Latest Odisha News

BREAKING NEWS

ହସ୍ପିଟାଲରୁ ଫେରାର ବିଚାରାଧୀନ କଏଦୀ

ସୁନ୍ଦରଗଡ଼: ମଙ୍ଗଳବାର ରାତିରେ ଏକ ହତ୍ୟା ମାମଲାରେ ଜେଲରେ ଥିବା ଜଣେ ବିଚାରାଧୀନ କଏଦୀ ସୁନ୍ଦରଗଡ଼ର ଏକ ହସ୍ପିଟାଲରୁ ଖସି ପଳାଇଥିବା ଜଣାପଡ଼ିଛି। ଖବର ଅନୁଯାୟୀ, ଚିକିତ୍ସା ପାଇଁ ସେଠାକୁ ନିଆଯାଉଥିବା ସମୟରେ ସେ ଶୌଚାଳୟ ବ୍ୟବହାର କରିବାକୁ ଅନୁମତି ମାଗିଥିଲେ।ସୁନ୍ଦରଗଡ଼ ଜିଲ୍ଲାର ସଦର …

ପାକିସ୍ତାନ ମେଡିକାଲରେ ବଡ଼ ଅଘଟଣ !

ଇସଲାମାବାଦ : ପାକିସ୍ତାନର ରାଜଧାନୀ ଇସଲାମାବାଦସ୍ଥିତ ‘ପାକିସ୍ତାନ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନସେସ୍’  ହସ୍ପିଟାଲରେ ଏକ ହୃଦୟବିଦାରକ ଦୁର୍ଘଟଣା ଘଟିଛି। ଗାଇନୋକୋଲୋଜି ୱାର୍ଡର ନର୍ସରୀରେ ଏସି କମ୍ପ୍ରେସର ଫାଟିଯିବା ଫଳରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୧୫ ଜଣ ନବଜାତ ଶିଶୁଙ୍କର ମୃତ୍ୟୁ…

ପୁରୀରେ ମର୍ଡର, ପଥରରେ ଛେଚି ଯୁବକଙ୍କୁ ହତ୍ୟା

ପୁରୀ: ପୁରୀର ଜଗନ୍ନାଥ ବଲ୍ଲଭ କମ୍ପେକ୍ସ ଭିତରେ ଯୁବକଙ୍କୁ ପଥରରେ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଜଗନ୍ନାଥ ବଲ୍ଲଭ କମ୍ପେକ୍ସ ପରିସରରେ ଥିବା ବେଣ୍ଟା ପୋଖରୀରେ ନିକଟରେ ଜଣେ ମାନସିକ ବିକାର ଯୁବକଙ୍କୁ ପଥରରେ ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ପୋଲିସ…

ଆସୁଛି ଆଉ ଏକ ଲଘୁଚାପ, ଓଡ଼ିଶାରେ ପଡିପାରେ ପ୍ରଭାବ

ଭୁବନେଶ୍ୱର: ଆଗାମୀ ଦିନରେ ବଙ୍ଗୋପସାଗର ଉପରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ଯାଉଛି। ଯାହା ଫଳରେ ଓଡ଼ିଶାର ପାଣିପାଗ ସ୍ଥିତିରେ ପୁଣି ଥରେ ପରିବର୍ତ୍ତନ ହୋଇପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ। ଅଗଷ୍ଟ ୨୮ ତାରିଖ ପାଖାପାଖି ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ଉତ୍ତର…

ଟ୍ରକକୁ ଧକ୍କା ଦେଲା ବସ୍; ୬ ମୃତ, ବହୁ ଆହତ

ହାଇଦ୍ରାବାଦ: ଆଜି ସକାଳ ପ୍ରାୟ ୫ଟା ୨୦ ସମୟରେ ତେଲେଙ୍ଗାନାର ସୂର୍ଯ୍ୟପେଟ୍ ଜିଲ୍ଲାରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏକ ଘରୋଇ ବସ୍ ଏକ ଟ୍ରକ୍ ସହିତ ଧକ୍କା ହୋଇଛି। ଯାହା ଫଳରେ ୬ ଜଣଙ୍କର ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ, ବସଟି ହାଇଦ୍ରାବାଦରୁ ବିଜୟୱାଡା ଅଭିମୁଖେ ଯାତ୍ରା କରୁଥିଲା।…

ମୁମ୍ବାଇ-ଅହମ୍ମଦାବାଦ ବନ୍ଦେ ଭାରତ ଏକ୍ସପ୍ରେସକୁ ପଥର ମାଡ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ସୁରତ: ସାରା ଦେଶରେ ଅନେକ ସମୟରେ ଟ୍ରେନ ଉପରକୁ ପଥର ମାଡ କରିବା ଭଳି ଘଟଣା ଦେଖିବାକୁ ମିଳିଥାଏ। ଏହାରି ମଧ୍ୟରେ ମୁମ୍ବାଇ-ଅହମ୍ମଦାବାଦ ବନ୍ଦେ ଭାରତ ଏକ୍ସପ୍ରେସ (ଟ୍ରେନ ନମ୍ବର 22961) ଉପରେ ଉତ୍ତାନ ଷ୍ଟେସନ ନିକଟରେ ପଥର ମାଡ କରାଯାଇଥିଲା। ଉକ୍ତ ଟ୍ରେନରେ ମଧ୍ୟ ଯାତ୍ରା କରୁଥିଲେ…

