ଆରପାରିକୁ ଚାଲିଗଲା ଗ୍ୟାଲାପାଗୋସ ପ୍ରଜାତିର ୧୪୧ ବର୍ଷୀୟ କଇଁଛ ଗ୍ରେମା
ୱାଶିଂଟନ: ଅମେରିକାର ସନ ଡିଏଗୋ ଚିଡିଆଖାନାର ବୟୋଜ୍ୟେଷ୍ଠ ଗ୍ୟାଲାପାଗୋସ ପ୍ରଜାତିର କଇଁଛ ଗ୍ରେମ ଆରପାରିକୁ ଚାଲିଯାଇଛି । ମୃତ୍ୟୁ ବେଳକୁ ଏହି ଲାଜକୁଳା ଓ ଶାନ୍ତ କଇଁଛର ବୟସ ୧୪୧ ବର୍ଷ ହୋଇଥିଲା । ଚିଡିଆଖାନାର ପ୍ରତ୍ୟେକ କର୍ମଚାରୀ ଓ ପର୍ଯ୍ୟଟକ ଗ୍ରେମାକୁ ବେଶ ପସନ୍ଦ କରୁଥିଲେ । ସ୍ୟାନ…