Latest Odisha News

BREAKING NEWS

କରନ ଜୋହର, ସୂରଜ ବଡଜାତ୍ୟାଙ୍କ ଫିଲ୍ମରେ ଅଭିନୟ କରିବେ ଆୟୂଷ୍ମାନ

ମୁମ୍ବାଇ: ଲୋକପ୍ରିୟ କଳାକାର ଆୟୂଷ୍ମାନ ଖୁରାନାଙ୍କୁ ନେଇ କରନ ଜୋହର ଓ ସୂରଜ ବଡଜାତ୍ୟା ଫିଲ୍ମ କରିବାକୁ ଯାଉଛନ୍ତି । ଏଫଆଇସିସିଆଇ ଫ୍ରେମସ ୨୦୨୫ରେ ଆୟୂଷ୍ମାନ ତାଙ୍କ ମିଳିଥିବା ଫିଲ୍ମ ଅଫର ବିଷୟରେ କହିଛନ୍ତି । ଭିକ୍କି ଡୋନର, ଦମ ଲଗା କେ ହୈଇଶା ଓ ଶୁଭ ମଙ୍ଗଳ ସିରିଜ ଫିଲ୍ମ ମାଧ୍ୟମରେ ସେ…

ହାଇୱେରେ ଡକାୟତି ଯୋଜନା ପଣ୍ଡ, ଦୁଇ ଅଭିଯୁକ୍ତକୁ କାବୁ କଲା ପୋଲିସ

ବରଗଡ଼: ହାଇୱେ ଡକାୟତି ଯୋଜନା ବେଳେ ବନ୍ଧୁକ ସହ ଦୁଇ ଅଭିଯୁକ୍ତଙ୍କୁ ଗିରଫ କଲା ବରଗଡ଼ ପୋଲିସ । ଆଜି ବରଗଡ଼ ଜୀରା ନଦୀ ପୋଲ ନିକଟରେ ଡକାୟତି ଯୋଜନା କରୁଥିବା ବେଳେ ଦୁଇଜଣ ଅଭିଯୁକ୍ତଙ୍କୁ ବନ୍ଧୁକ ସହ ଗିରଫ କରିବାରେ ସଫଳ ହୋଇଛି ପୋଲିସ। ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ କେନ୍ଦ୍ରାପଡ଼ା…

WhatsAppର ନୂଆ ଫିଚର୍, ବିନା ମୋବାଇ ନମ୍ୱରରେ ବି କରିପାରିବେ ଚାଟିଂ

ନୂଆଦିଲ୍ଲୀ: ହ୍ୱାଟସଅପ ଶୀଘ୍ର ଏକ ନୂଆ ଫିଚର ଆଣିବାକୁ ଯାଉଛି, ଯାହା ଦ୍ୱାରା ଜଣେ ୟୁଜର୍ସ ବିନା ମୋବାଇଲ୍ ନମ୍ବରରେ ଚାଟ୍ କରିପାରିବେ। ଏହି ନୂଆ ଅପଡେଟ୍‌ରେ ଆପଣ ନିଜର ଏକ ୟୁଜର୍ସ ନାମ (Username) ରିଜର୍ଭ କରିପାରିବେ, ଯାହା ଆପଣଙ୍କ ମୋବାଇଲ୍ ନମ୍ବର ବଦଳରେ କାମ କରିବ। ଅର୍ଥାତ୍ ଏବେ…

ବୈଜ୍ଞାନିକଙ୍କ ଆଶ୍ଚର୍ଯ୍ୟଜନକ କାରନାମା ! ଏବେ ମଣିଷ ମସ୍ତିସ୍କରେ ଚାଲିବ କମ୍ପ୍ୟୁଟର, ଜାଣନ୍ତୁ କେମିତି…

ନୂଆଦିଲ୍ଲୀ: ଆପଣ ପଢ଼ିଲେ ହୁଏତ କୌଣସି ସାୟେନ୍ସ-ଫିକ୍ସନ ଚଳଚ୍ଚିତ୍ର ଭଳି ଲାଗୁଥାଏ ପାରେ, କିନ୍ତୁ ଏବେ ଏହା ବାସ୍ତବତାରେ ପରିଣତ ହେଉଛି। ବିଶ୍ୱର କିଛି ବୈଜ୍ଞାନିକ ଏପରି କମ୍ପ୍ୟୁଟର ତିଆରି କରିବା ଦିଗରେ କାମ କରୁଛନ୍ତି, ଯାହା ଜୀବନ୍ତ କୋଷ (Living Cells) ଦ୍ୱାରା ଚାଲିପାରିବ। ଏହାକୁ…

Internet Service: କଟକରେ ଆରମ୍ଭ ହେଲା ଇଣ୍ଟରନେଟ ସେବା, ଫେରୁଛି ସ୍ୱାଭାବିକ ସ୍ଥିତି

କଟକ: କଟକରେ ଆରମ୍ଭ ହେଲା ଇଣ୍ଟରନେଟ ସେବା । ୪୮ ଘଣ୍ଟା ଧରି ବନ୍ଦ ଥିଲା ଇଣ୍ଟରନେଟ। ସନ୍ଧ୍ୟା ୭ଟା ରୁ ପୁଣି ଇଣ୍ଟରନେଟ ସେବା ଆରମ୍ଭ ହୋଇଛି କଟକ ସହରରେ। କଟକରେ ଲାଗି ରହିଥିବା ଉତ୍ତେଜନା ପାଇଁ ଇଣ୍ଟରନେଟ ସେବାକୁ ବନ୍ଦ କରାଯାଇଥିଲା। କର୍ଫ୍ୟୁ ଆଜି ଦିନ ୧୦ଟାରୁ ହଟି ସାରିଥିବା ବେଳେ ଆଜି…

