Latest Odisha News

BREAKING NEWS

ଚୀନ ବିଦେଶ ମନ୍ତ୍ରୀଙ୍କ ଖୋଲାଖୋଲି ଘୋଷଣା: ରୁଷ-ଚାଇନା ସମ୍ପର୍କ ଆହୁରି ମଜବୁତ ହେବ

ବେଜିଂ:ରୁଷ ସହ ଚୀନର ବନ୍ଧୁତା ଆହୁରି ନିବିଡ ହେବ । ଆମେରିକା ଚାହିଁଲେ ବି ଏହାକୁ ଅଟକାଇ ପାରିବନି । ଏପରିକି ଆମେରିକାର କୌଣସି ଚାପ କାମ କରିବ ନାହିଁ ବୋଲି ଚୀନ ବିଦେଶ ମନ୍ତ୍ରୀ କିନ ଗାଙ୍ଗ ଦୃଢତାର ସହ କହିଛନ୍ତି । ଆମେରିକା ଉପରେ କଡା ପ୍ରତିକ୍ରିୟା ରଖି କିନ ଗାଙ୍ଗ…

‘କୁଖ୍ୟାତ କଏଦୀଙ୍କ ସହ ସିସୋଦିଆ’, ଜେଲରେ ହତ୍ୟା କରିବାକୁ ଷଡ଼ଯନ୍ତ୍ର ହୋଇଥିବା ‘ଆପ୍’ର ଅଭିଯୋଗ

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ମନୀଷ ସିସୋଦିଆଙ୍କ ଗିରଫଦାରୀକୁ ନେଇ ରାଜନୀତି ଥମୁନି । ଆମ୍ ଆଦମୀ ପାର୍ଟିର ବିଧାୟକ ସୌରଭ ଭରଦ୍ୱାଜ କହିଛନ୍ତି, କେନ୍ଦ୍ର ସରକାରଙ୍କ ଷଡ଼ଯନ୍ତ୍ର ପାଇଁ ଆଜି ଜେଲରେ ମନୀଷ ସିସୋଦିଆ । ତାଙ୍କୁ ଷଡ଼ଯନ୍ତ୍ର କରି ତିହାରର ୧ ନମ୍ବର ଜେଲରେ…

ରାତିରେ ନଶୋଇଲେ ମସ୍ତିଷ୍କ ୧ରୁ୨ ବର୍ଷ ବୁଢା ହୋଇଯାଏ…

ନୂଆଦିଲ୍ଲୀ : ଜୀବନରେ ନିଦର ମହତ୍ତ୍ୱ ଟିକିଏ ଅଧିକା । ଶରୀରକୁ ସୁସ୍ଥ ରଖିବା ସହିତ ମାନସିକ ଭାବେ ସୁସ୍ଥ ରହିବା ପାଇଁ ନିଦର ଆବଶ୍ୟକତା ରହିଛି । ଡ଼ାକ୍ତରଙ୍କ ମତ ଅନୁଯାୟୀ ନିୟମିତ ଭାବେ ଜଣେ ଲୋକ ୭ରୁ ୮ ଘଣ୍ଟା ଶୋଇବା ନିହାତି ଜରୁରୀ । କାମର ଚାପ ହେଉ କି ଆଜିକାଲିର ଜୀବନଚର୍ଯ୍ୟା ଅନେକଙ୍କୁ…

ଟାଇଟଲ ଜିତିବା ପରେ ରୁଷ ଖେଳାଳିଙ୍କ ସହ ହାତ ମିଳାଇଲେ ନାହିଁ ୟୁକ୍ରେନର ମାର୍ତା

କୀଭ: ଟେକ୍ସାସରେ ଅନୁଷ୍ଠିତ ଡବ୍ଲ୍ୟୁଟିଏ ଫାଇନାଲରେ ରୁଷିଆର ଗ୍ରେଚୱାଙ୍କୁ ପରାସ୍ତ କରି ୟୁକ୍ରେନର ମାର୍ତା କୋତ୍ସ୍ୟୁକ ଟାଇଟଲ ହାସଲ କରିଛନ୍ତି । ଫାଇନାଲରେ ସେ ୬-୩, ୭-୫ ସେଟରେ ସହଜରେ ବିଜୟ ହାସଲ କରିଥିଲେ । ତେବେ ଟାଇଟଲ ଜିତିବା ପରେ ମାର୍ତା ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଖେଳାଳିଙ୍କ ସହ…

ବିନା ଫୋନରେ ଚାର୍ଜର ଲଗାଇ ଛାଡ଼ିଦେବା ଯୋଗୁଁ ଖର୍ଚ୍ଚ ହୁଏ କି ବିଦ୍ୟୁତ?

