ପ୍ରଜାନୁରଞକ ରାଜା
ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’
ଜଣେ ରାଜା ଥିଲେ ଅତ୍ୟନ୍ତ ପ୍ରଜା ବତ୍ସଳ ନ୍ୟାୟ ପ୍ରିୟ ଏବଂ ଧାର୍ମିକ ପ୍ରକୃତିର। ସେ ପ୍ରତିଦିନ ଶନି ଦେବଙ୍କୁ ପୂଜାପାଠ ଓ ସ୍ତୁତି କରୁଥିଲେ । ଦିନେ ଶନି ଦେବ ଅତ୍ୟନ୍ତ ପ୍ରିତ ହୋଇ ତାଙ୍କୁ ଦର୍ଶନ ଦେଲେ ଏବଂ କହିଲେ - ହେ ରାଜନ !…