କବିତା : ପ୍ରେମ
ମାନସ ରଞ୍ଜନ ନାୟକ
କେଉଁ ଏକ ଆବେଗିକ ମୁହୂର୍ତ୍ତର ଅଜଣା ସମ୍ମୋହନଟିଏ କି ପ୍ରେମ !
ଅବୁଝା ସ୍ପନ୍ଦନର ତାନରେ ପୁଲକିତ ମନଟେ ହିଁ ପ୍ରେମ
ଅବ୍ଯକ୍ତ, ହେଲେ ଅନୁଭବରେ ପର୍ଯ୍ଯାପ୍ତ , ଆଦ୍ଯ ଶିହରଣ ଟିଏ କି ପ୍ରେମ ?
ନିରାସକ୍ତ, ନିନିରୁଦ୍ଦିଷ୍ଟି ନିର୍ମଳ ଚେତନାର…