Latest Odisha News

BREAKING NEWS

କିଡ୍‌ନୀ ଜନିତ ସମସ୍ୟାରୁ ଦୂରେଇ ରହିବା ପାଇଁ ଜୀବନଶୈଳୀରେ ପରିବର୍ତ୍ତନ ଆବଶ୍ୟକ

ଭୁବନେଶ୍ୱର: ଭାରତରେ ପ୍ରତି ୧ ଲକ୍ଷରେ ୮୦ ଜଣ ବ୍ୟକ୍ତି କିଡ୍‌ନୀ ଜନିତ ସମସ୍ୟାରେ ପୀଡ଼ିତ ଥିବା ବେଳେ ସାରା ବିଶ୍ୱରେ କିଡ୍‌ନୀ ରୋଗୀଙ୍କ ସଂଖ୍ୟା ପ୍ରାୟ ୮୦ କୋଟିରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ ୫୦ ପ୍ରତିଶତ ରୋଗୀ ଅବସ୍ଥା ଜଟିଳ ହେବା ସମୟରେ ହସ୍ପିଟାଲ୍‌କୁ ଆସିଥାନ୍ତି । ତେଣୁ କିଡ୍‌ନୀ…

ଜଳକ୍ଲିଷ୍ଟ ଅଞ୍ଚଳରେ ଟ୍ୟାଙ୍କର ମାଧ୍ୟମରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ଖରା ଦିନିଆ ଜଳ ସମସ୍ୟା ସମାଧାନ ନିମନ୍ତେ ସରକାରଙ୍କ ପକ୍ଷରୁ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇ ଥିଲା । ଉଭୟ ଗ୍ରାମ୍ୟ ଓ ସହରାଞ୍ଚଳରେ ପାନୀୟ ଜଳ ଯୋଗାଣକୁ ସୁଗମ କରିବାକୁ…

ଜାମିନ୍ ଶୁଣାଣି ପୂର୍ବରୁ ମନୀଷ ସିସୋଦିଆଙ୍କୁ ଗିରଫ କଲା ED

ନୂଆଦିଲ୍ଲୀ: ସିବିଆଇ ପରେ ମନୀଷ ସିସୋଦିଆଙ୍କୁ ଇଡି ଗିରଫ ଦର୍ଶାଇଛି । ପୂର୍ବତନ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଆଜି ଜେରା ପରେ ଗିରଫ ଦର୍ଶାଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଆଜି ଦିନ ୧୦ଟାରୁ ତିହାର ଜେଲରେ ସିସୋଦିଆଙ୍କୁ ଦିନ ୧୦ଟାରୁ ଇଡି ଜେରା ଆରମ୍ଭ କରିଥିଲା । ମନି…

କିମ୍‌ସରେ ବିଶ୍ୱ କିଡନୀ ଦିବସ ପାଳିତ

ଭୁବନେଶ୍ୱର: କିଡନୀ (ବୃକ୍‍କ) ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। କିଡନୀ ସ୍ୱାସ୍ଥ୍ୟକୁ ଅଣଦେଖା କରିବା ଦ୍ୱାରା ରୋଗ ବୃଦ୍ଧି ପାଇଥାଏ । ସାଂପ୍ରତିକି ପରିସ୍ଥିତିରେ ବଢୁଥିବା କିଡନୀ ସମ୍ବନ୍ଧୀୟ ରୋଗ ବିଷୟରେ ଲୋକଙ୍କୁ ଅବଗତ କରାଇବା ପାଇଁ ପ୍ରତିବର୍ଷ ମାର୍ଚ୍ଚ ୯ ତାରିଖରେ ବିଶ୍ୱବ୍ୟାପୀ…

ରାଜ୍ୟ କ୍ୟାବିନେଟରେ ୧୨ଟି ପ୍ରସ୍ତାବକୁ ମଞ୍ଜୁରୀ

ଭୁବନେଶ୍ୱର: ଆଜି ରାଜ୍ୟ କ୍ୟାବିନେଟ୍ ବୈଠକରେ ୧୨ ଗୋଟି ପ୍ରସ୍ତାବକୁ ଅନୁମୋଦନ ମିଳିଥିବା ସୂଚନା ମିଳିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକରେ ବିଭିନ୍ନ ବିଭାଗର ୧୨ଟି ପ୍ରସ୍ତାବ ଅନୁମୋଦିତ ହୋଇଛି । ରାଜସ୍ୱ, ପଞ୍ଚାୟତିରାଜ, ଗୃହ ଓ ନଗର…

