Latest Odisha News

BREAKING NEWS

ପୂର୍ବ ଭାରତରେ ସମ୍ ହସ୍ପିଟାଲ୍ ୩ୟ, ଭୁବନେଶ୍ୱରରେ ୧ମ, ସମ୍ମମ୍ ଇମର୍ଜିଂ କ୍ୟାଟେଗୋରୀରେ ୧ମ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଟାଇମ୍ସ ଅଫ୍ ଇଣ୍ଡିଆ ପ୍ରାୟୋଜିତ ଅଲ୍ ଇଣ୍ଡିଆ ମଲ୍ଟି ସ୍ପେଶିଆଲିଟି ହସ୍ପିଟାଲ୍ ର‌୍ୟାଙ୍କିଂ ସର୍ଭେ -୨୦୨୩ରେ ଭୁବନେଶ୍ୱରରେ ଶ୍ରେଷ୍ଠ ହସ୍ପିଟାଲ୍ ଭାବେ ମନୋନୀତ…

ସମସ୍ୟା ଓ ଆହ୍ୱାନ ଉପରେ ଆଲୋଚନା ପାଇଁ ଖଣି ଶିଳ୍ପର ବିଶିଷ୍ଟ ବ୍ୟକ୍ତିଙ୍କ ସମାଗମ

ଭୁବନେଶ୍ୱର: ଦିଲ୍ଲୀର ରିସର୍ଚ୍ଚ କନସଲଟାନ୍‌ସି ମେଟାଲଜିକ୍ ପିଏମ୍‌ଏସ୍ ପକ୍ଷରୁ ସହରର ଏକ ହୋଟେଲ୍‌ରେ ‘ଭାରତରେ ଖଣିରେ ସହଜ ବ୍ୟବସାୟ ବାତାବରଣ’ ଉପରେ ଏକ ସମ୍ମିଳନୀ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଦେଶର ଅନ୍ତର୍ଭୁକ୍ତୀକରଣ ବିକାଶ ପାଇଁ ହାତ ମିଳାଇବା ଲାଗି ସମସ୍ତ ଅଂଶୀଦାରଙ୍କୁ…

IAS ନିକୁଞ୍ଜ ଧଳଙ୍କୁ ସ୍ୱତନ୍ତ୍ର ରିଲିଫ୍ କମିଶନର ଭାବେ ନିଯୁକ୍ତି

ଭୁବନେଶ୍ୱର: ୧୯୯୩ ବ୍ୟାଚର ଆଇଏଏସ୍ ଅଧିକାରୀ ନିକୁଞ୍ଜ ବିହାରୀ ଦଳଙ୍କୁ ସରକାର ସ୍ୱତନ୍ତ୍ର ରିଲିଫ୍ କମିଶନର (SRC) ଭାବେ ନିଯୁକ୍ତି ଦେଇଛନ୍ତି । ନିକଟରେ ମୁଖ୍ୟ ଶାସନ ସଚିବ ଭାବେ ପ୍ରଦୀପ ଜେନାଙ୍କୁ ସରକାର ନିଯୁକ୍ତି ନେଇ ବିଜ୍ଞପ୍ତି ଜାରି କରିଥିଲେ । ପ୍ରଦୀପ ଜେନାଙ୍କ ସ୍ଥାନରେ…

ପ୍ଲାଷ୍ଟିକ ଚାଉଳ ନୁହଁ, ଭିଟାମିନ୍ ଯୁକ୍ତ ବୋଲି କହିଲେ ମନ୍ତ୍ରୀ

ଭୁବନେଶ୍ୱର: ପିଡିଏସରେ ପ୍ଲାଷ୍ଟିକ ଚାଉଳ । ଏନେଇ ସାମାଜିକ ଗଣମାଧ୍ୟମରେ ବେଶ୍ ଚର୍ଚ୍ଚା ପରେ ଗତକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏନେଇ କେନ୍ଦ୍ର ଖାଉଟି କଲ୍ୟାଣ ମନ୍ତ୍ରୀ ପୀୟୁଷ ଗୋଏଲଙ୍କ ଗତକାଲି ଚିଠି ଲେଖିଥିଲେ । ପ୍ଲାଷ୍ଟିକ ଚାଉଳ ଚର୍ଚ୍ଚାରେ ଆଜି ପୂର୍ଣ୍ଣଛେଦ ଟାଣିଛନ୍ତି…

ୱାଙ୍ଖେଡରେ ଲାଗିବ ସଚିନଙ୍କ ଷ୍ଟାଚ୍ୟୁ

ମୁମ୍ବାଇ: ମୁମ୍ବାଇ କ୍ରିକେଟ ଆସୋସିଏଶନ ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛି । ୱାଙ୍ଖେଡ ଷ୍ଟାଡିୟମରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଷ୍ଟାଚ୍ୟୁ ଲଗାଯିବା ଚୂଡାନ୍ତ ହୋଇଛି । ଏପ୍ରିଲ ୨୪ରେ ସଚିନ ୫୦ ବର୍ଷରେ ପଦାର୍ପଣ କରିବାକୁ ଯାଉଛନ୍ତି । ଏଠାରେ ସଚିନ ତାଙ୍କ…

