Latest Odisha News

BREAKING NEWS

Maoists Surrender: ବହୁ ଅସ୍ତ୍ରଶସ୍ତ୍ର ସହିତ ୮ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ତେଲେଙ୍ଗାନା ଷ୍ଟେଟ କମିଟିର ଦୁଇ ଦୁର୍ଦାନ୍ତ ମାଓ ନେତା ସମେତ ୮ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି । ମାଓବାଦୀମାନେ ନିଜର ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କରିଥିବା ସୂଚନା ରହିଛି । ଆତ୍ମସମର୍ପଣ କରିଥିବା ଦୁଇ ଜଣ ଦୁର୍ଦାନ୍ତ ନକ୍ସଲ ମଧ୍ୟରୁ…

ଜେଲ୍‌ରେ ରହି ନିର୍ବାଚନ ଜିତିଗଲେ ବିହାରର ଏହି ନେତା, ଏବେ କ’ଣ ସେଇଠୁ ନେବେ ଶପଥ?

ନୂଆଦିଲ୍ଲୀ: ବିହାରର ଶକ୍ତିଶାଳୀ ନେତା ଅନନ୍ତ ସିଂହ, ମୋକାମା ଆସନରେ ସୂରଜ ଭାନ ସିଂହଙ୍କ ପତ୍ନୀ ବୀଣା ଦେବୀଙ୍କୁ ୨୮,୨୦୬ ଭୋଟରେ ପରାସ୍ତ କରିଛନ୍ତି। ତାଙ୍କ ବିଜୟ ଏପରି ସମୟରେ ହୋଇଛି ଯେତେବେଳେ ସେ ଦୁଲାର ଚାନ୍ଦ ଯାଦବଙ୍କ ହତ୍ୟା ଅଭିଯୋଗରେ ଜେଲରେ ଅଛନ୍ତି। ତାଙ୍କ ସମର୍ଥକମାନେ ଉତ୍ସବ…

Loans against Silver Jewellery: ଏବେ ରୂପା ଉପରେ ମଧ୍ୟ ଋଣ ପାଇପାରିବେ;ଜାଣନ୍ତୁ ଏହା କେବେ ଲାଗୁ ହେବ

ନୂଆଦିଲ୍ଲୀ:ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଲୋକମାନେ ବର୍ତ୍ତମାନ ସୁନା ଉପରେ ଯେପରି ଋଣ ନିଅନ୍ତି, ସେହିପରି ଏବେ ରୂପା ଉପରେ ଋଣ (Silver Loan)ନେଇପାରିବେ। ଆରବିଆଇ 'ସୁନା ଏବଂ ରୂପା (ଋଣ) ନିର୍ଦ୍ଦେଶାବଳୀ, ୨୦୨୫ ' ଜାରି କରିଛି, ଯାହା ୧…

କେତେ ଆସନ ଜିତିଲେ ବିରୋଧୀଦଳ ନେତା ପଦ ମିଳିପାରିବ, ବିହାର ଫଳାଫଳ ଭିତରେ ଜାଣନ୍ତୁ ଏହି ବଡ଼ ନିୟମ

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ଫଳାଫଳରେ ଏନଡିଏ ୨୦୦ ସିଟ୍‌ର ସଂଖ୍ୟାକୁ ଅତିକ୍ରମ କରି ଏକ ଦମଦାର ବିଜୟ ହାସଲ କରିଛି। ଅନ୍ୟପକ୍ଷରେ ମହାଗଠବନ୍ଧନର କେବଳ ୩୫ ସିଟ୍‌ରେ ସୀମିତ ରହିଯାଇଛି। ଏହାରି ଭିତରେ ରାଜନୈତିକ ଆଲୋଚନାରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଆସିଛି ବିରୋଧୀ ଦଳ ପଦ…

ଡାକ୍ତରଖାନାରେ ଭର୍ତି ହେଲେ ଶୁଭମନ ଗିଲ

କୋଲକାତା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳା ଯାଇଥିବା ପ୍ରଥମ ଟେଷ୍ଟ ଅବସରରେ ଟିମ ଇଣ୍ଡିଆର ଅଧିନାୟକ ଶୁଭମନ ଗିଲ ଆଘାତପ୍ରାପ୍ତ ହୋଇଛି । ଗିଲଙ୍କ ବେକରେ ଯନ୍ତ୍ରଣା ହେବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଛି । ସେ ପ୍ରଥମ ଇନିଂସରେ ବ୍ୟାଟିଂ ଅଧା କରି ରିଟାୟର୍ଡ ହର୍ଟ ହୋଇଥିଲେ…

