Latest Odisha News

BREAKING NEWS

ଗତ ଆଇପିଏଲରୁ ସଞ୍ଜୁ ରାଜସ୍ଥାନ ଛାଡିବାକୁ ଚାହିଁଥିଲେ

ନୂଆଦିଲ୍ଲୀ: ଆଇପିଏଲ ୨୦୨୬ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗସ ରବୀନ୍ଦ୍ର ଜାଡେଜା ଓ ସାମ କରାନଙ୍କ ବଦଳରେ ରାଜସ୍ଥାନ ରୟାଲ୍ସର ସଞ୍ଜୁ ସାମସନଙ୍କୁ ଦଳରେ ନେଇଛି । ରାଜସ୍ଥାନର ପୂର୍ବତନ ଅଧିନାୟକ ସଞ୍ଜୁ ୨୦୨୫ରେ ଦଳର ପ୍ରଦର୍ଶନ ନେଇ ଅସନ୍ତୁଷ୍ଟ ଥିଲେ । ସେ ସେବେଠାରୁ ଦଳ ଛାଡିବା ପାଇଁ ଚିନ୍ତା…

ବୋଲରଙ୍କ ଭୂସ୍ୱର୍ଗରେ ଟିମଇଣ୍ଡିଆକୁ ୩୦ ରନରେ ହରାଇଲା ଦକ୍ଷିଣ ଆଫ୍ରିକା

କୋଲକାତା: ଇଡେନ ଗାର୍ଡେନରେ ଅନୁଷ୍ଠିତ ପ୍ରଥମ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ୩୦ ରନରେ ଭାରତକୁ ପରାସ୍ତ କରିଛି । ଏଥିସହ ୨ ମ୍ୟାଚ ବିଶିଷ୍ଟ ସିରିଜରେ ଦକ୍ଷିଣ ଆଫ୍ରିକା ୧-୦ର ଅଗ୍ରଣୀ ହାସଲ କରିଛି । ଭାରତ ୧୨୪ ରନର ଲକ୍ଷ୍ୟକୁ ପିଛା କରି ୯୩ ରନରେ ଅଲଆଉଟ ହୋଇଯାଇଛି । ଶୁଭମନ ଗିଲ ଦ୍ୱିତୀୟ…

ହତ୍ୟାକାରୀ ମୁହଁରେ ହତ୍ୟାର ସତ, ସ୍ୱାମୀକୁ ମାରିବା ପାଇଁ ଷଡ଼ଯାନ୍ତ୍ର ରଚିଥିଲା ସ୍ତ୍ରୀ

ବେଙ୍ଗାଲୁରୁ: ସ୍ୱାମୀ ସ୍ତ୍ରୀଙ୍କୁ ମଝି ରାସ୍ତାରେ ହଠାତ୍ ଦୃର୍ବୃତ୍ତଙ୍କ ଆକ୍ରମଣ। ଆଉ ଏହି ଆକ୍ରମଣରେ ଗଲା ସ୍ୱାମୀଙ୍କ ଜୀବନ। ପାର ପାଇଗଲା ସ୍ତ୍ରୀ। କର୍ଣ୍ଣାଟକର ମଇସୁରରେ, ଜଣେ ସ୍ୱାମୀ ଓ ସ୍ତ୍ରୀଙ୍କୁ ହଠାତ୍ କିଛି ଲୋକ ଆକ୍ରମଣ କରିଥିଲେ। ସେମାନେ ବାଇକ୍ ଚଲାଉଥିବା ସମୟରେ ଏକ କାର ଯୋଗେ…

Delhi Blast: ଦିଲ୍ଲୀ ବିସ୍ଫୋରଣ ପଛରେ ପାକିସ୍ତାନ୍ ଚାଲ୍?

ନୂଆଦିଲ୍ଲୀ: ୨୬/୧୧ ପରେ ୧୦/୧୧ର ସେ କଳା ରାତି...ଆତଙ୍କୀ ଆକ୍ରମଣ ବୋଲି ଘୋଷଣା କରିସାରିଛନ୍ତି ସରକାର...ସୂତାଖିଅ ଖୋଜୁଛି ଏନଆଇଏ...ତୁର୍କୀରୁ ପାକିସ୍ତାନ ସବୁ ରାଡାରରେ...ନିଜେ ପାକିସ୍ତାନୀ ସାମ୍ବାଦିକ କଲେ ଚାଞ୍ଚଲ୍ୟକର ଖୁଲାସା...କହିଦେଲେ ଦିଲ୍ଲୀ ବିସ୍ଫୋରଣର ଯୋଜନା କାହାର?…

ସଞ୍ଜୟ ଯାଦବ ଓ ରମିଜ? ଏମାନଙ୍କ ପାଇଁ ପରିବାର ସହ ସମ୍ପର୍କ କାଟିଦେଲେ ରୋହିଣୀ

ପାଟନା: ବିହାର ବିଧାନସଭା ନିର୍ବାଚନ ଫଳାଫଳ ପରେ, ଲାଲୁ ପ୍ରସାଦ ଯାଦବଙ୍କ ପରିବାର ମଧ୍ୟରେ ଥିବା ବିବାଦ କମିବାର ନାଁ ଧରୁନି। ଏହା ଏବେ ସାର୍ବଜନୀନ ହୋଇଛି। ଲାଲୁ ପ୍ରସାଦ ଯାଦବଙ୍କ ଦ୍ୱିତୀୟ ଝିଅ ରୋହିଣୀ ଆଚାର୍ଯ୍ୟ ଗତକାଲି ପରିବାର ଏବଂ ରାଜନୀତି ଛାଡିବାକୁ ନିଷ୍ପତ୍ତି ଘୋଷଣା କରିଥିଲେ। ସେ…

