Latest Odisha News

ଶିମିଳିପାଳ ଟାଇଗର ରିଜର୍ଭରେ ୪ ଶିକାରୀଙ୍କୁ ଧରାଇଦେଲା ଏଆଇ କ୍ୟାମେରା, ଦୁଇ ଦେଶୀ ବନ୍ଧୁକ ଜବତ

ମୟୂରଭଞ୍ଜ: ଶିମିଳିପାଳ ଟାଇଗର ରିଜର୍ଭରେ ଶିକାରୀଙ୍କୁ ଧରାଇଦେଲା ଏଆଇ କ୍ୟାମେରା । ଶିକାର କରିବା ସମୟରେ ଟାଇଗର ରିଜର୍ଭରେ ଧରାପଡ଼ିଲେ ୪ ଶିକାରୀ । ତାଙ୍କ ଠାରୁ ଦୁଇଟି ଦେଶୀ ବନ୍ଧୁକ ଜବତ କରାଯାଇଛି । ଅଭିଯୁକ୍ତମାନେ ବନ୍ୟପ୍ରାଣୀ ସୁରକ୍ଷା ଆଇନ ୧୯୭୨ ର ବିଭିନ୍ନ ଧାରା ଉଲଂଘନ…

ଭାରତ କରିବ ଆଗ ବ୍ୟାଟିଂ, ଚୂଡାନ୍ତ ଏକାଦଶ ଅପରିବର୍ତିତ

ଅହମ୍ମଦାବାଦ: ଟି୨୦ ବିଶ୍ୱକପ ୨୦୨୬ର ଫାଇନାଲ ମ୍ୟାଚ ଆରମ୍ଭ ହୋଇଯାଇଛି । ନ୍ୟୁଜିଲାଣ୍ଡ ଅଧିନାୟକ ମିଚେଲ ସାଂଟେନର ଟସ ଜିତି ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଛନ୍ତି । ଭାରତୀୟ ଦଳ ସେମିଫାଇନାଲ ଖେଳିଥିବା ଚୂଡାନ୍ତ ଏକାଦଶରେ କୌଣସି ପରିବର୍ତନ କରି ନାହିଁ । ନ୍ୟୁଜିଲାଣ୍ଡ କୋଲେ…

International Women’s Day:’ବିଜେପି ସରକାର ସମୟରେ ନାରୀ ଅତ୍ୟାଚାର ବଢ଼ି ଚାଲିଛି,ଶୁଣିବାକୁ କେହି…

ଭୁବନେଶ୍ୱର: ଶଙ୍ଖ ଭବନ ରେ ଆଜି ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଛି। ବିଜୁ ମହିଳା ଜନତା ଦଳ ପକ୍ଷରୁ ଏହି ଅବସରରେ ଆୟୋଜିତ ସମାବେଶ କୁ ଉଦଘାଟନ କରି ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଥିଲେ ଯେ ରାଜ୍ୟରେ ବିଜେପି ସରକାରରେ ନେତୃତ୍ୱ ସଙ୍କଟ ସୃଷ୍ଟି ହୋଇଛି।…

Child Marriage: ଏହି ଜିଲ୍ଲାରେ ସର୍ବାଧିକ ହେଉଛି ବାଲ୍ୟବିବାହ, ପୂର୍ବ ତୁଳନାରେ ବଢ଼ିଛି ୨ ପ୍ରତିଶତ

ପୁରୀ: ପୁରୀ ଜିଲ୍ଲାରୁ ଆସିଛି ଆଶ୍ଚର୍ଯ୍ୟକର ଖବର । ଜିଲ୍ଲାର ୧୦ ଭାଗ ଝିଅ ବାଲ୍ୟବିବାହ କବଳରେ ରହିଛନ୍ତି । ଶେଷ ଥର ପାଇଁ ୨୦୧୯-୨୧ ମଧ୍ୟରେ ଜାତୀୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ହୋଇଥିବା ସର୍ବେକ୍ଷଣରୁ ଜଣାପଡ଼ିଛି, ଜିଲ୍ଲାରେ ୨୦ରୁ ୨୪ ବର୍ଷ ବୟସ ବର୍ଗରେ ଥିବା ୧୦.୨…

Parrot Hatchlings: ବନାଞ୍ଚଳ ରେଞ୍ଜରୁ ୧୦୮ ଶୁଆ ଶାବକ ଉଦ୍ଧାର; ଜଣେ ଗିରଫ

ମୟୂରଭଞ୍ଜ: ରାଇରଙ୍ଗପୁର ବନଖଣ୍ଡରେ ୧୦୮ଟି ଶୁଆ ଶାବକକୁ ଉଦ୍ଧାର କରିଛି ବନ ବିଭାଗ। ସୂଚନା ଅନୁଯାୟୀ ରାଇରଙ୍ଗପୁର ବନଖଣ୍ଡ ଗୋରୁମହିଷାଣି ଅଞ୍ଚଳର ସେକ ଜାକିର ହୁସେନ (୩୮) ବେଆଇନ୍ ଭାବେ ବିଭିନ୍ନ ଅଞ୍ଚଳରୁ ସଂଗ୍ରହ କରିଥିବା ୧୦୮ ଶୁଆ ଶାବକକୁ ବିକ୍ରି କରିବାକୁ ଯୋଜନା କରୁଥିବା ବେଳେ ଗିରଫ…

