ବେଜିଂରେ ପ୍ରବଳ ବର୍ଷା; ୩୦ରୁ ଅଧିକଙ୍କ ପ୍ରଣହାନୀ, ୮୦ ହଜାରରୁ ଅଧିକ ଲୋକ ପ୍ରଭାବିତ
ବେଜିଂ: ଚୀନର ରାଜଧାନୀ ବେଜିଂର ଉତ୍ତର ଉପକଣ୍ଠରେ କିଛି ଦିନ ଧରି ପ୍ରବଳ ବର୍ଷା ହେବା ଫଳରେ ଅତି କମରେ ୩୦ ଜଣଙ୍କର ମୃତ୍ୟୁ ହୋଇଛି । ଚୀନର ଗଣମାଧ୍ୟମ ଅନୁଯାୟୀ, ରାଜଧାନୀରେ ୮୦ ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ଅନେକ ରାସ୍ତା କ୍ଷତିଗ୍ରସ୍ତ ହୋଇଛି ଏବଂ ୧୩୬ରୁ ଉର୍ଦ୍ଧ୍ବ…