ରାଜସ୍ୱ ନୀରିକ୍ଷକ ପିଅନ ହତ୍ୟା ମାମଲା: ମା’ ଓ ୩ ପୁଅଙ୍କୁ ଆଜୀବନ ଜେଲ
ଧର୍ମଗଡ:ଏକ ହତ୍ୟା ମାମଲାର ବିଚାର କରି ଧର୍ମଗଡ ଅତିରିକ୍ତ ଜିଲ୍ଳା ଦୌରାଜଜ୍ ମା’ ଓ ୩ ପୁଅଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ଦେଇଛନ୍ତି । ଅଭିଯୁକ୍ତମାନେ ହେଲେ, ହତ୍ୟାକାରୀ ମା କୁଚିତା ଦଣ୍ଡସେନା, ପୁଅ ରାଧୁ ଦଣ୍ଡସେନା, ପିତୁ ଦଣ୍ଡସେନା ଓ ଯଦୁ ଦଣ୍ଡସେନା । ଏଥସହିତ ଏମାନଙ୍କୁ ୫୦ହଜାର ଟଙ୍କା…