ବେଦାନ୍ତ ପକ୍ଷରୁ ଓଡ଼ିଶାରେ ଅଣସଂରକ୍ଷିତ ସମ୍ପ୍ରଦାୟର ୧ ହଜାର ବାଳିକାଙ୍କୁ ନିଯୁକ୍ତି ପାଇଁ ‘ପ୍ରୋଜେକ୍ଟ ପଂଛି’ର…

ଭୁବନେଶ୍ୱର: ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଭାରତର ବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ଲାଞିଗଡ଼ର ଆଲୁମିନା ରିଫାଇନାରୀରେ ପ୍ରୋଜେକ୍ଟ ପଂଛି ଶୁଭାରମ୍ଭ କରିଛି । ଏହି ପ୍ରକଳ୍ପ ହେଉଛି ଏକ ଅଭିନବ କର୍ପୋରେଟ ନିଯୁକ୍ତି ଡ୍ରାଇଭ ଯାହା ଧାତୁ, ଖଣି,ତୈଳ ଓ ଗ୍ୟାସ ଉଦ୍ୟୋଗର…

ସରକାରଙ୍କ ଉପରେ ଭାରି ପଡ଼ୁଛନ୍ତି କି ତ୍ରିମୂର୍ତ୍ତି ?

ଭୁବନେଶ୍ୱର: ନବଙ୍କ ହତ୍ୟା ଘଟଣାକୁ ନେଇ ଜଣଙ୍କ ପରେ ଜଣେ ବରିଷ୍ଠ ନେତା ସରକାରୀ ଦଳକୁ ଟାର୍ଗେଟ କରିଚାଲିଛନ୍ତି। ନବ ଦାସଙ୍କ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ଆରମ୍ଭରୁ ବିଜେଡିକୁ ଟାର୍ଗେଟ କରି ଆସୁଥିବା ବେଳେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମଧ୍ୟ କଡା…

ନବୀନଙ୍କଠୁ କିଛି ଶିଖ !

ଭୁବନେଶ୍ୱର: ଗୋଟିଏ ପରେ ଗୋଟିଏ ଜିଲ୍ଲାକୁ ନବୀନଙ୍କ ଘନ ଘନ ଗସ୍ତ। ହଜାର ହଜାର କୋଟି ଟଙ୍କା ଯୋଜନାର ଉପହାର। କେନ୍ଦୁଝରଠୁ ଆରମ୍ଭ କରି କୋରାପୁଟ, ବରଗଡ଼, କଳାହାଣ୍ଡି, ନୂଆପଡା ଗସ୍ତ କରି ବହୁ ଯୋଜନାର ଉଦଘାଟନ ଓ ଶିଳାନ୍ୟାସ କରିଥିବା ନବୀନ ରାତି ପାହିଲେ ସୁନ୍ଦରଗଡ ଜିଲ୍ଲା ଗସ୍ତ କରିବେ।…

ମହିଳାଙ୍କ ପ୍ରଗତିକୁ କାର୍ଯ୍ୟରେ ରୂପାନ୍ତରିତ କରିଛି ବିଶ୍ୱବିଦ୍ୟାଳୟ: ସୋଆ ଉପସଭାପତି

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ୪୭ ପ୍ରତିଶତ ଝିଅ ଶିକ୍ଷା ଗ୍ରହଣ କରୁଛନ୍ତି । ଏମାନଙ୍କ ମଧ୍ୟରୁ କେବଳ ଇଞ୍ଜିନିୟରିଂରେ ୩୯ ପ୍ରତିଶତ ଛାତ୍ରୀ ଅଛନ୍ତି । ସେହିପରି ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ ମହିଳା ହେଉଛନ୍ତି ୫୧ ପ୍ରତିଶତ । ତେଣୁ ମହିଳାଙ୍କ ପ୍ରଗତିକୁ ବିଶ୍ୱବିଦ୍ୟାଳୟ…

ଓଲିଉଡ କଳାକାରଙ୍କ ସହ ହୋଲି ଖେଳିଲେ କିସ୍ ଛାତ୍ରଛାତ୍ରୀ

ଭୁବନେଶ୍ୱର: କରୋନା ମହାମାରୀ ପରେ ପ୍ରଥମ ଥର ଲାଗି ହୋଲି ପର୍ବ ମଙ୍ଗଳବାର କିସରେ ପାଳିତ ହୋଇଯାଇଛି । ଏଥିପାଇଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ପରିଲକ୍ଷିତ ହୋଇଥିଲା । ବିଶିଷ୍ଟ ଓଡ଼ିଆ ସିନେ ତାରକା, ସାହିତ୍ୟିକ, କଳାକାର, ବ୍ୟଙ୍ଗକାର, ବୁଦ୍ଧିଜୀବୀ, ସମାଲୋଚକ,…