Latest Odisha News

BREAKING NEWS

ଜନ୍ମ ହେଉଛି ଆଉ ଏକ ନୂତନ ‘ପୃଥିବୀ’! ଯେଉଁଠାରେ ଜୀବନ ସମ୍ଭବ

ନୂଆଦିଲ୍ଲୀ: ସୌର ଜଗତରେ ଅଛି ଆଉ ଏକ ପୃଥିବୀ। ବୈଜ୍ଞାନିକମାନେ ଆମ ତାରାମାନଙ୍କ ନିକଟରେ ପୃଥିବୀ ପରି ଏକ ଗ୍ରହ ଆବିଷ୍କାର କରିଛନ୍ତି, ଯେଉଁଠାରେ ମଣିଷ ଜୀବନ ସମ୍ଭବ। ଜେମ୍ସ ୱେବ୍ ସ୍ପେସ୍ ଟେଲିସ୍କୋପ୍ (JWST) ବ୍ୟବହାର କରି, ବୈଜ୍ଞାନିକମାନେ ଏକ ବିଶାଳ ଏକ୍ସୋପ୍ଲାନେଟ୍ ଚିହ୍ନଟ କରିଛନ୍ତି।…

ଇକୋ ରିସର୍ଟ ସୁଇମିଂ ପୁଲରେ ଅଘଟଣ; ପର୍ଯ୍ୟଟକଙ୍କ ମୃତ୍ୟୁ

ଢେଙ୍କାନାଳ:ଢେଙ୍କାନାଳ ଜିଲ୍ଲା ସଦର ଥାନା ଧୀରପାଟଣା ନିକଟ ଇକୋ ରିସର୍ଟ ସୁଇମିଂ ପୁଲ୍‌ରେ ଅଘଟଣ । ସୁଇମିଂ ପୁଲ୍‌ରେ ବୁଡ଼ି ପର୍ଯ୍ୟଟକଙ୍କ ମୃତ୍ୟୁ । ମୃତକ ହେଲେ ଉତ୍ତରାଖଣ୍ଡର ୨୩ ବର୍ଷୀୟ ଯୁବ ପର୍ଯ୍ୟଟକ ତେଜସ୍ଵ ଆହୁଜା । ସୂଚନାମୁତାବକ, ସେ ପିକନିକ୍ ପାଇଁ ଓଡ଼ିଶା ଆସିଥିଲେ। ଆଜି…

ଚୋରି ଚୋରି, ଚୁପ୍‌କେ ଚୁପ୍‌କେ…ଏବେ ଆଉ ନୁହେଁ: ଭୋଟ୍ ଚୋରି ନେଇ ସରକାରଙ୍କୁ ପୁଣି ରାହୁଲ ଗାନ୍ଧୀଙ୍କ ଟାର୍ଗେଟ

ନୂଆଦିଲ୍ଲୀ: କଂଗ୍ରେସ 'ଭୋଟ୍ ଚୋରି' ଅଭିଯାନକୁ ତୀବ୍ର କରିବା ପାଇଁ ସୋସିଆଲ ମିଡିଆରେ ଲଗାତାର ଗୋଟିଏ ପରେ ଗୋଟିଏ ଭିଡିଓ ଜାରି କରୁଛି। ଏଥର ଜାରି ହୋଇଥିବା ଭିଡିଓରେ ଦେଖାଯାଇଛି ଯେ ଲୋକଙ୍କ ଭୋଟ କିପରି ଚୋରି ହେଉଛି। ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ X ରେ ଭିଡିଓ ସେୟାର କରି ସରକାରଙ୍କୁ…

ଶ୍ରୀମନ୍ଦିରକୁ ଚଢ଼ୁଥିଲା ବେଳେ ବ୍ୟକ୍ତିଙ୍କୁ କାବୁ କଲା ପୋଲିସ

ପୁରୀ: ପୁରୀ ଶ୍ରୀମନ୍ଦିର ଉପରକୁ ଚଢ଼ୁଥିବା ବେଳେ ଜଣେ ବ୍ୟକ୍ତିଙ୍କୁ କାବୁ କରିଛି ପୋଲିସ। ସୂଚନା ଅନୁଯାୟୀ, ଆଜି ଶ୍ରୀମନ୍ଦିର ବେହରଣ ଦ୍ୱାର ପଟରୁ ଜଣେ ବ୍ୟକ୍ତି ପ୍ରାୟ ୫ ଫୁଟ୍‌ ଉପରକୁ ଚଢ଼ି ଯାଇଥିଲେ। ମନ୍ଦିରକୁ ଚଢ଼ୁଥିବା ବେଳେ ସଂପୃକ୍ତ ବ୍ୟକ୍ତିଙ୍କୁ ଜେଟିପି ଓ ସେବାୟତ ଧରିଥିଲେ।…

‘ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା’, କେଉଁମାନେ ପାଇବେ ୧୫ ହଜାର?

