18football.com ଠକେଇ, ଅଭିଯୁକ୍ତ ମହମ୍ମଦ ସୈଫ୍ ବିରୋଧରେ ଲୁକ୍ ଆଉଟ୍ ନୋଟିସ୍
ଓଡ଼ିଶା ସମ୍ବାଦ ବ୍ୟୁରୋ: ଠକେଇ ଅଭିଯୋଗ, ଦିଲ୍ଲୀର ଶାହିନବାଗ ଅଞ୍ଚଳର ଯୁବକ ମହମ୍ମଦ ସୈଫ୍ ବିରୋଧରେ ଲୁକ୍ ଆଉଟ୍ ସର୍କୁଲାର ଜାରି। ଏକ ଅନ୍ତର୍ଜାତୀୟ ଠକେଇ ମାମଲାରେ ମହମ୍ମଦ ସୈଫ୍ ମାଷ୍ଟରମାଇଣ୍ଡ। ଏହି ମାମଲାର ତଦନ୍ତ କରୁଥିବା ଓଡ଼ିଶା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖାର ଅନୁରୋଧ…