ଆଜିଠୁ ବିଧାନସଭା ବଜେଟ ଅଧିବେଶନର ୨ୟ ପର୍ଯ୍ୟାୟ; ନବ ଝଡରେ ପୁଣି କମ୍ପିବ ଗୃହ !
ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେବ ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ । ପୁଣିଥରେ ସରକାରଙ୍କୁ ଘେରି ପାରନ୍ତି ବିରୋଧି । ନବ ଦାସ ହତ୍ୟା ପ୍ରସଙ୍ଗ, ଦରଦାମ ବୃଦ୍ଧି, ବିଦ୍ୟୁତ କାଟ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଜବାବ ମାଗିବେ ବିରୋଧୀ। ବ୍ୟତିତ ଖଣି ଖଦାନ ଲୁଟ, ଜଙ୍ଗଲ ନିଆଁ,…