Latest Odisha News

BREAKING NEWS

ବ୍ରେଭିସ ବିବାଦ, ଚେନ୍ନାଇ ଦେଲା ସ୍ପଷ୍ଟୀକରଣ

ଚେନ୍ନାଇ: ଚେନ୍ନାଇ ସୁପର କିଙ୍ଗସ ଡେୱାଲ୍ଡ ବ୍ରେଭିସଙ୍କୁ ନେବା ପାଇଁ ଅତିରିକ୍ତ ଅର୍ଥ ଦେଇଥିଲା ବୋଲି ଭାରତର ପୂର୍ବତନ କ୍ରିକେଟର ରବିଚନ୍ଦ୍ରନ ଅଶ୍ୱୀନ କହିବା ପରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି । ପୂର୍ବରୁ ଆକାଶ ଚୋପ୍ରା ଏହି ଭଳି ହୋଇପାରିଥାଏ ବୋଲି ଆଶଙ୍କା ବ୍ୟକ୍ତ କରିଥିଲେ ।…

ଆଘାତପ୍ରାପ୍ତ ଖେଳାଳିଙ୍କ ପାଇଁ ଘରୋଇ କ୍ରିକେଟରେ ନିୟମ ପରିବର୍ତନ କଲା ବିସିସିଆଇ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଆଗାମୀ ଘରୋଇ କ୍ରିକେଟ ସିଜନ ପୂର୍ବରୁ ଆଘାତପ୍ରାପ୍ତ ଖେଳାଳିଙ୍କୁ ନେଇ ଏକ ବଡ ନିୟମ ପରିବର୍ତନ କରିଛି । ଘରୋଇ କ୍ରିକେଟରେ ଆଗକୁ ଆଘାତପ୍ରାପ୍ତ ଖେଳାଳିଙ୍କ ବଦଳରେ ଅନ୍ୟ ଖେଳାଳିଙ୍କୁ ଖେଳାଇବା ସୁଯୋଗ ମିଳିବ । ନିକଟରେ ଭାରତ-ଇଂଲଣ୍ଡ ଟେଷ୍ଟ…

ଟ୍ରାଫିକ୍ ନିୟମକୁ ଫୁ’: ଯୁବତୀଙ୍କୁ ଓଲଟା ଟାଙ୍କି ଉପରେ ବସାଇ ବାଇକ୍ ଚଳାଇଲେ ଯୁବକ

ଭୁବନେଶ୍ୱର: କିଛି ଦିନ ବ୍ୟବଧାନ ପରେ ପୁଣି ଭାଇରାଲ ହେବାରେ ଲାଗିଛି ଚଳନ୍ତା ବାଇକରେ ଯୁବତୀଙ୍କୁ ଓଲଟା ଟାଙ୍କି ଉପରେ ବସାଇ ବାଇକ ଚଲାଇବାର ଦୃଶ୍ୟ । ପୂର୍ବରୁ ସ୍ୱାମୀ-ସ୍ତ୍ରୀଙ୍କର ବିପଜ୍ଜନକ ବାଇକ ଚଳାଇବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଯୋଉଥିପାଇଁ ସେମାନଙ୍କୁ ମୋଟା…

ଆକ୍ସନମୋଡରେ ଏସଟିଏଫ୍; ପାନ ଦୋକାନରୁ ବିପୁଳ ନିଶାଦ୍ରବ୍ୟ ଜବତ, ୪ ଅଟକ

ଭୁବନେଶ୍ବର: ଭୁବନେଶ୍ବର ଏୟାରଫିଲଡ ଥାନା ଅଞ୍ଚଳରେ ଏସଟିଏଫ୍ ଟିମ୍ ର ଚଢାଉ । ବିଭିନ୍ନ ପାନ ଦୋକାନ ଓ ସ୍ନାକ୍ସ ଦୋକାନରେ ଚଢ଼ାଉ କରି ବିପୁଳ ମାତ୍ରାରେ ମାଦକ ଦ୍ରବ୍ୟ ଜବତ କରିବା ସହ ଘଟଣାରେ ୪ ଜଣଙ୍କୁ ଅଟକ ରଖି ପଚରା ଉଚରା କରାଯାଉଛି । ଶିକ୍ଷାନୁଷ୍ଠାନ ଅଧୀନରେ ଗଞ୍ଜେଇ, ଡ୍ରଗ୍ସ ଭଳି…

ପାକିସ୍ତାନର ଟୁଲ୍ କିଟ୍ ଜ୍ୟୋତି ମାଲହୋତ୍ରା! ୟୁଟ୍ୟୁବରଙ୍କ ନାଁରେ ୨୫୦୦ ପୃଷ୍ଠାର ଚାର୍ଜସିଟ୍ ଜାରି କଲା ଏସଆଇଟି

ନୂଆଦିଲ୍ଲୀ: ଗୁପ୍ତଚର ଅଭିଯୋଗରେ ୟୁଟ୍ୟୁବର ଜ୍ୟୋତି ମଲହୋତ୍ରାଙ୍କୁ ଗିରଫ କରାଯାଇଥିଲା। ହରିୟାଣା ପୋଲିସ ହଠାତ୍ ମେ ୧୬ ତାରିଖରେ ଜ୍ୟୋତିଙ୍କୁ ଗିରଫ କରିଥିଲା। ପ୍ରାୟ ୩ ମାସ ପରେ, ପୋଲିସ ଏବେ ଏହି ମାମଲାରେ ଏକ ଚାର୍ଜସିଟ୍ ଦାଖଲ କରିଛି। ପୋଲିସ ଚାର୍ଜସିଟ୍‌ରେ କହିଛି ଯେ ଜ୍ୟୋତି ଦୀର୍ଘ…

ରିଲିଜ୍ ହେଲା ‘ଦି ବେଙ୍ଗଲ ଫାଇଲ୍ସ’ର ଛାତି ଥରା ଟ୍ରେଲର, କୋଲକାତା ଲଞ୍ଚ୍ ଇଭେଣ୍ଟରେ ହଙ୍ଗାମା…..

