Latest Odisha News

BREAKING NEWS

PNG ଉପଭୋକ୍ତାଙ୍କୁ ମିଳିବନି LPG କନେକ୍ସନ… ଗ୍ୟାସ ସଙ୍କଟ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଶନିବାର ଦିନ ଘରୋଇ ରନ୍ଧନ ଗ୍ୟାସ ଯୋଗାଣ ନିୟନ୍ତ୍ରଣ କରୁଥିବା ବିଦ୍ୟମାନ ନିୟମରେ ସଂଶୋଧନ କରିଛନ୍ତି। ଏହା ଅଧୀନରେ, PNG ସଂଯୋଗ ଥିବା ପରିବାରଗୁଡ଼ିକୁ ସବସିଡିଯୁକ୍ତ ଏଲପିଜି ସିଲିଣ୍ଡର ରଖିବା କିମ୍ବା ଗ୍ରହଣ କରିବାକୁ ବାରଣ କରାଯାଇଛି। ପଶ୍ଚିମ ଏସିଆରେ…

ରାଜ୍ୟରେ ୧୮ ଯାଏ ଝଡ଼ବର୍ଷା ସମ୍ଭାବନା, ୩ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର: ଆସନ୍ତା ୧୮ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ କାଁ ଭାଁ ବର୍ଷା ହୋଇପାରେ। କାଳବୈଶାଖୀ ପ୍ରଭାବରେ ୧୫ ତାରିଖରେ ମୟୂରଭଞ୍ଜ ଓ କେନ୍ଦୁଝରରେ ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ଅଛି। ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଥିବାବେଳେ ଶନିବାର ୩ଟି ସହରର ତାପମାତ୍ରା ୪୦ ଡିଗ୍ରୀ…

ଗରିଆପାଲି ଟ୍ରିପଲ୍‌ ମର୍ଡର ଘଟଣାର ଅଭିଯୁକ୍ତ ମୃତ

ଦେବଗଡ଼: ଗରିଆପାଲି ଟ୍ରିପଲ୍‌ ମର୍ଡର ଘଟଣାର ଅଭିଯୁକ୍ତ ମୃତ। ବିଷ ଖାଇ ଗୁରୁତର ହେବାରୁ ବୁର୍ଲା ମେଡିକାଲ୍‌ରେ ଭର୍ତ୍ତି ହୋଇଥିଲେ। ଆଇସିୟୁରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଥି। ସ୍ତ୍ରୀ, ବୋହୂ ଓ ନାତୁଣୀଙ୍କୁ ହତ୍ୟା କରିବା ପରେ ଫେରାର୍‌ ଥିଲା ଅଭିଯୁକ୍ତ। ଗାଁ…

ବିବାହ ବନ୍ଧନରେ ବାନ୍ଧି ହେଲେ କୁଲଦୀପ ଯାଦବ, ଭାଇରାଲ ହେଉଛି ଏଣ୍ଟ୍ରି ଭିଡିଓ

ମସୁରୀ: ବିବାହ ବନ୍ଧନରେ ବାନ୍ଧି ହେଲେ ଭାରତର ଷ୍ଟାର କ୍ରିକେଟର କୁଲଦୀପ ଯାଦବ। ପଡ଼ିଲା ଟିମ୍ ଇଣ୍ଡିଆର ଷ୍ଟାର ସ୍ପିନର କୁଲଦୀପ ଯାଦବଙ୍କ ହାତଗଣ୍ଠି। ବାଲ୍ୟବନ୍ଧୁ ବଂଶୀକାଙ୍କ ହାତ ଧରିଛନ୍ତି ଚାଇନମ୍ୟାନ୍ ଭାବେ ଜଣାଶୁଣା କୁଲଦୀପ ଯାଦବ। ଉତ୍ତରାଖଣ୍ଡର ହିଲ୍ ଷ୍ଟେସନ ମସୁରୀର ସାଭୋଇ ହୋଟେଲରେ…

ରାଜ୍ୟସଭା ଭୋଟ ପୂର୍ବରୁ ପାରାଦୀପରେ ବିଜେପି ବିଧାୟକଙ୍କ ମେଳି

ଭୁବନେଶ୍ୱର: ଦିନକ ପରେ ରାଜ୍ୟସଭା ନିର୍ବାଚନ। ସବୁ ଦଳକୁ ଘାରିଛି କ୍ରସ ଭୋଟିଂ ଭୟ । ରାଜ୍ୟସଭା ନିର୍ବାଚନ ପୂର୍ବରୁ ବିଜେପି ବିଧାୟକ, ମନ୍ତ୍ରୀମାନଙ୍କର ପାରାଦୀପରେ ମେଳି। ମଧ୍ୟରାତ୍ରୀରେ ଶନିବାର-ରବିବାର ରାତି ପ୍ରାୟ ଗୋଟାଏରେ ପାରାଦୀପ ମେରାଇନ ଡ୍ରାଇଭରେ ଥିବା ମେ ଫେୟାର ହୋଟେଲରେ…

Jagannath Temple:ମହାପ୍ରଭୁଙ୍କ ନୀତି ବିଳମ୍ବ ଘଟଣା: ଜଣେ ଖୁଣ୍ଟିଆ ସେବକ ନିଲମ୍ବନ,ଦୁଇ ସେବକଙ୍କୁ…

