Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୩୦)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ଏମିତି କେତେ କଣ ଭାବି ଚାଲିଥିଲା କେଉଁଠୁ କେଉଁ ଯାଏ । ଭାବନାର ଜଉ ଘରେ କେତେ ଆଉ ଆଉଟି ଚାଲିଥିବ ନିଜକୁ ! ଭାବନାରେ ଏଇଠି ପୂର୍ଣ୍ଣଛେଦ ପକାଇ ମନକୁ ବେହଲାଇ ମୋବାଇଲଟିକୁ ହାତରେ ଧରିଲା । ଦିନ ସାରା ନିଜକୁ ନିଜେ ଲୁହ ଦୁଃଖ…

ଭାଷା ଭାଗବତ : ଆମେ ନିରୁପାୟ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଶିଖିଲେ ଅନ୍ୟକୁ ଶିଖାଉଁ ଦେଖିଲେ ଅନ୍ୟକୁ ଦେଖାଉଁ ପଢ଼ିଲେ ଅନ୍ୟକୁ ପଢ଼ାଉଁ ଏମିତି ସ୍ବଭାଷା ବଢ଼ାଉଁ ଆମର ନିର୍ଲଜ୍ଜ ଆଳସ୍ୟ ଯୋଗୁଁ ହେଉଛୁଁ ଉପହାସ୍ୟ ତେବେ ବି ଉଠୁନାହୁଁ ଚେଇଁ ନିଦରେ ଶୋଇଛୁଁ କିପାଇଁ ?…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୩୧୧ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥ ସ୍ୱୟଂ ଅବତାରୀପଠନ ତାଙ୍କରିଠାରୁ ବିଭିନ୍ନ ଅବତାର ସୃଷ୍ଟି ହୋଇ ପୁନଶ୍ଚ ତାଙ୍କରିଠାରେ ଲୀନ ହୁଅନ୍ତି। ଏହାର ପ୍ରମାଣ ଆମ ଶାସ୍ତ୍ରରେ ଅନେକ ଅଛି ।…

୨୦୧୯ରେ ବିଜେପି ହାରିଥିବା ଲୋକସଭା ଆସନରେ ପ୍ରଧାନମନ୍ତ୍ରୀ ମୋଦୀ କରିବେ ରାଲି

ନୂଆଦିଲ୍ଲୀ: ମିଶନ ୨୦୨୪ । ବିଜେପି ଆରମ୍ଭ କଲା ରଣନୀତି । ୨୦୧୯ ସାଧାରଣ ନିର୍ବାଚନରେ ଯେଉଁ ୧୪୪ ଲୋକସଭା ଆସନରେ ଦଳ ହାରିଥିଲା ସେହି ଆସନକୁ ମଜବୁତ କରିବାକୁ ଯୋଜନା କରିଛି ବିଜେପି । ସାଧାରଣ ନିର୍ବାଚନ ପାଇଁ ବିଗୁଲ ବାଜିବା ପୂର୍ବରୁ ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ଗୃହମନ୍ତ୍ରୀ…

ଅଷ୍ଟ୍ରେଲିଆରେ ୧୧ ବର୍ଷ ପରେ ଟି-୨୦ କ୍ରିକେଟରେ ଇଂଲଣ୍ଡର ପ୍ରଥମ ବିଜୟ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଘରୋଇ ଟି -୨୦ ଅନ୍ତର୍ଜାତୀୟ କ୍ରିକେଟରେ ଅଷ୍ଟ୍ରେଲିଆ ୧୧ ବର୍ଷ ମଧ୍ୟରେ ଇଂଲଣ୍ଡଠୁ ପ୍ରଥମ ପରାଜୟର ସମ୍ମୁଖୀନ ହୋଇଛି।  ଇଂଲଣ୍ଡର ଏଲେକ୍ସ ହେଲ୍ସ (୮୪) ଏବଂ ଜୋସ୍ ବଟଲର (୬୮) ଙ୍କ ବିସ୍ଫୋରକ ଅର୍ଦ୍ଧଶତକ ସହିତ ମାର୍କ ଉଡ (୩୪/୩)ଙ୍କ ଘାତକ ବୋଲିଂ ଯୋଗୁଁ ଇଂଲଣ୍ଡ…

ନାବାଳିକା ଗର୍ଭବତୀ ହେବା ଘଟଣା; ସେବାସଦନରେ ସମୀକ୍ଷା କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ପୂର୍ବତନ ମନ୍ତ୍ରୀ ସୁରମା…