Mojtaba Khamenei Wounded: ଇସ୍ରାଏଲୀ ଆକ୍ରମଣରେ ଆହତ ଖାମିନେଇଙ୍କ ପୁଅ? ଇରାନର ସର୍ବୋଚ୍ଚ ନେତା ବନିବା ନେଇ…

ନୂଆଦିଲ୍ଲୀ: ଇରାନର ପରବର୍ତ୍ତୀ ସର୍ବୋଚ୍ଚ ନେତା ଭାବରେ ବିବେଚିତ ମୋଜତାବା ଖାମେନେଇ ଇସ୍ରାଏଲୀ ବିମାନ ଆକ୍ରମଣରେ ଆହତ ହୋଇଥିବା ଜଣାପଡ଼ିଛି। ରିପୋର୍ଟ ଅନୁଯାୟୀ, ଆକ୍ରମଣ ଫେବୃଆରୀ ୨୮ ତାରିଖରେ ଆରମ୍ଭ ହୋଇଥିବା ଇସ୍ରାଏଲୀ ସାମରିକ ଅଭିଯାନ ଅପରେସନ ଲାୟନ୍ସ ରୋର ସମୟରେ ହୋଇଥିଲା। ସେହି…

୨୦ ବର୍ଷ ପରେ ଟେଷ୍ଟରେ ହାରିଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ ଟିମ ୨୦ ବର୍ଷ ପରେ ଟେଷ୍ଟ କ୍ରିକେଟରେ ଶୋଚନୀୟ ଭାବେ ପରାଜୟବରଣ କରିଛି । ଅଷ୍ଟ୍ରେଲିଆ ୧୦ ୱିକେଟରେ ଭାରତକୁ ସହଜରେ ପରାଜିତ କରିଛି । ଏହା ଏଲୀସା ହୀଲେଙ୍କ କ୍ୟାରିୟରର ଶେଷ ମ୍ୟାଚ ଥିଲା । ୨୦ ବର୍ଷ ମଧ୍ୟରେ ଭାରତ ୯ଟି ଟେଷ୍ଟ ମ୍ୟାଚ ଖେଳିଛି । ଏଥିରୁ…

PM Inaugurates Delhi Metro Corridors: ଦିଲ୍ଲୀ ବନିଲା ଦେଶର ପ୍ରଥମ ‘ରିଙ୍ଗ ମେଟ୍ରୋ ରାଜଧାନୀ’,…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ ପିଙ୍କ୍ ଲାଇନର ୧୨.୩ କିଲୋମିଟର ଲମ୍ବା ମଜଲିସ୍ ପାର୍କ-ମୌଜପୁର-ବାବରପୁର ସେକ୍ସନ୍ ଏବଂ ମାଜେଣ୍ଟା ଲାଇନର ୯.୯ କିଲୋମିଟର ଲମ୍ବା ଦୀପାଲି ଚୌକ୍-ମଜଲିସ୍ ପାର୍କ ଏକ୍ସଟେନ୍ସନ୍ ଉଦଘାଟନ କରିଛନ୍ତି। ସେ ଦିଲ୍ଲୀ ମେଟ୍ରୋ ପ୍ରକଳ୍ପର…

ସରଣ୍ଡା ଜଙ୍ଗଲରେ ପୁଣି ପୁଲିସ-ମାଓବାଦୀ ମୁହାଁମୁହିଁ, ଘେରାବନ୍ଦୀରେ କୋଟିଏ ଟଙ୍କିଆ ଟପ୍ ମାଓବାଦୀ

ସୁନ୍ଦରଗଡ: ସରଣ୍ଡାରେ ଚାଲିଛି ବଡ଼ ମାଓ ଅପରେସନ୍ । ଓଡ଼ିଶା-ଝାଡ଼ଖଣ୍ଡ ପଶ୍ଚିମ ସିଂହଭୂମ ସରଣ୍ଡା ଜଙ୍ଗଲର କୁମଡ଼ିହ ଓ କୋଲବୋଙ୍ଗା ଅଞ୍ଚଳରେ ମୁହାଁମୁହିଁ ହୋଇଛନ୍ତି ମାଓବାଦୀ ଓ ସୁରକ୍ଷାକର୍ମୀ । ଉଭୟଙ୍କ ମଧ୍ୟରେ ଚାଲିଛି ପ୍ରବଳ ମାତ୍ରାରେ ଗୁଳିବିନିମୟ । ଟପ୍ ମାଓ ନେତା ମିସିର ବେସରା ସହ…

Nishant Joins JD(U): ବାପାଙ୍କ ଅନ୍ତେ ବିହାର ରାଜନୀତି ସମ୍ଭାଳିବେ ପୁଅ ନିଶାନ୍ତ! ଜେଡିୟୁରେ ଦେଲେ ଯୋଗ…

ପାଟନା: ଶେଷରେ ରାଜ୍ୟର ରାଜନୈତିକ ମହଲରେ ଗତ କିଛି ଦିନ ଧରି ଯାହା ନେଇ ଜୋରଦାର ଆଲୋଚନା ଚାଲିଛି ତାହା ବାସ୍ତବରେ ପରିଣତ ହୋଇଛି। ବାପାଙ୍କ ଜାଗାରେ ବିହାର ରାଜନୀତିର ମଙ୍ଗ ଧରିବେ ପୁଅ ନିଶାନ୍ତ କୁମାର। ରାଜନୈତିକ ମହଲରେ ଯାହା ଚର୍ଚ୍ଚା ହେଉଥିଲା, ତାହା ଆଜି ଘଟିଛି। ମୁଖ୍ୟମନ୍ତ୍ରୀ ନୀତିଶ…