Maoists Surrender: ଆତ୍ମସମର୍ପଣ କଲେ ୧୫ ଜଣ ହାର୍ଡକୋର ମାଓବାଦୀ
ମାଲକାନଗିରି: ଭୁଷୁଡୁଛି ଲାଲଗଡ । ପୁଣି ଆଜି ଆତ୍ମସମର୍ପଣ କଲେ ୧୫ ହାର୍ଡକୋର ମାଓବାଦୀ । ମାଲକାନଗିରି ସୀମାନ୍ତ ଛତିଶଗଡ଼ର ମହାସମୁଦ ବାଲୁଦା ଥାନାରେ ଏହି ମାଓବାଦୀମାନେ ଆତ୍ମସମର୍ପଣ କରିଛନ୍ତି । ଏମାନେ ସମସ୍ତେ ବଲାଙ୍ଗିର, ବରଗଡ଼, ମହାସମୁନ୍ଦ ଡିଭିଜନ କମିଟିର ବୋଲି ଜଣାପଡିଛି ।…