ଜି. ଉଦୟଗିରି: କନ୍ଧମାଳ ବେଲଘର ଅଞ୍ଚଳର ଜଣେ ନାବାଳିକା ଗର୍ଭବତୀ ଘଟଣାରେ ରବିବାର ଜି ଉଦୟଗିରୀ ସ୍ଥିତ ସୁଭଦ୍ରା ମହତାବ ସେବା ସଦନ ଆସିଥିଲେ ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ, ସ୍ମୃତି ରେଖା ପଟ୍ଟନାୟକଙ୍କ ବ୍ୟତୀତ ମହିଳା ମୋର୍ଚ୍ଚା ର କର୍ମକର୍ତ୍ତା ଓ ଜିଲ୍ଲା ସ୍ତରୀୟ ବିଜେପି ନେତୃବୃନ୍ଦ।…

ଦୁଇ ମହିଳା ମଓବାଦୀଙ୍କ ସହ କଂଗ୍ରେସ ନେତା ଗିରଫ

ରାୟପୁର: ପୋଲିସ ଜଣେ କଂଗ୍ରେସ ନେତାଙ୍କ ସମେତ ଦୁଇ ମହିଳା ମାଓବାଦୀଙ୍କୁ ଗିରଫ କରିଛି । ଦୁଇ ମହିଳା ମାଓବାଦୀଙ୍କୁ ଚିକିତ୍ସା ପାଇଁ ତେଲେଙ୍ଗାନା ନେଇଯାଉଥିଲେ କଂଗ୍ରେସ ନେତା। ଗିରଫ କଂଗ୍ରେସ ନେତା ଛତିଶଗଡ ବିଜାପୁରର। ପୋଲିସ ସୂଚନା ପାଇଥିଲା ଯେ ବିଜାପୁର ଜିଲ୍ଲାର ଭୋପାଳପାଟନମ୍ ବ୍ଲକରେ…

ପୁଟିନ ଡାକିଲେ ସୁରକ୍ଷା ପରିଷଦ ଜରୁରୀ ବୈଠକ, ଚିନ୍ତାରେ ୟୁକ୍ରେନ

ମସ୍କୋ: ୟୁକ୍ରେନର ସ୍ଥିତି ନେଇ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆଜି ସୁରକ୍ଷା ପରିଷଦର ଜରୁରୀ ବୈଠକ ଡାକିଛନ୍ତି । ସୋମବାର ବସିବାକୁ ଥିବା ଏହି ବୈଠକରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ବଡ଼ ପଦକ୍ଷେପ ନେଇପାରନ୍ତି ବୋଲି ଅନୁମାନ କରାଯାଉଛି। ଏହି ବୈଠକ ପୂର୍ବରୁ ସମଗ୍ର ୟୁକ୍ରେନରେ…

ନକଲି ପୋଲିସ ଗିରଫ, ସ୍ଥାନୀୟ ଲୋକେ ଦେଲେ ଉତ୍ତମ ମଧ୍ୟମ

ଘଟଗାଁ: ନକଲି ପୋଲିସ ଗିରଫ । କେନ୍ଦୁଝର ଘାଟଗାଓଁ ପୋଲିସ ଏହି ନକଲି ପୋଲିସକୁ ଗିରଫ କରିଛି । ଚାକିରୀ ଦେବା ବାହାନା କରି ଠକେଇ କରୁଥିବା ବେଳେ ସ୍ଥାନୀୟ ଲୋକଙ୍କ ସନ୍ଦେହ ଘେରୁ ଆସିଥିଲା  ପରେ ଗିରଫ କରିଛି ପୋଲିସ। ଗିରଫ ବ୍ୟକ୍ତି ସୁଜିତ ପଢ଼ିଆରୀ ଯାଜପୁର ଜିଲ୍ଲାର ବୋଲି ଜଣାପଡିଛି।…

ହିନ୍ଦୁ ଦେବତାଙ୍କୁ ଅପମାନିତ କରି ବିବାଦୀୟ ହେବା ପରେ ଇସ୍ତଫା ଦେଲେ କେଜ୍ରିଓ୍ୱାଲଙ୍କ ମନ୍ତ୍ରୀ

ନୂଆଦିଲ୍ଲୀ: ଦିଲ୍ଲୀର ଶାସକ ଦଳ ଆମ୍ ଦାମି ପାର୍ଟି ସରକାରର ମନ୍ତ୍ରୀ ରାଜେନ୍ଦ୍ର ପାଲ ଗୌତମ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ସେ ହିନ୍ଦୁ ଦେବତାଙ୍କୁ ଅପମାନିତ କରିଥିବା ଅଭିଯୋଗ ହୋଇଛି, ଯେଉଁ କାରଣରୁ ସେ ସମାଲୋଚିତ ହେବା ପରେ ସେ ଇସ୍ତଫା ଦେଇଛନ୍ତି। ଆପ ସରକାରରେ ସାମାଜିକ କଲ୍ୟାଣ…