ରାଗିଗଲେ ଯଶପ୍ରୀତ ବୁମରାହ
ନୂଆଦିଲ୍ଲୀ: ଭାରତର ଷ୍ଟାର ପେସ ବୋଲର ଯଶପ୍ରୀତ ବୁମରାହ ତାଙ୍କ ଶାନ୍ତ ସ୍ୱଭାବ ଓ ଖେଳୁଆଡ ମନୋଭାବ ନେଇ ପରିଚିତ । ସେ ସହଜରେ ରାଗନ୍ତି ନାହିଁ । ତେବେ ସୋସିଆଲ ମିଡିଆରେ ତାଙ୍କର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ମୁମ୍ବାଇ ବିମାନ ବନ୍ଦରରୁ ବୁମରାହ ବାହାରକୁ ଯାଉଥିବା ବେଳେ…