ଅଲିମ୍ପିକ୍ସ ୨୦୨୮ରେ ଯୋଗ୍ୟତା ହାସଲ ନେଇ ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ମଧ୍ୟରେ ହେବ ପ୍ରତିଦ୍ୱନ୍ଦ୍ୱିତା
ସିଡନୀ: ଟି୨୦ ବିଶ୍ୱକପ ୨୦୨୬ରେ ଅଷ୍ଟ୍ରେଲିଆ ନୈରାଶ୍ୟଜନକ ପ୍ରଦର୍ଶନ କରି ସୁପର ଏଇଟ ଦୌଡରୁ ବାଦ ପଡିଛି । ୧୭ ବର୍ଷ ପରେ ଅଷ୍ଟ୍ରେଲିଆ ଏହି ଭଳି ନୈରାଶ୍ୟଜନକ ପ୍ରଦର୍ଶନ କରିଛି । ଏବେ ୨୦୨୮ ଅଲିମ୍ପିକ୍ସରେ ମଧ୍ୟ ଅଷ୍ଟ୍ରେଲିଆ ସ୍ଥାନ ପାଇବା ପାଇଁ ନ୍ୟୁଜିଲାଣ୍ଡ ସହ ପ୍ରତିଦ୍ୱନ୍ଦ୍ୱିତା କରିବ…