କୋଲକାତା: ବିବେକ ରଞ୍ଜନ ଅଗ୍ନିହୋତ୍ରୀଙ୍କ ପରବର୍ତ୍ତୀ ଫିଲ୍ମ 'ଦି ବେଙ୍ଗଲ ଫାଇଲ୍ସ'ର ଟ୍ରେଲର ରିଲିଜ୍ ହୋଇଯାଇଛି । ଯେଉଁଥିରେ ଅନୁପମ ଖେର ମହାତ୍ମା ଗାନ୍ଧୀଙ୍କ ଭୂମିକାରେ ନଜର ଆସିଛନ୍ତି। ଏହା ବ୍ୟତୀତ ମିଥୁନ ଚକ୍ରବର୍ତ୍ତୀ, ପଲ୍ଲବୀ ଜୋଶୀ ଏବଂ ଦର୍ଶନ କୁମାରଙ୍କ ଭଳି ଶକ୍ତିଶାଳୀ ଅଭିନେତା…

ସୁରକ୍ଷା କର୍ମୀଙ୍କୁ ବଡ଼ ସଫଳତା: ସର୍ଚ୍ଚ ଅପରେସନ ବେଳେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

ରାଉଲକେଲା: ସୁରକ୍ଷା କର୍ମୀଙ୍କୁ ବଡ଼ ସଫଳତା । ସ୍ୱାଧୀନତା ଦିବସ ଅବସରରେ ଚାଇବାସାରେ ପୋଲିସ ଏବଂ ସୁରକ୍ଷାବାହିନୀକୁ ମାଓବାଦୀଙ୍କ ବିରୋଧରେ ବଡ଼ ସଫଳତା ମିଳିଛି। ସର୍ଚ୍ଚ ଅପରେସନ୍‌ ବେଳେ ଜବତ ହେଲା ବିପୁଳ ପରିମାଣର ମାଓ ସାମଗ୍ରୀ। ରାଉରକେଲା ଓଡିଶା-ଝାଡ଼ଖଣ୍ଡ ସୀମାରେ ବିପୁଳ ପରିମାଣର ମାଓ…

ହିମାଳୟ ରାଜ୍ୟଗୁଡ଼ିକରେ କାହିଁକି ବାରମ୍ବାର ବାଦଲ ଫଟା ବର୍ଷା ହେଉଛି? ଏହା ପଛର କାରଣ କ’ଣ?

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାର ଧରାଲିରେ ହୋଇଥିବା ବାଦଲ ଫଟା ବର୍ଷା ଘଟଣାର ପୀଡିତମାନେ ଏପର୍ଯ୍ୟନ୍ତ ସେମାନଙ୍କ ଦୁଃଖରୁ ବାହାରି ନଥିବାବେଳେ, ସେହି ସମୟରେ ଜମ୍ମୁ ଏବଂ କଶ୍ମୀରର କିସ୍ତୱାରେ ସମାନ ଘଟଣା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିଛି । ଚଳିତ ବର୍ଷ, ହିମାଚଳ ପ୍ରଦେଶ…

ପାକିସ୍ତାନରେ ଭଗବାନ କୃଷ୍ଣଙ୍କ ସବୁଠାରୁ ବଡ଼ ମନ୍ଦିର: ମହାଆଡମ୍ବରରେ ପାଳିତ ହୁଏ ଜନ୍ମାଷ୍ଟମୀ….

ନୂଆଦିଲ୍ଲୀ: ଆଜି ସାରା ଦେଶରେ ଜନ୍ମାଷ୍ଟମୀ ପର୍ବ ମହା ଆଡମ୍ବରରେ ପାଳନ କରାଯାଉଛି । ଏହା ଏକ ପର୍ବ ଯାହାକୁ ସାରା ବିଶ୍ୱରେ ହିନ୍ଦୁ ଧର୍ମର ଲୋକମାନେ ପାଳନ କରନ୍ତି। ବିଦେଶରେ ରହୁଥିବା ଲୋକମାନେ ମଧ୍ୟ ଭାରତୀୟ ପରମ୍ପରାକୁ ଉଜ୍ଜୀବିତ ରଖିବା ପାଇଁ ଜନ୍ମାଷ୍ଟମୀ ପର୍ବକୁ ବହୁତ ଉତ୍ସାହର ସହିତ…

ରିଲିଜ ପୂର୍ବରୁ ବିବାଦରେ ‘ପରମ ସୁନ୍ଦରୀ’…

ମୁମ୍ବାଇ: ସିଦ୍ଧାର୍ଥ ମାଲହୋତ୍ରା ଏବଂ ଜାହ୍ନବୀ କପୁରଙ୍କ ଆଗାମୀ ଫିଲ୍ମ ପରମ ସୁନ୍ଦରୀକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଭରି ରହିଛି। କିନ୍ତୁ ରିଲିଜ ପୂର୍ବରୁ ଫିଲ୍ମଟି ବିବାଦ ଘେରକୁ ଆସିଛି। ତେବେ ୱାଚଡଗ୍ ଫାଉଣ୍ଡେସନ୍ ନାମକ ଏକ ଖ୍ରୀଷ୍ଟିଆନ ଗୋଷ୍ଠୀ ଫିଲ୍ମ ର ଏକ ଦୃଶ୍ୟକୁ କଡା…