ପ୍ରେମ ଦିବସରେ ପତ୍ନୀଙ୍କୁ ରୋମାଣ୍ଟିକ ମେସେଜ ଦେଇ ମନ କିଣିଲେ ତାରା
ଭୁବନେଶ୍ୱର: ବିନ୍ଦାସ ବିଧାୟକ ତାରା ପ୍ରସାଦ ବାହିନୀପତି । ଷ୍ଟାଇଲ ଯେମିତି, ସ୍ମାଇଲ ବି ସେମିତି । କଥାରେ କଥାରେ ତୀର ମାରି ପାରନ୍ତି, ମଲମ ବି ଲଗାଇ ପାରନ୍ତି । ତାଙ୍କ ପାଟରୁ କେହି ବି ବାଦ ପଡେନି । ଏପରିକି ନିଜ ଦଳ କଂଗ୍ରେସ ବି ନୁହେଁ । ସବୁବେଳେ ମିଡିଆରେ ଚର୍ଚ୍ଚାରେ ଥିବା ଭାଲୁ…