ଭଦ୍ରକ ଟାଉନ ଥାନାର ASI ନିଲମ୍ବିତ; କାରଣ…
ଭଦ୍ରକ:ଭଦ୍ରକ ଟାଉନ ଥାନାର ASI ସୁଶାନ୍ତ ନାୟକ ନିଲମ୍ବିତ। ଆଜି ଭଦ୍ରକ ଏସ୍ପି ମନୋଜ ରାଉତ ସୁଶାନ୍ତ ନାୟକଙ୍କୁ କାର୍ଯ୍ୟରେ ଅବହେଳା ଯୋଗୁଁ ନିଲମ୍ବନ କରିଛନ୍ତି ।
ସେ ଟାଉନ ଥାନାରେ ପ୍ରାୟ ୨ବର୍ଷ ହେଲା କାର୍ଯ୍ୟ କରୁଥିଲେ । ପୋଲିସ ସେବା ଓ କାର୍ଯ୍ୟକୁ ସେ ଠିକ ଭାବରେ ସମ୍ପାଦନ କରୁ ନ…