Odisha Assembly Monsoon Session: ଚାଲିପାରୁନି ଗୃହ, ଆଜି ତୃତୀୟ ଦିନରେ ବିରୋଧୀଙ୍କ ହଟ୍ଟଗୋଳ, ୪ଟା ଯାଏଁ ଗୃହ…
ଭୁବନେଶ୍ବର: ଚାଲିପାରୁନି ଗୃହ । ସାର ପ୍ରସଙ୍ଗ ନେଇ ଦୁଇ ଦିନ ହେଲାଣି ଜେରଦାର ହଙ୍ଗାମା କରୁଛନ୍ତି ବିଜେଡି ସଦସ୍ୟ । ଆଜି ମଧ୍ୟ ଗୃହ ଆରମ୍ଭରୁ ସମାନ ଦୃଶ୍ୟ ରହିଥିବା ବେଳେ ଗୃହକୁ ଅପରାହ୍ଣ ୪ଟା ଯାଏଁ ମୁଲତବୀ ରଖିଛନ୍ତି ବାଚସ୍ପତି ସୁରମା ପାଢୀ ।
ତେବେ ଗୃହ ଆରମ୍ଭରୁ ପୂର୍ବତନ ବିଧାୟକ…