ପୁରୀ:ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତି ବିଳମ୍ବ ଓ ବିଶୃଙ୍ଖଳ ଆଚରଣ ନେଇ ଜଣେ ଖୁଣ୍ଟିଆ ସେବକଙ୍କୁ ତିନି ମାସ ପାଇଁ ନିଲମ୍ବନ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ରାମକୃଷ୍ଣ ଖୁଣ୍ଟିଆଙ୍କୁ ତିନି ମାସ ପାଇଁ ନିଲମ୍ବନ କରାଯାଇଛି। ଅନ୍ୟ ଦୁଇ ସେବକ ମାଧବ ଖୁଣ୍ଟିଆ ଓ ମଧୁସୂଦନ ଖୁଣ୍ଟିଆଙ୍କୁ…

Odisha Police:ଜୁଭେନଟିକା କନକ୍ଲେଭରେ ଶିଶୁମାନଙ୍କ ଡିଜିଟାଲ୍ ସୁରକ୍ଷାକୁ ନେଇ ଓଡ଼ିଶା ପୋଲିସ ଏବଂ ୟୁନିସେଫର ଆଲୋଚନା

ଭୁବନେଶ୍ବର: ଓଡ଼ିଶା ପୋଲିସ୍ ଏବଂ ୟୁନିସେଫ୍ (UNICEF) ର ମିଳିତ ସହଯୋଗରେ ଶନିବାର ଦିନ ଭୁବନେଶ୍ୱରସ୍ଥିତ ପୋଲିସ୍ ଭବନଠାରେ ‘ଜୁଭେନଟିକା – ଡିଜିଟାଲ୍ ଅଧିକାର ଏବଂ ଶିଶୁଙ୍କ ସୁରକ୍ଷା’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଡିଜିଟାଲ୍ ଦୁନିଆରେ ଶିଶୁମାନେ ସମ୍ମୁଖୀନ ହେଉଥିବା…

Grief in Indian Football: ଭାରତୀୟ ଫୁଟବଲ୍ ଜଗତ ପାଇଁ ଦୁଃଖଦ ଖବର; ଖେଳିବାବେଳେ ଚାଲିଗଲା ଯୁବ ଡିଫେଣ୍ଡରଙ୍କ ଜୀବନ

ନୂଆଦିଲ୍ଲୀ:ଭାରତୀୟ ଫୁଟବଲ୍ ଜଗତ ପାଇଁ ଦୁଃଖଦ ଖବର । ନାମଧାରୀ ଏଫସି(Namdhari FC)ର ଜଣେ ପ୍ରତିଭାବାନ ଏବଂ ଯୁବ ଡିଫେଣ୍ଡର ରବିନ୍ଦର ସିଂହଙ୍କର ମାତ୍ର ୨୫ବର୍ଷ ବୟସରେ ହଠାତ୍ ନିଧନ ହୋଇଛି । ପଞ୍ଜାବରେ ଏକ ମ୍ୟାଚ୍ ସମୟରେ ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ସେ ପଡ଼ିଆରେ…

ରାଜ୍ୟ ସରକାରଙ୍କ ବଡ଼ ଘୋଷଣା: ୪୮୫ଟି ମାଓ ପ୍ରଭାବିତ ଗ୍ରାମକୁ ମିଳିବ କ୍ରୀଡ଼ା ସାମଗ୍ରୀ

ଭୁବନେଶ୍ୱର: ଓଡ଼ିଶାର ଦୁର୍ଗମ ତଥା ମାଓ ପ୍ରଭାବିତ ଅଞ୍ଚଳର ଯୁବପିଢ଼ିଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ଏବଂ ସେମାନଙ୍କ ମଧ୍ୟରେ କ୍ରୀଡ଼ା ପ୍ରତିଭାର ବିକାଶ ପାଇଁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନକ୍ରମେ କ୍ରୀଡ଼ା ଓ ଯୁବସେବା ବିଭାଗ…

ଭୁବନେଶ୍ୱରରୁ କଟକ ଚଳାଚଳ କରିବ ନମୋ ଟ୍ରେନ; ମେଟ୍ରୋ ପ୍ରକଳ୍ପକୁ ନେଇ ରେଳମନ୍ତ୍ରୀ କହିଲେ…

ଭୁବନେଶ୍ବର: କଟକରୁ ଭୁବନେଶ୍ୱର ଏବଂ ଭୁବନେଶ୍ୱରରୁ କଟକ ମଧ୍ୟରେ ପ୍ରତି ଅଧ ଘଣ୍ଟାରେ ନମୋ ଟ୍ରେନ ଚଳାଚଳ କରିବ ବୋଲି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରାଜ୍ୟସଭାରେ ଏହି ସୂଚନା ଦେଇଛନ୍ତି। ଏହି ଟ୍ରେନ ଚଳାଚଳ ହେଲେ ଦୁଇ ସହର ମଧ୍ୟରେ ଦିନକୁ ଯାତାୟାତ କରୁଥିବା ହଜାର ହଜାର ଯାତ୍ରୀଙ୍କୁ ବଡ଼…