କାହିଁକି ପାଳନ କରାଯାଏ ‘ଭାଲେଣ୍ଟାଇନ୍ ଡେ’….?
ପ୍ରେମ ଶାଶ୍ୱତ ଓ ଚିରନ୍ତନ । ପ୍ରେମ… ଅଢ଼େଇ ଅକ୍ଷର । ପ୍ରେମ ଏପରି ଏକ ଶଦ୍ଦ ଯାହାର ତୁଳନା କେହି କରିପାରିବେ ନାହିଁ । ଏହି ପ୍ରେମକୁ ନେଇ କେତେ କାହାଣୀ କେତେ କବିତା । ପ୍ରେମର ପରପ୍ରକାଶ କରିବା ପାଇଁ ଶଦ୍ଦର ଆବଶ୍ୟକ ପଡ଼ିନଥାଏ କେବଳ ମନର ଭାଷାକୁ ବୁଝିପାରୁଥିବା ଦରକାର । ଆଜି ସେହି…