Latest Odisha News

BREAKING NEWS

Beijing trashes Arunachali’s passport: ଭାରତର ନୁହେଁ କି ଅରୁଣାଚଳ ପ୍ରଦେଶ?, ପ୍ରଶ୍ନ ଉଠାଇଲା ଚୀନ

ନୂଆଦିଲ୍ଲୀ: ଭାରତର ରାଜ୍ୟ ଅରୁଣାଚଳ ପ୍ରଦେଶକୁ ନେଇ ଏବେ ବିବାଦ ଆରମ୍ଭ ହୋଇଛି । ନେଇ ଅରୁଣାଚଳ ପ୍ରଦେଶର ଜଣେ ମହିଳା ପେମା ୱାଙ୍ଗ ଥଙ୍ଗଡୋକଙ୍କୁ ଅବୈଧ ଅଟକ ରଖିବା ନେଇ ଭାରତ ଚୀନ୍ ନିକଟରେ ଦୃଢ଼ ପ୍ରତିବାଦ କରିଛି । ଚୀନ୍ ଅଧିକାରୀମାନେ ଅରୁଣାଚଳ ପ୍ରଦେଶରେ ଜନ୍ମ ହୋଇଥିବା ଜଣେ ମହିଳାଙ୍କୁ…

ବିଧାନସଭା ପରିସରରେ ପୋଲିସ କମିଶନର, କଡ଼ାକଡ଼ି ସିକ୍ୟୁରଟି ଯାଞ୍ଚ

ଭୁବନେଶ୍ୱର: ଆସନ୍ତା ୨୭ ତାରିଖ ଠାରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ଶୀତକାଳୀନ ଅଧିବେଶନ। ବିଧାନସଭା ଶୀତକାଳୀନ ଅଧିବେଶନ ପାଇଁ ସିକ୍ୟୁରଟି ଯାଞ୍ଚ କଡ଼ାକଡ଼ି କରାଯାଇଛି। ପୋଲିସ କମିଶନର ଏସ. ଦେବଦତ୍ତ ସିଂ ବିଧାନସଭା ପରିସରରେ ସୁରକ୍ଷା ଯାଞ୍ଚ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ…

ପ୍ରଭାସ ଅଭିନୀତ ସ୍ପିରିଟ ଫିଲ୍ମରେ ରଣବୀରଙ୍କ ଏଂଟ୍ରି

ମୁମ୍ବାଇ: ସନ୍ଦୀପ ରେଡ୍ଡୀ ବାଙ୍ଗା ଏବେ ତାଙ୍କ ସ୍ପିରିଟ ଫିଲ୍ମକୁ ନେଇ ଚର୍ଚ୍ଚାରେ ଅଛନ୍ତି । ପ୍ରଭାସ ଓ ତୃପ୍ତି ଡିମରୀ ଏଥିରେ ଅଭିନୟ କରୁଛନ୍ତି । ବଲିଉଡ ହଙ୍ଗାମାରେ ପ୍ରକାଶିତ ଖବର ଅନୁସାରେ ଏହି ଫିଲ୍ମରେ ରଣବୀର କାପୁରଙ୍କ ସପ୍ରରାଇଜ ଏଂଟ୍ରି ହେଉଛି । ପୂର୍ବରୁ ବିବାଦ ଯୋଗୁ ଦୀପିକା…

Human Sagar Death: ସାମ୍ନାକୁ ଆସିଲା ଅର୍ପିତାଙ୍କ ବୟାନ! ହ୍ୟୁମାନଙ୍କ ମୃତ୍ୟୁକୁ ନେଇ ଏମିତି କହିଲେ…

ଭୁବନେଶ୍ବର: ଓଡ଼ିଶାର ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ଦେହାନ୍ତ ରାଜ୍ୟବାସୀଙ୍କୁ ସ୍ତବ୍ଧ କରିଦେଇଛି । ଅତି କମ୍ ବୟସରେ ଯୁବପିଢ଼ିଙ୍କ ହୃଦୟରେ ରାଜ୍ କରିଥିଲେ ହ୍ୟୁମାନ ସାଗର । କହିବାକୁ ଗଲେ ଓଡ଼ିଶାର ପ୍ରତି ଘରେ ହ୍ୟୁମାନଙ୍କୁ ଲୋକେ ଜାଣୁଥିଲେ । ଦୀର୍ଘ ଦିନ ଧରି ଲିଭର ସିରୋସିସ…

Police Raid: ମଦ୍ୟପାନ ବେଳେ ରେଡ୍; ବ୍ରାଉନ ସୁଗାର ସହ ବନ୍ଧୁକ ଜବତ, ୩ ଗିରଫ

ଅନୁଗୁଳ: ଅନୁଗୁଳ ଟାଉନ ପୋଲିସକୁ ବଡ଼ ସଫଳତା । ମଙ୍ଗଳବାର ସକାଳୁ ମଦ୍ୟପାନ ବେଳେ ରେଡ୍ କରିଥିଲା ପୋଲିସ। ଏହି ରେଡ ବେଳେ ବ୍ରାଉନ ସୁଗାର ଧରାପଡିଛି । ଏହା ସହ ବନ୍ଧୁକ ମଧ୍ୟ ଜବତ ହୋଇଛି। ରେଡ୍ ବେଳେ ୩ଜଣଙ୍କୁ ଗିରଫ କରିଛି ଟାଉନ ଥାନା ପୋଲିସ। ସୂଚନା ଅନୁଯାୟୀ, ଅନୁଗୁଳ ଟାଉନ ଥାନା…