ଆମେରିକା – କାନାଡ଼ା ବାଣିଜ୍ୟ ଯୁଦ୍ଧ : ୭୦୦ ଆମେରିକୀୟ ସାମଗ୍ରୀ ଉପରେ ଶୁଳ୍କ

କାନାଡ଼ା: ଆମେରିକା ଓ କାନାଡ଼ା ମଧ୍ୟରେ ବାଣିଜ୍ୟ ଯୁଦ୍ଧ ଚରମ ସୀମାରେ ପହଞ୍ଚିଛି। ନିକଟରେ ଆମେରିକା କାନାଡ଼ା ଦ୍ରବ୍ୟ ଉପରେ ୫୦ ପ୍ରତିଶତ ଶୁଳ୍କ ଲଗାଇବା ପରେ, ଏହାର କଡ଼ା ଜବାବ ଦେଇଛି କାନାଡ଼ା। ଓଟୱା ପକ୍ଷରୁ ୭୦୦ରୁ ଉର୍ଦ୍ଧ୍ୱ ଆମେରିକୀୟ ସାମଗ୍ରୀ ଉପରେ ୧୫ରୁ ୫୦ ପ୍ରତିଶତ ପର୍ଯ୍ୟନ୍ତ…

ଏଣିକି କଲେଜରେ ଛାତ୍ରଛାତ୍ରୀଙ୍କ ପାଇଁ ଲାଗୁ ହେବ ବାୟୋମେଟ୍ରିକ୍ ଉପସ୍ଥାନ, କେଉଁ ଅନୁଷ୍ଠାନରେ ଲାଗୁ ହେବ ଦେଖନ୍ତୁ…

ଭୁବନେଶ୍ବର: ଓଡ଼ିଶାର ସରକାରୀ କାର୍ଯ୍ୟାଳୟ ଏବଂ କଲେଜଗୁଡ଼ିକରେ କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ସଠିକ୍ ସମୟରେ ଉପସ୍ଥିତି ନିଶ୍ଚିତ କରିବା ପାଇଁ ବାୟୋମେଟ୍ରିକ୍ ଉପସ୍ଥାନ (Biometric Attendance) ଏବେ ବାଧ୍ୟତାମୂଳକ କରାଯାଇଛି। ଏଥିରେ ଆଙ୍ଗୁଠିର ଛାପ କିମ୍ବା ମୋବାଇଲ୍ ଆପ୍ ମାଧ୍ୟମରେ…

ମଝି ସମୁଦ୍ରରେ ପଣ୍ୟବାହୀ ଜାହାଜ ବୁଡି ଯିବା ଘଟଣା: ସର୍ଚ୍ଚ ଅପରେସନରେ ସାମିଲ ହେଲା ୨ଟି ଚାଇନା ଜାହାଜ

ପାରାଦୀପ: କୁଆଡେ ଗଲା ଓସେନ ଉଇନର। କୁଆଡେ ଗଲେ ଆଉ ୨୨ କ୍ରିୟୁ ସଦସ୍ୟ। ନୌସେନା, କୋଷ୍ଟଗାର୍ଡ ଓ ବିଭିନ୍ନ ଏଜେନ୍ସି ସର୍ଚ୍ଚ ଅପରେସନରେ ସାମିଲ ଥିଲେ ମଧ୍ୟ ପାରୁନାହାନ୍ତି ଠାବ। ଯାହାକୁ ନେଇ ଏବେବି ଜାରି ରହିଛି ସସ୍ପେନ୍ସ। ଏବେ ଅପରେସନରେ ସାମିଲ ହୋଇଛି ୨ ଟି ଚାଇନା ଜାହାଜ। ଏଥିସହିତ…

ବଲିଉଡରେ ଶୋକର ଛାୟା: ଅଜୟ ଦେବଗନଙ୍କୁ ଷ୍ଟାର୍ ବନାଇଥିବା ନିର୍ଦ୍ଦେଶକ କୁକୁ କୋହଲିଙ୍କ ପରଲୋକ

ମୁମ୍ବାଇ: ବଲିଉଡରୁ ଆସିଛି ଏକ ଅତ୍ୟନ୍ତ ଦୁଃଖଦ ଖବର । ହିନ୍ଦୀ ସିନେମା ଜଗତର ବର୍ଷୀୟାନ ତଥା ଲୋକପ୍ରିୟ ଫିଲ୍ମ ନିର୍ଦ୍ଦେଶକ କୁକୁ କୋହଲିଙ୍କର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା । ମିଳିଥିବା ସୂଚନା ଅନୁଯାୟୀ, ବୟସାଧିକ୍ୟ କାରଣରୁ ସେ କିଛି ଦିନ ହେବ…