ହଠାତ ଇସ୍ତାନବୁଲ ଫୁଟବଲ ଷ୍ଟାଡିୟମରେ ଦର୍ଶକ ବର୍ଷା କଲେ ଟେଡି ବିୟର

ଇସ୍ତାନବୁଲ: ତୁର୍କୀର ରାଜଧାନୀ ଇସ୍ତାନବୁଲରେ ଟର୍କୀଶ ସୁପର ଲିଗ ଫୁଟବଲ ଅବସରରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଥିଲା । ଏଥିପାଇଁ ମ୍ୟାଚକୁ ୪ମିନିଟ ୧୭ ସେକେଣ୍ଡ ପର୍ଯ୍ୟନ୍ତ ରୋକା ଯାଇଥିଲା । ଏହି ସମୟ ମଧ୍ୟରେ ପଡିଆରେ ଟେଡି ବିୟର ଭର୍ତି ହୋଇ ଯାଇଥିଲା । ତେବେ ଦର୍ଶକମାନେ…

‘ବାଳିକା ବଧୁ’ର ଆନନ୍ଦୀଙ୍କ ଗ୍ଲାମରସ୍ ଲୁକ୍ ଦେଖି ପ୍ରଶଂସକ ପାଗଳ

ମୁମ୍ବାଇ: ଛୋଟ ପରଦାର ପ୍ରସିଦ୍ଧ ଧାରାବାହିକ ‘ବାଳିକା ବଧୁ’ ରେ ଆନନ୍ଦୀ ଭୂମିକାରେ ଅଭିନୟ କରି ଲୋକଙ୍କ ନିକଟରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ଅଭିକା ଗୌର । ରାଜସ୍ଥାନୀ ପୃଷ୍ଠଭୂମିରେ ନିର୍ମିତ ଏହି ଧାରାବାହିକରେ ନିଖୁଣ ଅଭିନୟ କରିଥିଲେ ଅଭିକା । ତେବେ ଶିଶୁ କଳାକାର ଭାବେ ଅଭିନୟ…

ଆଇପିଏଲ ୨୦୨୩ ସଂସ୍କରଣରୁ ଓହରିଲେ ବୁମରାହ

ମୁମ୍ବାଇ: ଆଇପିଏଲ ୨୦୨୩ ଆରମ୍ଭ ନ ହେବା ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସକୁ ଶକ୍ତ ଧକା ଲାଗିଛି । ଦଳର ଷ୍ଟାର ପେସର ଯଶପ୍ରୀତ ବୁମରାହ ଆଘାତ ସମସ୍ୟା ଯୋଗୁ ଓହରି ଯାଇଛନ୍ତି । ରିପୋର୍ଟ ମୁତାବକ ତାଙ୍କ ପିଠିରେ ଅସ୍ତ୍ରୋପଚାର ହେବ । ପିଠି ସମସ୍ୟା ଯୋଗୁ ସେ ଗତ ବର୍ଷ ଏସିଆ କପ ଏବଂ ପରେ ଟି୨୦…

ଅଲ ଇଣ୍ଡିଆ ଇଂଟର ସାଇ କୁସ୍ତିରେ ବ୍ରୋଞ୍ଜ ପଦକ ବିଜୟୀ ବାପି ଦାସଙ୍କୁ ସମ୍ବର୍ଦ୍ଧନା

ପୁରୀ: ହରିୟାଣାରେ ଅନୁଷ୍ଠିତ ଅଲ ଇଣ୍ଡିଆ ଇଂଟର ସାଇ କୁସ୍ତିରେ ବ୍ରୋଞ୍ଜ ପଦକ ହାସଲ କରିଥିବା ପୁରୀର ବାପି ଦାସଙ୍କୁ ଆଜି ସ୍ଥାନୀୟ ଜାତୀୟ ବ୍ୟାୟାମ ଭବନଠାରେ ସମ୍ବର୍ଦ୍ଧିତ କରାଯାଇଛି । ଅନ୍ୟ ରାଜ୍ୟର ପ୍ରତିଯୋଗୀଙ୍କୁ ପଛରେ ପକାଇ ବାପି ତୃତୀୟ ସ୍ଥାନରେ ରହିଥିଲେ । ସେ ଆନ୍ତର୍ଜାତୀୟ କୋଚ…

ଦୂରରେ ଥାଇ ପ୍ରେମୀଯୁଗଳ କରିପାରିବେ କିସ୍‌

ପ୍ରେମୀଯୁଗଳଙ୍କ କାରନାମାକୁ ନେଇ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଚର୍ଚ୍ଚା ଦେଖିବାକୁ ମିଳେ । ଖାସ୍‌କରି ସେମାନେ ଯେତେବେଳେ ଏକାନ୍ତରେ ମିଶିବାକୁ ପସନ୍ଦ କରନ୍ତି ସମାଜ ସେମାନଙ୍କୁ ସନ୍ଦେହୀ ନଜରରେ ଦେଖେ । ଏହାର କାରଣ ହେଲା ସବୁ ପ୍ରେମୀଯୁଗଳ ନିଜର ମନର ମଣିଷ ପାଖରେ ଏକାଠି ଅଧିକ ସମୟ…