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱାଧୀନତା ଦିବସ ଅବସରରେ ଘୋଷଣା କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ଅଗଷ୍ଟ ୧୫ରୁ କାର୍ଯ୍ୟକାରୀ ହୋଇଛି । ଏହି ଯୋଜନା ଆଗାମୀ ଦୁଇ ବର୍ଷ ମଧ୍ୟରେ ୩ କୋଟି ୫ ଲକ୍ଷ ଚାକିରି ସୃଷ୍ଟି କରିବ । ଆଉ ଏହା ଅଧିନରେ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଓଡ଼ିଶାରେ ଖୋଲିବ ଆଉ ୪ଟି ମେଡିକାଲ କଲେଜ

ଭୁବନେଶ୍ୱର: ସ୍ବାଧୀନତା ଦିବସ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା। ଓଡ଼ିଶାରେ ଖୋଲିବ ଆଉ ୪ଟି ମେଡିକାଲ କଲେଜ। ରାଜ୍ୟର ବିଭିନ୍ନ ଚିକିତ୍ସାଳୟର ଭିତ୍ତିଭୂମି ଗୁଡିକର ଉନ୍ନତିକରଣ କରାଯାଇ ସେଥିରେ ସମସ୍ତ ଆଧୁନିକ ଚିକିତ୍ସା ବ୍ୟବସ୍ଥା କରାଯାଉଛି। ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା…

ଲକ୍ଷଲକ୍ଷ ଗ୍ରାହକଙ୍କୁ ସ୍ୱିଗି ଦେଲା ଝଟକା; ପ୍ଲାଟଫର୍ମ ଫି କଲା ବୃଦ୍ଧି

ନୂଆଦିଲ୍ଲୀ:ସ୍ୱିଗି ଆଜି ତା'ର ଗ୍ରାହକମାନଙ୍କୁ ଏକ ବଡ଼ ଝଟକା ଦେଇଛି। ଫୁଡ୍‌ ଡେଲିଭରୀ ପ୍ଲାଟଫର୍ମ ସ୍ୱିଗି(Swiggy) ନିଜର ପ୍ଲାଟଫର୍ମ ଫି ୧୪ ଟଙ୍କାକୁ ବୃଦ୍ଧି କରିଛି। କମ୍ପାନୀ ପ୍ରତ୍ୟେକ ଅର୍ଡରରୁ ଅଧିକ ଟଙ୍କା ରୋଜଗାର କରିବା ଏବଂ ନିଜର ଲାଭ ବୃଦ୍ଧି କରିବା ଲକ୍ଷ୍ୟରେ ଫିସ୍ ୧୨ ଟଙ୍କାରୁ…

‘ଆଗଥର ମସ୍କୋରେ…’, ରୁଷ ରାଷ୍ଟ୍ରପତି ପୁଟିନଙ୍କ ନିମନ୍ତ୍ରଣରେ କ’ଣ କହିଲେ ଡୋନାଲ୍ଡ ଟ୍ରମ୍ପ?

ନୂଆଦିଲ୍ଲୀ: ଆଲାସ୍କାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ତିନି ଘଣ୍ଟା ଧରି ହୋଇଥିବା ରୁଦ୍ଧଦ୍ୱାର ବୈଠକ ପାଇଁ ସମଗ୍ର ବିଶ୍ୱ ଉତ୍ସାହର ସହିତ ଅପେକ୍ଷା କରିଥିଲା। ଲାଗୁଥିଲା ଯେ ଉଭୟ ଦେଶ ୟୁକ୍ରେନ ଯୁଦ୍ଧ ସମାପ୍ତ କରିବା ପାଇଁ ଏକ…

ଭୋକ ପୂର୍ବ ଅପେକ୍ଷା କମ୍ ହୋଇଯାଇଛି, ଜାଣନ୍ତୁ ଏହା କେଉଁ ରୋଗର ଲକ୍ଷଣ..

ଭୁବନେଶ୍ବର:ପୂର୍ବରୁ ଆପଣ ଦୁଇଟି ରୁଟି ଖାଉଥିଲେ କିନ୍ତୁ ଏବେ କେବଳ ଗୋଟିଏ ରୁଟି ଖାଇବା ପରେ ପେଟ ଭରି ଯାଉଛି କିମ୍ବା ଖାଇବାକୁ ଇଚ୍ଛା ହେଉ ନାହିଁ। ଅନେକ ଲୋକ ଏହାକୁ ଥକାପଣ, ପାଗ କିମ୍ବା ମୁଡ୍ ର ପ୍ରଭାବ ଭାବି ଅଣଦେଖା କରନ୍ତି। କିନ୍ତୁ ଯଦି ଏହି ଅବସ୍ଥା ବାରମ୍ବାର ଘଟୁଛି ତେବେ ଏହାକୁ…

ପୁଣି ପଦାରେ ପଡିଲା ପାକିସ୍ତାନର ଆତଙ୍କୀ ପ୍ରେମ, ଅପରେସନ୍ ସିନ୍ଦୁରରେ ନିହତ ଆତଙ୍କବାଦୀ ଶେଷ କାର୍ଯ୍ୟରେ ନଜର ଆସିଲେ…

ନୂଆଦିଲ୍ଲୀ: ନିଷିଦ୍ଧ ଆତଙ୍କବାଦୀ ଗୋଷ୍ଠୀ ସହିତ ପାକିସ୍ତାନର ଗଭୀର ସମ୍ପର୍କର ପୁଣି ଥରେ ପର୍ଦ୍ଦାଫାଶ୍ ହୋଇଛି । ଭାରତର ସାମ୍ପ୍ରତିକ ଅପରେସନ୍ ସିନ୍ଦୁରରେ ନିହତ ଲସ୍କର-ଏ-ତୈବା (ଏଲଇଟି) ଆତଙ୍କବାଦୀଙ୍କ କବରରେ ପାକିସ୍ତାନର ଉଚ୍ଚ ସେନା ଅଧିକାରୀ ଏବଂ ବରିଷ୍ଠ ନାଗରିକ ଅଧିକାରୀମାନେ…