ମୁମ୍ବାଇ-ଦିଲ୍ଲୀ ଇଣ୍ଡିଗୋ ବିମାନକୁ ବୋମା ଧମକ
ନୂଆଦିଲ୍ଲୀ: ମୁମ୍ବାଇରୁ ଦିଲ୍ଲୀ ଅଭିମୁଖେ ଯାଉଥିବା ଏକ ଇଣ୍ଡିଗୋ ବିମାନକୁ ବୋମା ଧମକ ମିଳିଛି। ଫ୍ଲାଇଟ୍ ନମ୍ବର 6E 762 ପ୍ରାୟ ୨୦୦ ଜଣ ଲୋକଙ୍କୁ ନେଇଯାଉଥିଲା।
ସୂଚନା ଅନୁଯାୟୀ, ଏହି ଧମକ ପରେ ଦିଲ୍ଲୀ ବିମାନବନ୍ଦରରେ ସମ୍ପୂର୍ଣ୍ଣ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଥିଲା।…