ଆପଣ ଅନେକ ସମୟରେ ମୋବାଇଲ ଫୋନ ଚାର୍ଜ କରିବା ପରେ ଚାର୍ଜରକୁ ସେମିତି ଲଗାଇ ଛାଡିଦେଇଥାନ୍ତି । ବହୁତ ସମୟ ଯାଏଁ ସୁଇଚ ବନ୍ଦ କରିନଥାନ୍ତି । ତେବେ କେବେ ଭାବିଛନ୍ତି କି ମୋବାଇଲ ଫୋନ ନ ଲାଗିଥିଲେ ବି ଚାର୍ଜର ବିଦ୍ୟୁତ ଅପଚୟ କରିଥାଏ । ଆଜି ଆମେ ଆପଣଙ୍କୁ ମୋବାଇଲ ଫୋନ ଓ ଚାର୍ଜର ସହ ଜଡିତ…

ଦିନେ ପିଆନୋ ତିଆରି କରୁଥିଲା ୟାମାହା, ଏଭଳି ବାଇକ ନିର୍ମାଣରେ ପାଦ ଦେଲା କମ୍ପାନୀ

ନୂଆଦିଲ୍ଲୀ: ସ୍ୱତନ୍ତ୍ର ଷ୍ଟାଇଲ ସାଙ୍ଗକୁ ଦମଦାର ପିକଅପ ପାଇଁ ଅନେକ ବାଇକପ୍ରେମୀ ୟାମାହା ବାଇକକୁ ପସନ୍ଦ କରନ୍ତି । ତେବେ ଆପଣ ଜାଣିଛନ୍ତି କି ପୂର୍ବରୁ ଏହି କମ୍ପାନୀ ବାଇକ ନୁହେଁ ସଂଗୀତ ପାଇଁ ବ୍ୟବହୃତ ବିଭିନ୍ନ ବାଦ୍ୟଯନ୍ତ୍ର ନିର୍ମାଣ କରୁଥିଲା ଓ ପରେ ଏହା ବାଇକ ଦୁନିଆରେ ପ୍ରବେଶ…

ମାଛଧରା ବୋଟରେ ବିଦେଶୀ ଗୁପ୍ତଚର ପାରା, ଧରିନେଲା ପୋଲିସ

ପାରାଦୀପ: ପାରାଦୀପ ଉପକୂଳରେ ଏକ ମାଛଧରା ବୋଟରୁ ଧରରାପଡିଛି ଗୁପ୍ତଚର ପାରା । ପାରାର ଗାେଡରେ ଏକ ସ୍ପାଏ କ୍ୟାମେରରା ଲାଗିଥିବା ଦେଖିବାକୁ ମିଳିଛି । ଏଥିସହିତ ଏକ ଚିପ ମଧ୍ୟ ଲାଗିଛି । ଏହା ଏକ ବିଦେଶୀ ଗୁପ୍ତଚର ପାରା ବୋଲି ମତ୍ସଜୀବୀମାନେ ସନ୍ଦେହ କରି ପୋଲିସକୁ ହସ୍ତାନ୍ତର କରିଛନ୍ତି…

‘ତୁ ଭିକ ମାଗିବୁ’ ମା’ଙ୍କ ଏଭଳି କଥା ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଗୋବିନ୍ଦା

ମୁମ୍ବାଇ: ବଲିଉଡର ଜଣେ ଲୋକପ୍ରିୟ ଅଭିନେତା ଭାବରେ ଗୋବିନ୍ଦାଙ୍କର ନାମ ରହିଛି । ନିଜର ଡ୍ୟାନ୍ସ ସହ ଅଭିନୟ ମାଧ୍ୟମରେ ସେ ଅନେକଙ୍କ ହୃଦୟ ଜିତିଥିବାବେଳେ ଏବେ ଗୋବିନ୍ଦ ତାଙ୍କ ଜୀବନର ଏମିତି ଏକ ମୁହୂର୍ତ୍ତକୁ ନେଇ ଖୁଲାସା କରିଛନ୍ତି ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଗୋବିନ୍ଦା…

ସହଜରେ ମିଳିପାରୁନାହିଁ କି ତତ୍କାଳ ଟିକେଟ, ଆପଣାନ୍ତୁ ଏହି ଟ୍ରିକ

ଆପଣ କୌଣସି ଦୂର ସ୍ଥାନକୁ ଯିବାକୁ ହେଲେ ଆପଣଙ୍କୁ ଟ୍ରେନ କିମ୍ବା ବିମାନ ଉପରେ ନିର୍ଭର କରିବାକୁ ପଡିଥାଏ । ତେବେ ଟ୍ରେନରେ ଯିବାକୁ ହେଲେ ଆପଣଙ୍କୁ ଆଗରୁ ଟିକେଟ କରିବାକୁ ପଡିଥାଏ ନଚେତ କିଛି ଅଧିକ ଟଙ୍କା ଦେଇ ଯାତ୍ରା ଦିନର ଠିକ ପୂର୍ବଦିନ ତତ୍କାଳ ଟିକେଟ କରିବାକୁ ପଡିଥାଏ । କିନ୍ତୁ…

ରିଲିଜ ହେଉ ହେଉ ଅନ୍‌ଲାଇନରେ ଲିକ୍‌: ଚିନ୍ତାରେ ପ୍ରଯୋଜନା ସଂସ୍ଥା

ମୁମ୍ବାଇ: ବହୁ ପ୍ରତିକ୍ଷିତ ହିନ୍ଦି ଫିଲ୍ମ ‘ତୁ ଝୁଠି ମୈ ମକ୍କାର’ ହୋଲି ଅବସରରେ ମୁକ୍ତିଲାଭ କରିଛି । ଅଭିନେତା ରଣବୀର କପୁର ଏବଂ ଶ୍ରଦ୍ଧା କପୁରଙ୍କ ଅଭିନୀତ ଫିଲ୍ମ ପୂର୍ବ ଘୋଷଣା ଅନୁସାରେ ମୁକ୍ତିଲାଭ ମଧ୍ୟ କରିଛି । କିନ୍ତୁ ଏହାକୁ ନେଇ ଏହାର ପ୍ରଯୋଜକଙ୍କୁ ଝଟକା ଲାଗିଛି । କାରଣ…