଭଞ୍ଜ: ଯୋଗ୍ୟ ହିତାଧିକାରୀଙ୍କୁ ମିଳୁନି ରାସନ । ମୃତ ବ୍ୟକ୍ତିଙ୍କ ନାମରେ ଉଠୁଛି ଚାଉଳ । ମାସେ କି ଦୁଇ ମାସ ନୁହେଁ ବରଂ ବର୍ଷ ବର୍ଷ ଧରି ଚାଉଳ ଉଠାଯାଉଛି । ଆଉ ଅଭିଯୋଗ କଲେ ମିଳୁଛି ଧମକ । ଏମିତି ଚାଉଳ ଲୁଟି ଚାଲିଛନ୍ତି କୁଳିଅଣା ବ୍ଲକ ଗାଙ୍ଗରାଜ ଯୋଗାଣ ନିରୀକ୍ଷିକା ପ୍ରୀତିସୁଧା…

ଦିଲ୍ଲୀରେ ମହିଳା କୁସ୍ତି ଖେଳାଳିଙ୍କୁ ଯୌନ ନିର୍ଯାତନାର ନିଆଁ : ଗୁଣପୁରରେ ତାତି

ଗୁଣପୁର: ମହିଳା କୁସ୍ତି ଖେଳାଳିଙ୍କୁ ଯୌନ ନିର୍ଯାତନା ଓ ଦିଲ୍ଲୀ ପୋଲିସର ଦମନଲୀଳା ପ୍ରତିବାଦରେ ବିଜେପି ସାଂସଦ ବ୍ରିଜ ଭୂଷଣ ସରଣ ସିଂ ଙ୍କ ଗିରଫ ଦାବି କରିଛି ସଂଯୁକ୍ତ କିଷାନ ମୋର୍ଚ୍ଚା । ସିପିଆଇଏମଏଲ ନେତା ତ୍ରିପତି ଗମାଙ୍ଗଙ୍କ ନେତୃତ୍ୱରେ ଗୁଣପୁର ନୂଆ ବସଷ୍ଟାଣ୍ଡଠାରୁ ଏକ ଶୋଭାଯାତ୍ରା…

ଲୋକସଭା ନିର୍ବାଚନ ଲଢ଼ିବେ ଯୁବରାଜଙ୍କ ପିତା ଯୋଗରାଜ

ସୁଲତାନପୁର: କ୍ରିକେଟର ଯୁବରାଜ ସିଂଙ୍କ ପିତା ଯୋଗରାଜ ସିଂ ଆଗାମୀ ଲୋକସଭା ନିର୍ବାଚନ ଲଢ଼ିବା ପାଇଁ ନିଷ୍ପତି ନେଇଛନ୍ତି । ସୁଲତାନପୁର ଲୋଧୀସ୍ଥିତ ଐତିହାସିକ ଗୁରୁଦ୍ୱାର ଶ୍ରୀ ବୈର ସାହେବରେ ନତମସ୍ତକ ହେବାକୁ ସେ ଯାଇଥିଲେ । ଗୁରୁ ସାହେବଙ୍କ ଆଶୀର୍ବାଦ ପାଇବା ପରେ ସେ ରାଜନୀତି ସମ୍ପର୍କରେ…

ବାହାନଗା ଟ୍ରେନ ଦୁର୍ଘଟଣାର ତଦନ୍ତ ସିବିଆଇ ହାତରେ, ଅଶ୍ୱିନୀଙ୍କ ମନ୍ତବ୍ୟକୁ ନେଇ ଘେରିଲା କଂଗ୍ରେସ

ନୂଆଦିଲ୍ଲୀ: ବାହାନଗା ରେଳ ଦୁର୍ଘଟଣାରେ ୨୭୫ ଜଣଙ୍କ ଜୀବନ ଯାଇଥିବା ବେଳେ ୧୧୦୦ ଜଣ ଆହତ ହୋଇଛନ୍ତି। ଏବେ ରେଲଓ୍ବେ ବୋର୍ଡର ସୁପାରିଶ କ୍ରମେ ଘଟଣାର ତଦନ୍ତ ଭାର ସିବିଆଇ ନେଇଥିବା ସୂଚନା ରହିଛି। ଏହାପୂର୍ବରୁ ବାଲେଶ୍ୱର ଜିଆରପି ଥାନାରେ ଏତଲା ରୁଜୁ ହୋଇଛି। ଦୁଇଟି ପାସେଞ୍ଜର ଟ୍ରେନ୍ ଓ…

