Latest Odisha News

BREAKING NEWS

ଆଳୁର ପରିବାରକୁ ଖୋଜି ପାଇଲେ ବୈଜ୍ଞାନିକ

ଭୁବନେଶ୍ୱର: ଆଳୁ ପ୍ରତ୍ୟେକ ପରିବାରର ଏକ ପରିଚିତ ପରିବା । ସାରା ବିଶ୍ୱରେ ଏହା ଏ ଭଳି ଏତେ ଲୋକପ୍ରିୟ ହୋଇଯିବ ତାହା କେହି କେବେ ଭାବି ନ ଥିଲେ । ଅବଶ୍ୟ ଆଳୁ ଏକ ଭଲ ଏବଂ ସ୍ୱାସ୍ଥ୍ୟକର ପରିବା ଭାବେ ଏବେ ବି ଗଣତି ହେଉ ନାହିଁ । ଆଳୁର ସୃଷ୍ଟି ନେଇ ପୂର୍ବରୁ ଅନେକ ପ୍ରକାରର ତଥ୍ୟ ଉପସ୍ଥାପନ…

ହକି ବିଶ୍ୱକପ୍ -୨୦୨୬ ପାଇଁ ଜର୍ମାନୀର ଯୋଗ୍ୟତା ହାସଲ; ଏବେ ଭାରତର ପାଳି…

ନୂଆଦିଲ୍ଲୀ: ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ବକପ-୨୦୨୬ ଲାଗି ୩ ଥର ଚମ୍ପିଆନ ଜର୍ମାନୀ ଯୋଗ୍ୟତା ହାସଲ କରିଛି । ଚଳିତ ୟୁରୋହକି ଚାମ୍ପିଅନସିପ୍ ୨୦୨୫ର ଫାଇନାଲରେ ପ୍ରବେଶ କରିବା ପରେ ଜର୍ମାନୀ ଆଗାମୀ FIH ହକି ବିଶ୍ୱକପ୍ ବେଲଜିୟମ ଏବଂ ନେଦରଲ୍ୟାଣ୍ଡ ୨୦୨୬ ପାଇଁ ଯୋଗ୍ୟତା ଅର୍ଜନ କରିଛି ।…

ପାଇଖାନା ଟାଙ୍କି ସଫା ବେଳେ ଶ୍ୱାସରୁଦ୍ଧ ହୋଇ ୨ ଶ୍ରମିକ ମୃତ

ନୂଆପଡା: ଖଡ଼ିଆଳ ସହରର ଲକ୍ଷ୍ମୀ ଛକ ନିକଟରେ ଅଘଟଣ ଘଟିଛି । ଟାଙ୍କି ସଫା ବେଳେ ଶ୍ୱାସରୁଦ୍ଧ ହୋଇ ୨ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତ ଶ୍ରମିକ ମାନେ ହେଲେ ଖଡ଼ିଆଳ ବ୍ଲକ କୁଟେନମୁଣ୍ଡା ଗ୍ରାମର ରଘୁମଣି ହାତୀ ଓ ଛତା ଗ୍ରାମର ବାସୁଦେବ ଭୋଇ ବୋଲି ଜଣାପଡିଛି । ସୂଚନାଯୋଗ୍ୟ, ରବିବାର…

ନବୀନ ପଟ୍ଟନାୟକ ଅସୁସ୍ଥ; ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ବର:ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ଅସୁସ୍ଥ ଥିବା ସୂଚନା ମିଳିଛି । ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅପରାହ୍ନ ୫ଟା ୧୫ରେ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି । ଡିହାଇଡ୍ରେସନ୍‌ ଯୋଗୁଁ ହସ୍ପିଟାଲ୍‌ରେ ଭର୍ତ୍ତି…

କିସ୍ତୱାରରେ ବାଦଲଫଟା ବର୍ଷା; ଓଡ଼ିଶା ସିଆଇଏସଏଫ ଯବାନଙ୍କ ମୃତ୍ୟୁ

ଭୁବନେଶ୍ୱର: ଅଗଷ୍ଟ ୧୪ରେ ଜମ୍ମୁ ଓ କାଶ୍ମୀରର କିସ୍ତୱାର ଅଞ୍ଚଳରେ ହୋଇଥିବା ଏକ ବଡ଼ ଧରଣର ବାଦଲଫଟା ବର୍ଷା ଯୋଗୁଁ ଓଡ଼ିଶାର ଜଣେ ସିଆଇଏସଏଫ ଯବାନଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ, ଢେଙ୍କାନାଳର ପରଜଙ୍ଗ ଥାନା ଅନ୍ତର୍ଗତ ମାଣିକମାରା ଗ୍ରାମର ମନୋଜ ବିଶ୍ୱାଳ ଯେଉଁ କ୍ୟାମ୍ପରେ…

ଭାରତର କେଉଁ ରାଜ୍ୟରେ ସବୁଠାରୁ ଅଧିକ ଆମିଷ ଖାଉଥିବା ଲୋକ ଅଛନ୍ତି?

