ବଢ଼ିଲା କମର୍ସିଆଲ ଗ୍ୟାସ ଦର: ଏବେ ମହଙ୍ଗା ହେବ ବାହାଘର ଭୋଜି, ପ୍ଲେଟ୍ ପିଛା ଗଣିବାକୁ ପଡ଼ିବ ଅଧିକ ୧୦୦ ଟଙ୍କା
ଭୁବନେଶ୍ୱର: ଆଗକୁ ବିବାହ ଋତୁ ଆସୁଥିବା ବେଳେ ସାଧାରଣ ଖାଉଟିଙ୍କ ପକେଟ୍ ଉପରେ ପଡ଼ିବାକୁ ଯାଉଛି ବଡ଼ ପ୍ରଭାବ। ବାରମ୍ବାର କମର୍ସିଆଲ ଗ୍ୟାସ ଦର ବୃଦ୍ଧି ପାଉଥିବାରୁ ଏବେ କ୍ୟାଟ୍ରିଂ ଇଣ୍ଡଷ୍ଟ୍ରି ଚିନ୍ତାରେ। ଗ୍ୟାସ ଦର ବଢ଼ିବା ଫଳରେ ଏହାର ସିଧାସଳଖ ପ୍ରଭାବ ଭୋଜିର ମୂଲ୍ୟ ଉପରେ ପଡ଼ିବ।…