Naxal Encounter:ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ମାଓବାଦୀ ନିହତ, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ

ରାୟପୁର: ମାଲକାନଗିରି ସୀମାନ୍ତରେ ଏନକାଉଣ୍ଟର । ଛତିଶଗଡ଼ ସୁକମା ଜିଲ୍ଲାର ଭେଜ୍ଜି ଏବଂ ଚିନ୍ତାଗୁଫା ମଧ୍ୟରେ ଥିବା ଘନ ଜଙ୍ଗଲରେ ଡିଆରଜି ଯବାନ ଏବଂ ନକ୍ସଲମାନଙ୍କ ମଧ୍ୟରେ ଏନକାଉଣ୍ଟର ଚାଲିଛି। ଏହି ଅପରେସନ ସମୟରେ ସୁରକ୍ଷାବାହିନୀକୁ ଏକ ବଡ଼ ସଫଳତା ମିଳିଛି। ଜିଲ୍ଲା ରିଜର୍ଭ ଗାର୍ଡ (DRG)…

Rohini Acharya: “ଚପଲ ଫିଙ୍ଗିଲେ, ଗାଳି କଲେ…”, କାହିଁକି ପରିବାରର ସାଥ୍ ଛାଡିଲେ…

ପାଟନା: ଲାଲୁ ପରିବାର ଏବେ ଫାଟ ଫାଟ । ବଡ ପୁଅ ତେଜ ପ୍ରତାପ ଯାଦବ ପରେ ଝିଅ ରୋହିଣୀ ଆଚାର୍ଯ୍ୟ ପରିବାର ଠାରୁ ଦୂରେଇ ଗଲେ । ପରିବାର ଏବଂ ରାଜନୀତି ଉଭୟରୁ ନିଜକୁ ଛିନ୍ନ କରିଛନ୍ତି ରୋହିଣୀ । ଏଥିପାଇଁ ଭାଇ ତେଜସ୍ବୀ ଏବଂ ତାଙ୍କ ପାଖ ଲୋକଙ୍କ ବିରୋଧରେ ବଡ ବଡ ଅଭିଯୋଗ ଲଗାଇଛନ୍ତି ।…

Putin, Netanyahu on call: କରିପାରିଲେନି ଟ୍ରମ୍ପ, କରି ଦେଖେଇବେ ପୁଟିନ୍?

ନୂଆଦିଲ୍ଲୀ:  ସୁଧୁରିବ କି ମଧ୍ୟପ୍ରାଚ୍ୟ ସ୍ଥିତି?...ଫେରିବ କି ଗାଜାରେ ଶାନ୍ତି?...ଯାହା ଟ୍ରମ୍ପ କରିପାରିଲେନି, ତାହା ପୁଟିନ କରି ଦେଖେଇବେ କି?...କଥା ହେଲେ ନେତାନ୍ୟାହୁ ଏବଂ ପୁଟିନ...ଇରାନର ପରମାଣୁ ଉପରେ ବି କଲେ ବଡ ଆଲୋଚନା ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଇସ୍ରାଏଲୀ…

“ଶିକ୍ଷକ ରତ୍ନ ସମ୍ମାନ-୨୦୨୫”ରେ ସମ୍ମାନୀତ ହେଲେ ନିଉ ଷ୍ଟିୱାର୍ଟ ସ୍କୁଲର ଶିକ୍ଷୟିତ୍ରୀ ରୀନା ଦେବୀ

ଭୁବନେଶ୍ବର: "ଶିକ୍ଷକ ରତ୍ନ ସମ୍ମାନ-୨୦୨୫" ରେ ସମ୍ମାନୀତ ହେଲେ କଟକ ସ୍ଥିତ ନିଉ ଷ୍ଟିୱାର୍ଟ ସ୍କୁଲର ଶିକ୍ଷୟିତ୍ରୀ ରୀନା ଦେବୀ । ଶିକ୍ଷା କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ଏହି ସମ୍ମାନଜନକ ଉପାଧି ପ୍ରଦାନ କରାଯାଇଛି । ଓଡ଼ିଶା ପ୍ରତିଭା ସମ୍ମାନ ପକ୍ଷରୁ ଆୟୋଜିତ ବାର୍ଷିକ…

Tiger Census: କେନ୍ଦୁଝର ବନଖଣ୍ଡରେ ହେବ ବାଘ ଗଣନା

କେନ୍ଦୁଝର: ଆସନ୍ତା ୨୦ ତାରିଖରୁ କେନ୍ଦୁଝର ବନଖଣ୍ଡରେ ଆରମ୍ଭ ହେବ ବାଘ ଗଣନା। ବାଘ ସହିତ ଅନ୍ୟାନ୍ୟ ଜୀବଜନ୍ତୁ ଗଣନା ମଧ୍ୟ କରାଯିବ। କେନ୍ଦୁଝର ବନଖଣ୍ଡରେ ୧୦୫ ବିଟ୍‌ରେ ଏହି ଗଣନା ହେବାକୁ ଥିବା ବେଳେ ୩୦୦ କର୍ମଚାରୀ ବନଖଣ୍ଡ ଅଧିକାରୀ ଠାରୁ ଆରମ୍ଭ କରି ବନରକ୍ଷୀ ପର୍ଯ୍ୟନ୍ତ ସମସ୍ତେ…