ବୃନ୍ଦାବନରେ ନିର୍ମିତ ହେଡଛି ବିଶ୍ୱର ସବୁଠାରୁ ବଡ ମନ୍ଦିର

ମଥୁରା: ମଥୁରାର ବୃନ୍ଦାବନରେ ନିର୍ମିତ ହେଉଛି ଦୁନିଆର ସବୁଠାରୁ ବଡ ଓ ଭବ୍ୟ ମନ୍ଦିର । ଭଗବାନ ଶ୍ରୀକୃଷ୍ଣଙ୍କୁ ସମର୍ପିତ ଏହି ମନ୍ଦିରର ନାମ ଚନ୍ଦ୍ରୋଦୟ ମନ୍ଦିର ରଖାଯାଇଛି । କୁତବ ମୀନାରଠାରୁ ଏହା ୩ଗୁଣ ଉଚ୍ଚତା ବିଶିଷ୍ଟ ହେବ । ଏହାର ମୂଳଦୁଆ ବିଶ୍ୱର ସବୁଠାରୁ ଉଚ୍ଚ ବୁର୍ଜ ଖଲୀଫାଠାରୁ…

ନିଖୋଜ ଭଉଣୀକୁ ବୃଦ୍ଧାବସ୍ଥାରେ ଉଦ୍ଧାର କଲା ଭାଇ, ପ୍ରେମିକା ହିଁ ଥିଲା ପ୍ରକୃତ ଭଉଣୀ

ଆଜିକାଲି ଦୁନିଆରେ ଅଜବ ଘଟଣା ସବୁ ଦେଖିବାକୁ ବା ଶୁଣିବାକୁ ମିଳୁଛି । ଏବେ ସେମିତି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଜଣେ ବ୍ୟକ୍ତି ଛୋଟ ଥିବା ବେଳେ ତାଙ୍କର ସାନ ଭଉଣୀ କେଉଁଆଡ଼େ ନିଖୋଜ ହୋଇଯାଇଥିଲେ । ସେବେଠାରୁ ବ୍ୟକ୍ତି ଜଣକ ନିଜ ଭଉଣୀକୁ…

ଦୁର୍ଘଟଣାରେ ଅନେକ ମୃତଦେହକୁ ଚିହ୍ନଟ କରିବା ପ୍ରଶାସନ ପାଇଁ ଆହ୍ୱାନ: ଅନୁ ଗର୍ଗ

ଭୁବନେଶ୍ୱର: ବାଲେଶ୍ୱରର ବାହାନଗା ଷ୍ଟେସନରେ ଘଟିଥିବା ଟ୍ରେନ୍ ଦୁର୍ଘଟଣାରେ ୨୭୫ ଜଣଙ୍କ ଜୀବନ ଯାଇଥିବା ବେଳେ ଉଦ୍ଧାର କାର୍ଯ୍ୟ ପରେ ଏବେ ମୃତଦେହ ଚିହ୍ନଟ କରିବା ରାଜ୍ୟ ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଶବ ଗୁଡିକର ଅବସ୍ଥା ଗୁରୁତର ହୋଇପଡିଥିବାରୁ ପରିବାର ଲୋକେ ନିଜ…

ଫ୍ରେଂଚ ଓପନ ଟେନିସ: ବଲ ଗର୍ଲ ମୁଣ୍ଡରେ ବାଜିଲା ବଲ, ଡିସକ୍ୱାଲିଫାଇ ହେଲେ ମିୟୁ କୋଟା-ଏଲଡିଲା

ପ୍ୟାରିସ: ଚଳିତ ଫ୍ରେଂଚ ଓପନ ଟେନିସ ଟୁର୍ଣ୍ଣାମେଂଟରେ ବଲ ଗର୍ଲ ଦେହରେ ବଲ ବାଜିବାରୁ ଜାପାନର ମିୟୁ କୋଟୋ ଓ ତାଙ୍କ ଇଣ୍ଡୋନେସିଆ ଯୋଡି ଏଲଡିଲା ସୁତ୍ୟଜାଦୀଙ୍କୁ ଡିସକ୍ୱାଲିଫାଇଡ କରାଯାଇଛି । କୋଟୋ ଭୁଲରେ ବଲ ଗର୍ଲ ଆଡେ ଶଟ ଖେଳିଥିଲେ । ଏହା ତାଙ୍କ ମୁଣ୍ଡରେ ବାଜିବା ପରେ ବଲଗର୍ଲଜଣଙ୍କ…