ନୂଆଦିଲ୍ଲୀ: ଭାରତରେ ଖାଦ୍ୟର ବିବିଧତା ଏତେ ପରିମାଣରେ ଯେ ଏହା ଅନ୍ୟ କୌଣସି ଦେଶରେ କ୍ୱଚିତ୍ ଦେଖାଯାଏ । ଜାତୀୟ ସ୍ୱାସ୍ଥ୍ୟ ଏବଂ ପରିବାର ସର୍ଭେର ତଥ୍ୟ ଅନୁଯାୟୀ, ଦେଶର ୧୫ ରୁ ୪୯ ବର୍ଷ ବୟସର ଦୁଇ-ତୃତୀୟାଂଶ ଲୋକ ପ୍ରତିଦିନ, ସପ୍ତାହରେ କିମ୍ବା ଥରେ ହେଲେ କୌଣସି ନା କୌଣସି ପ୍ରକାରରେ ମାଂସ…

ନଦୀରେ ଭାସୁଛି ୭୦ରୁ ଉର୍ଦ୍ଧ୍ବ ମଇଁଷିଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ

କେନ୍ଦ୍ରାପଡା: ଆଳି ବ୍ଲକ୍‌ ଏକମାଣିଆ ଗାଁରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ୭୦ରୁ ଉର୍ଦ୍ଧ୍ବ ମଇଁଷି ମୃତ ହୋଇଥିବା ଖବର ରହିଛି । ନଦୀରେ ଭାସୁଛି ୭୩ ମଇଁଷିଙ୍କ ମୃତଦେହ । କିପରି ମୃତ୍ୟୁ ହେଲା ଅସ୍ପଷ୍ଟ ରହିଛି । ମଇଁଷି ପାଳି ପେଟ ପୋଷୁଥିବା ୪ଟି ପରିବାର ଏବେ ବେସାହାରା ।…

 ‘ଭାରତ ପାଇଁ ନିର୍ଭରଯୋଗ୍ୟ ବାଣିଜ୍ୟ ଅଂଶୀଦାର ନୁହଁନ୍ତି ଟ୍ରମ୍ପ’, ବର୍ଷିଲେ ପ୍ରଖ୍ୟାତ ଅର୍ଥନୀତିଜ୍ଞ…

ନୂଆଦିଲ୍ଲୀ: ଭାରତ ପାଇଁ ଜଣେ ନିର୍ଭରଯୋଗ୍ୟ ବାଣିଜ୍ୟ ଅଂଶୀଦାର ନୁହନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଭାରତ ଆମେରିକା ବାଣଜ୍ୟ ଚୁକ୍ତି ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆଭିମୁଖ୍ୟକୁ ପ୍ରଶଂସା କରି ଆମେରିକା ସରକାରଙ୍କ ଉପରେ ବର୍ଷିଲେ ଅଭିଜ୍ଞ ଅର୍ଥନୀତିଜ୍ଞ ଏବଂ କଲମ୍ବିଆ…

‘ଭୋଟ ଚୋରି ଅଭିଯୋଗ ଭାରତ ସମ୍ବିଧାନକୁ ଅପମାନ’, ବିରୋଧୀଙ୍କ ଆକ୍ରମଣ ପରେ ଜବାବ ରଖିଲେ ଇସିଆଇ….

ନୂଆଦିଲ୍ଲୀ: ବିରୋଧୀଙ୍କ ଭୋଟ ଜାଲିଆତି ଆକ୍ରମଣ ପରେ ଆଜି ପ୍ରେସ ବିଫ୍ରିଂ କରିଛନ୍ତି ଭାରତୀୟ ନିର୍ବାଚରନ କମିଶନ । ନିର୍ବାଚନ କମିଶନ ବିହାର ଏସଆଇଆର ସମ୍ପର୍କରେ ବିରୋଧୀଙ୍କ ଦ୍ୱାରା ଲଗାଯାଉଥିବା ଅଭିଯୋଗର ଜବାବ ଦେଇଛନ୍ତି। ନିର୍ବାଚନ କମିଶନ କହିଛନ୍ତି, ଆମେ ଭୋଟରମାନଙ୍କୁ ଏକ ବାର୍ତ୍ତା…

ଏସିଆ କପ କ୍ରିକେଟ: ଚୂଡାନ୍ତ ଦଳରୁ ବାଦ ପଡି ପାରନ୍ତି ରିଙ୍କୁ ସିଂ

ନୂଆଦିଲ୍ଲୀ: ଏସିଆ କପ ଟି୨୦ କ୍ରିକେଟ ପାଇଁ ଖୁବ ଶୀଘ୍ର ଭାରତୀୟ ଦଳର ଘୋଷଣା କରାଯିବ । ସୂର୍ଯ୍ୟକୁମାର ଯାଦବ ଫିଟ ହୋଇଥିବାରୁ ସେ ଦଳର ନେତୃତ୍ୱ ନେବା ଏକପ୍ରକାର ସ୍ଥିର ହୋଇଯାଇଛି । ତେବେ ଚୂଡାନ୍ତ ଦଳର ରୂପରେଖ ସମ୍ମୁଖକୁ ଆସି ନ ଥିଲେ ମଧ୍ୟ ଫିନିଶର ରିଙ୍କୁ ସିଂ ତାଙ୍କ ସ୍ଥାନ ବଜାୟ ରଖିବା…