ବିଦେଶରେ କୋଟିଏର ପ୍ୟାକେଜ୍ ନା ନିଜ ଦେଶରେ ଶାନ୍ତି ?
ନୂଆଦିଲ୍ଲୀ: ନ୍ୟୁୟର୍କ ଅଫର୍: ୨ ଲକ୍ଷ ୩ ହଜାର ଡଲାର, ଯାହାର ମୂଲ୍ୟ ଭାରତରେ ୨ କୋଟି ଟଙ୍କା । ଭାରତରେ ଆୟ: ୬୦ ରୁ ୮୦ ଲକ୍ଷ ଟଙ୍କା ।
ପ୍ରଥମ ନଜରରେ ୨ କୋଟିର ପ୍ୟାକେଜ୍ ଖୁବ୍ ଆକର୍ଷଣୀୟ ଲାଗୁଛି, କିନ୍ତୁ ଏହାର ଅସଲି ଚେହେରା କିଛି ଅଲଗା । ବିଶେଷଜ୍ଞଙ୍କ ମତରେ, ନ୍ୟୁୟର୍କ ଦୁନିଆର…