ଟିମ ଇଣ୍ଡିଆ ପରାଜୟ ପୂର୍ବରୁ ମାନସିକ ସ୍ତରରେ ହାରିଯାଇଛି କହିଲେ ମହାନ ସ୍ପିନର

ଗୌହାଟୀ: ଘରୋଇ ପରିବେଶରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରେ ଭାରତର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ଦୁଇ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ପ୍ରଥମ ଟେଷ୍ଟରେ ପରାଜିତ ହୋଇଥିବା ବେଳେ ଏବେ ଦ୍ୱିତୀୟ ଟେଷ୍ଟରେ ସଂଘର୍ଷ କରୁଛି । ଟିମ ଇଣ୍ଡିଆର ପୂର୍ବତନ ଖେଳାଳି ରବିଚନ୍ଦ୍ରନ ଅଶ୍ୱୀନ ଦଳର…

Ram Mandir Flag: ସମ୍ପୂର୍ଣ୍ଣ ହେଲା ରାମ ମନ୍ଦିର ନିର୍ମାଣ: “ଶତାବ୍ଦୀର ଘା’ ଶୁଖୁଛି”, ରାମ ମନ୍ଦିରର ଶୀର୍ଷରେ ଧର୍ମ…

ଅଯୋଧ୍ୟା: ପ୍ରଧାନମନ୍ତ୍ରୀ ମୋଦି ଆଜି ଉତ୍ତରପ୍ରଦେଶର ଅଯୋଧ୍ୟାରେ ରାମ ମନ୍ଦିରର ଶୀର୍ଷରେ ଧର୍ମର ପତାକା ଉତ୍ତୋଳନ କରିଛନ୍ତି। ଏହା ସହିତ ଆଜି ଐତିହାସିକ ଅଯୋଧ୍ୟା ରାମ ମନ୍ଦିରର ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି । ଏହି ସମାରୋହରେ ତାଙ୍କ ସହିତ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ମୁଖ୍ୟ ମୋହନ ଭାଗବତ…

ଜଗତସିଂହପୁରରୁ ଧରାପଡ଼ିଥିବା ବାଂଲାଦେଶୀଙ୍କୁ ପଠାଇ ଦିଆଯିବ ବାଂଲାଦେଶ

ଜଗତସିଂହପୁର: ସାରା ଦେଶରେ ଜୋରସୋରରେ ଚାଲିଛି ବାଂଲାଦେଶୀଙ୍କୁ ଚିହ୍ନଟ କରି ବାଂଲାଦେଶ ପଠାଇବା କାର୍ଯ୍ୟକ୍ରମ। ଏଥିରେ ଓଡିଶା ବାଦ ପଡିନି। ଜଗତସିଂହପୁର ଜିଲ୍ଲା ବେରାହିଁପୁର ଓ ଧନିପୁର ଅଞ୍ଚଳ ସାତପୁରା ଠାରୁ ଧରାପଡ଼ିଥିବା ବାଂଲାଦେଶୀଙ୍କୁ ପଠାଇ ଦିଆଯିବ ବାଂଲାଦେଶ । ୩୭ ସଂଧିଗ୍ଧ…

Mamata’s Big Move ମମତାଙ୍କ ନୂଆ ଚାଲ : ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ପରେ ନିର୍ମାଣ କରିବେ ମହାକାଳ…

ପଶ୍ଚିମବଙ୍ଗ:  ନିର୍ବାଚନ ପାଇଁ ମମତାଙ୍କର ଆଉ ଏକ ନୂଆ ପ୍ଲାନ । ପ୍ରଭୁ ଜଗନ୍ନାଥଙ୍କ ମନ୍ଦିର ପରେ ଏବେ ଦିଘାରେ ନିର୍ମାଣ ହେବ ମହାକାଳ ମନ୍ଦିର । ୧୭ ଏକର ଜମିରେ ନିର୍ମାଣ ହେବ ବିଶାଳ ମନ୍ଦିର । ଭୋଟ ହାତେଇବା ପାଇଁ ମମତାଙ୍କର ଏହି ଚାଲ ବୋଲି ଚର୍ଚ୍ଚା ହେଲାଣି । ପଶ୍ଚିମବଙ୍ଗରେ ରାଜନୈତିକ…

SI Recruitment Scam: ଏସଆଇ ପରୀକ୍ଷା ଅନିୟମିତତା ମାମଲା: ଝାରପଡ଼ା ଜେଲକୁ ସ୍ଥାନାନ୍ତର ହେଲେ ୧୨ ଅଭିଯୁକ୍ତ

ଭୁବନେଶ୍ବର: ବହୁ ଚର୍ଚ୍ଚିତ ପୋଲିସ ଏସଆଇ କେଳେଙ୍କାରୀ ମାମଲାରେ ଗିରଫ ହୋଇ ବ୍ରହ୍ମପୁର ଜେଲରେ ଥିବା ସମସ୍ତ ଅଭିଯୁକ୍ତଙ୍କୁ ଭୁବନେଶ୍ବର ସ୍ଥିତ ଝାରପଡ଼ା ଜେଲକୁ ସ୍ଥାନାନ୍ତର କରାଯାଇଛି । ଗତକାଲି ରାତିରେ ବ୍ରହ୍ମପୁର ମଣ୍ଡଳ କାରାଗାରରେ ଥିବା ସାମ୍ବା, ଶଙ୍କର ପୃଷ୍ଟି, ସୁରେଶ ନାୟକଙ୍କ ସମେତ…