ମଧ୍ୟପ୍ରଦେଶରୁ ଲୋପ ପାଇଯିବେ କି ଗଧ
ଭୋପାଳ: ମଧ୍ୟପ୍ରଦେଶରେ ଗଧଙ୍କ ସଂଖ୍ୟା କମିବାରେ ଲାଗିଛି । ପରିସ୍ଥ୍ିତି ଏ ଭଳି ହୋଇଛି ଯେ, ଏଠାରେ ଗଧ ଲୋପ ପାଇଯିବା ଆଶଙ୍କା ସୃଷ୍ଟି ହୋଇଛି । ଗ୍ରାମୀଣ ଭାରତରେ ଗଧ ସର୍ବଦା ପରିବହନ ଓ ବ୍ୟବସାୟର ମୂଖ୍ୟ ଆଧାର ରହି ଆସିଛି । ୩ ଦଶକ ମଧ୍ୟରେ ୯୪ ପ୍ରତିଶତ ଗଧଙ୍କ ସଂଖ୍ୟା କମିଛି । ୧୯୯୭ରେ…