କେତେ ଜୋର୍ ଶୀତ ହେଲେ ପାଣିପାଗ ବିଭାଗ ଚେତାବନୀ ଜାରି କରେ ? କେମିତି ନିଆଯାଏ ନିଷ୍ପତ୍ତି…

ନୂଆଦିଲ୍ଲୀ: ଉତ୍ତର ଭାରତରେ ଶୀତ ଜୋର ଧରିଛି। ଏବେ ସକାଳ ଓ ବିଳମ୍ବିତ ସନ୍ଧ୍ୟାରେ ଥଣ୍ଡାର ପ୍ରଭାବ ସ୍ପଷ୍ଟ ଦେଖାଯାଉଛି। ପୂର୍ବ ରାଜସ୍ଥାନ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ଝାଡ଼ଖଣ୍ଡ ଓ ଛତିଶଗଡ଼ ଭଳି ଅନେକ ଅଞ୍ଚଳରେ ଭାରତୀୟ ପାଣିପାଗ ବିଭାଗ ଶୀତଲହରୀ ଚେତାବନୀ ଜାରି କରିଛନ୍ତି। କିନ୍ତୁ…

୪୪୩୩ଟି ନୂଆ ନର୍ସିଙ୍ଗ ଅଫିସର ପଦ ସୃଷ୍ଟି କଲେ ରାଜ୍ୟ ସରକାର 

ଭୁବନେଶ୍ଵର: ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବାକୁ ଅଧିକ ସରଳ, ଶୃଙ୍ଖଳିତ ଏବଂ ଲୋକାଭିମୁଖୀ କରିବା ପାଇଁ ୪୪୩୩ଟି ନୂଆ ‘ନର୍ସିଙ୍ଗ ଅଫିସର’ ପଦବୀ ସୃଷ୍ଟି କରିଛନ୍ତି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗଙ୍କ ଅନୁମୋଦନ ପରେ ଓଡିଶା ନର୍ସିଙ୍ଗ ସେବା କ୍ୟାଡରର ଏହି ପଦ…

୪୦ କୋଟି ଟଙ୍କାର ରାସାୟନିକ ପଦାର୍ଥ ଜବତ, ମାଷ୍ଟରମାଇଣ୍ଡ ସହ ଅନ୍ୟ ୪ ଗିରଫ

ଜୟପୁର: ଡ୍ରଗ୍ସ ବିରୋଧରେ ମୋଦୀ ସରକାରଙ୍କ ଶୂନ୍ୟ ସହନଶୀଳତା ଆଭିମୁଖ୍ୟ ଦିଗରେ ଏକ ପ୍ରମୁଖ ପଦକ୍ଷେପ । ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଏବଂ ରାଜସ୍ଥାନ ପୋଲିସ ରାଜସ୍ଥାନର ସିରୋହି ଜିଲ୍ଲାର ଏକ ଦୁର୍ଗମ ଗ୍ରାମରେ ଏକ ଗୁପ୍ତ ପରୀକ୍ଷାଗାର ଠାବ କରିଛନ୍ତି । ଶହ ଶହ କିଲୋଗ୍ରାମ…

ପୋଲିସ କନେଷ୍ଟବଳଙ୍କୁ ବୀଭତ୍ସ ହତ୍ୟା, ଜଣେ ଅଟକ

ବୌଦ୍ଧ: ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଯାଜପୁର ଗ୍ରାମର ବାଲିସାହିରେ ପୋଲିସ କନେଷ୍ଟବଳଙ୍କୁ ବୀଭତ୍ସ ହତ୍ୟା କରାଯାଇଥିବା ଘଟଣା ସାମ୍ନାକୁ ଆସିଛି । ମୃତ କନେଷ୍ଟବଳ ଜଣକ ହେଲେ ଉଦୟ ରଞ୍ଜନ ପଟ୍ଟନାୟକ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ହତ୍ୟା…

ସାମୀଙ୍କୁ ନେଇ ଗୋୟନକାଙ୍କ ପୋଷ୍ଟ ଭାଇରାଲ

ଲକ୍ଷ୍ନୌ:ଆଇପିଏଲ ୨୦୨୬ ପୂର୍ବରୁ ଲକ୍ଷ୍ନୌ ସୁପର ଜ୍ୟାଂଟସ ଅଭିଜ୍ଞ ପେସ ବୋଲର ମହମ୍ମଦ ସାମୀଙ୍କୁ ଦଳରେ ନେଇଛି । ସନରାଇଜର୍ସ ହାଇଦ୍ରାବାଦରୁ ଟ୍ରେଡ କରି ଲକ୍ଷ୍ନୌ ସାମୀଙ୍କୁ ଆଣିଛି । ଗତ ମେଗା ନିଲାମରେ ହାଇଦ୍ରାବାଦ ୧୦ କୋଟିରେ ସାମୀଙ୍କୁ ନେଇଥିଲା । ଏବେ ସେ ରିଷଭ ପନ୍ତଙ୍କ ନେତୃତ୍ୱରେ…