IPL Betting:ଆଇପିଏଲ ବେଟିଂ ଗ୍ୟାଙ୍ଗର ପର୍ଦ୍ଦାଫାଶ; ୫ଗିରଫ,୬ ଲକ୍ଷ ଟଙ୍କା ଜବତ…
ସୁନ୍ଦରଗଡ଼:ସୁନ୍ଦରଗଡ଼ର ରାଜଗାଙ୍ଗପୁରରେ IPL ବେଟିଂ ବେଳେ ମାଡ଼ି ବସିଲା ପୋଲିସ । ୫ ଜଣଙ୍କୁ ଗିରଫ କରିଛି ପୋଲିସ । ଏଥିସହ ପୋଲିସ ୧୭ ଲକ୍ଷ ୬୧ ହଜାର ଟଙ୍କାର ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ କରିଛି ।
ଗିରଫ ବ୍ୟକ୍ତି ମାନେ ହେଲେ ରାଉରକେଲା ବାସନ୍ତୀ କଲୋନିର ରଞ୍ଜନ କୁମାର ସା (୨୯),…