ବିହାର ପାଇଁ ବିଜେପିର ସୁପର୍‌ ପ୍ଲାନ, ନିର୍ବାଚନ ଲଢ଼ିବେ ତିନି ସାଂସଦ

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ୨୦୨୫ ପୂର୍ବରୁ ଭାରତୀୟ ଜନତା ପାର୍ଟି (ବିଜେପି) ଏକ ବଡ଼ ରଣନୀତି କରିଛି। ଏହା ଏକ ଏମିତି ରଣନୀତି ଯେଉଁଥିରେ ଦଳ କେବଳ ସ୍ଥାନୀୟ ନେତାମାନଙ୍କ ଉପରେ ନିର୍ଭର ରହିବାକୁ ଚାହୁଁନାହି, ବରଂ ନିଜର ତିନି ସାଂସଦଙ୍କୁ ବିଧାନସଭା ନିର୍ବାଚନରେ ମୈଦାନରେ…

ସଞ୍ଜୁ ସାମସନଙ୍କ ପ୍ରତି ହେଉ ନାହିଁ ତ ଅନ୍ୟାୟ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟରେ ସଞ୍ଜୁ ସାମସନ ଜଣେ ଉଦୀୟମାନ ତାରକା । ୧୯ ବର୍ଷରୁ କମ ବିଶ୍ୱକପରୁ ଏ ପର୍ଯ୍ୟନ୍ତ ସେ ତାଙ୍କ ପ୍ରଦର୍ଶନ ମାଧ୍ୟମରେ ସମସ୍ତଙ୍କୁ ପ୍ରଭାବିତ କରିପାରିଛନ୍ତି । ତେବେ ଟିମ ଇଣ୍ଡିଆରେ ତାଙ୍କୁ ଉପଯୁକ୍ତ ସୁଯୋଗ ମିଳୁନି । ଯାହାକୁ ନେଇ କ୍ୟାରିୟରର ଦୋ ଛକିରେ ସଞ୍ଜୁ…

ପଦଯାତ୍ରୀଙ୍କ ସୁରକ୍ଷା ପାଇଁ ନିୟମ ପ୍ରସ୍ତୁତ କରନ୍ତୁ… ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ:ଦେଶରେ କ୍ରମାଗତ ଭାବରେ ବୃଦ୍ଧି ପାଉଥିବା ସଡ଼କ ଦୁର୍ଘଟଣା ଉପରେ ଚିନ୍ତା ପ୍ରକାଶ କରି ସୁପ୍ରିମକୋର୍ଟ ମଙ୍ଗଳବାର ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଛଅ ମାସ ମଧ୍ୟରେ ସଡ଼କ ସୁରକ୍ଷା ସମ୍ବନ୍ଧୀୟ ନିୟମ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସଡ଼କ ସୁରକ୍ଷା…

ଯୁଦ୍ଧ ବେଳେ କାହାର ବି ସମ୍ପତ୍ତି ନିଜ ଅଧିନକୁ ନେଇଥାଏ କି ଆର୍ମି ? ଜାଣନ୍ତୁ କାହା ପାଖେ ରହିଛି ପାୱାର

ନୂଆଦିଲ୍ଲୀ: ଯେତେବେଳେ କୌଣସି ଦେଶରେ ଯୁଦ୍ଧ କିମ୍ବା ଗମ୍ଭୀର ଜରୁରୀ ପରିସ୍ଥିତି ଆସିଥାଏ, ସେତେବେଳେ ରକ୍ଷା ବାହିନୀକୁ ପ୍ରଥମେ ତୁରନ୍ତ ସମ୍ବଳ ଜୁଟାଇବାର ଆବଶ୍ୟକତା ପଡ଼େ, ସେ ଜମି ହେଉ, ଯାନବାହନ, ଘର ହେଉ କିମ୍ବା ଅନ୍ୟ କିଛି ଯାହା ରକ୍ଷା କାର୍ଯ୍ୟରେ କାମରେ ଆସେ। ଏଭଳି ସମୟରେ ଲୋକଙ୍କ…

ଟେକ୍ ସପୋର୍ଟ ସ୍କାମ ମାମଲା: ଇଡିର ୧୫ଟି ସ୍ଥାନରେ ଚଢାଉ, ନକଲି କଲ୍ ସେଣ୍ଟର ମାଧ୍ୟମରେ ହେଉଥିଲା କୋଟି କୋଟି ଟଙ୍କାର…

ନୂଆଦିଲ୍ଲୀ: ଆକ୍ସନ ମୁଡରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED)। ଇଡି ଏକ ଟେକ୍ ସପୋର୍ଟ ଠକେଇ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ମଙ୍ଗଳବାର ଦିନ ଅଧିକାରୀମାନେ ଦିଲ୍ଲୀ, ନୋଏଡା, ଗୁରୁଗ୍ରାମ, ହରିୟାଣା ଏବଂ ମୁମ୍ବାଇର ପ୍ରାୟ ୧୫ଟି ସ୍ଥାନରେ ଚଢାଉ କରିଛି। ତଦନ୍ତରୁ ଜଣାପଡିଛି ଯେ…