ତତ୍ପରତା ଦେଖାଇଲା ଜେଲ ବିଭାଗ; ସବୁ ଜେଲକୁ ଅଚାନକ ପରିଦର୍ଶନ କରିବେ ଜିଲ୍ଲାପାଳ ଏବଂ ଏସପି
ଭୁବନେଶ୍ବର: ଲଗାତାର ଦୁଇଟି ଜେଲରୁ କଏଦୀ ଫେରାର ହେବା ପରେ ଏବେ ଜେଲ ବିଭାଗର ଚେତା ପଶିଛି । ରାଜ୍ୟରେ ଥିବା ସବୁ ଜେଲକୁ ଅଚାନକ ପରିଦର୍ଶନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଡିଜି । ଏନେଇ ସମସ୍ତ ଜିଲାପାଳ ଓ ଏସପିଙ୍କୁ ଜେଲ ଡିଜି ସୁଶାନ୍ତ ନାଥ ଚିଠି ଲେଖିଛନ୍ତି । ଏଥିସହ ଜେଲ ପରିଚାଳନାରେ…