Latest Odisha News

BREAKING NEWS

ଦିଲ୍ଲୀରୁ ମୁମ୍ବାଇ iPHONE 17 ପାଇଁ କ୍ରେଜ: କିଣିବା ପାଇଁ ଗ୍ରାହକଙ୍କ ମଧ୍ୟରେ ବାଡିଆ ପିଟା, ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ସାରା ବିଶ୍ୱରେ iPhonesର କେତେ କ୍ରେଜ୍ ତାହା ସମସ୍ତଙ୍କୁ ଜଣା। ଆଉ ଏବେ ଆପଲ୍ ବହୁ ପ୍ରତୀକ୍ଷିତ ଆଇଫୋନ୍-୧୭ ଲଞ୍ଚ କରିଛି। ଯାହାକୁ ନେଇ ଭାରତରେ ମଧ୍ୟ କ୍ରେଜ୍ ଦେଖିବାକୁ ମିଳିଛି। ଆଇଫୋନ୍ ୧୭ ସିରିଜ୍ ପାଇଁ ପାଗଳ ହେଉଛନ୍ତି ଲୋକେ । ଦିଲ୍ଲୀରୁ ମୁମ୍ବାଇ ଯାଏ ଆଇଫୋନ୍ ୧୭…

Russian Minister’s Warning To Trump: “ଭାରତ-ଚୀନ୍ ନିଷ୍ପତ୍ତି ବଦଳିବ ନାହିଁ,” ଟ୍ରମ୍ପଙ୍କ…

ନୂଆଦିଲ୍ଲୀ: ଯୁକ୍ତରାଷ୍ଟ୍ର ଆମେରିକା ଭାରତ, ଚୀନ୍ ଏବଂ ସମସ୍ତ ୟୁରୋପୀୟ ଦେଶମାନେ ରୁଷଠାରୁ ତେଲ କିଣିବା ଉପରେ ଲଗାତାର ଆପତ୍ତି ଉଠାଇଛି। ଟ୍ରମ୍ପ G7 ଦେଶ ଏବଂ ୟୁରୋପକୁ ରୁଷ ଏବଂ ଏହାର ସହଯୋଗୀ ଦେଶମାନଙ୍କ ଉପରେ କଠୋର କଟକଣା ଲାଗୁ କରିବାକୁ ମଧ୍ୟ ଆହ୍ୱାନ କରିଛନ୍ତି। ଏବେ, ପ୍ରଥମ ଥର…

Yasin Malik’s Explosive Claim: “ହାଫିଜ୍ ସଇଦକୁ ଭେଟିବା ପରେ ଅଭିନନ୍ଦନ ଜଣାଇଥିଲେ ପୂର୍ବ…

ନୂଆଦିଲ୍ଲୀ: କାଶ୍ମୀର ବିଚ୍ଛିନ୍ନତାବାଦୀ ନେତା ୟାସିନ୍ ମଲିକ ତାଙ୍କ ସଦ୍ୟତମ ସତ୍ୟପାଠରେ ଅନେକ ଚାଞ୍ଚଲ୍ୟକର ଦାବି କରିଛନ୍ତି। ମଲିକ ଦାବି କରିଛନ୍ତି ଯେ ପାକିସ୍ତାନରେ ଲସ୍କର-ଏ-ତୈବା ମୁଖ୍ୟ ତଥା ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ୍ ସଇଦ ସହ ତାଙ୍କର ସାକ୍ଷାତ ଭାରତୀୟ…

ଶ୍ରୀମୟୀଙ୍କ କଥା କହି ଦେବାଶିଷଙ୍କୁ ତାଚ୍ଛଲ୍ୟ କଲେ ପ୍ରମିଳା

ଭୁବନେଶ୍ୱର: ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କ ସପକ୍ଷରେ ବାହାରିଛନ୍ତି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ । ଶ୍ରୀମୟୀଙ୍କୁ ଦଳ ଅଣଦେଖା କରିଛି, ଆଉ ଦଳ ବିରୋଧରେ ମୁହଁ ଖୋଲିଲେ ଆକ୍ସନ ନେବା ଠିକ ନୁହେଁ ବୋଲି ସେ କହିଛନ୍ତି । କେବଳ ଶ୍ରୀମୟୀ ନୁହଁନ୍ତି ପ୍ରଫୁଲ୍ଲ ମଲ୍ଲିକ, ଭାସ୍କର…

ଶିକ୍ଷକ-ଶିକ୍ଷୟତ୍ରୀ ବଦଳି ଏବଂ ନିଯୁକ୍ତି ଗଣଶିକ୍ଷା ବିଭାଗ ପକ୍ଷର ବଡ ନିଷ୍ପତ୍ତି…

ଭୁବନେଶ୍ୱର: ନିଜ ଜିଲ୍ଲାରେ ଆଉ ଶିକ୍ଷକଙ୍କୁ ମିଳିବନି ନିଯୁକ୍ତି । ଓଡ଼ିଶା ସରକାର ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ବଦଳି ଓ ନିଯୁକ୍ତି ପାଇଁ ନୂଆ ନୀତି ପ୍ରସ୍ତୁତ କରିଛନ୍ତି । ସାଧାରଣ ପ୍ରଶାସନ ବିଭାଗ ନିୟମ ଅନୁସାରେ, ବାର୍ଷିକ ବଦଳି ଏପ୍ରିଲ ୧୫ ତାରିଖରୁ ଜୁନ୍ ୧୫ ମଧ୍ୟରେ ହେବ । ନିଜ…

Man Survives on Motor Oil: ନା ରୁଟି, ନା ଭାତ…ଗତ ୩୦ ବର୍ଷ ହେଲାଣି କେବଳ ‘ଇଞ୍ଜିନ ଅଏଲ’ ପିଇ…

ବେଙ୍ଗାଲୁରୁ: ଯେଉଁଠାରେ ଖାଦ୍ୟ କିମ୍ବା ପାଣି ବିନା ଗୋଟିଏ ଦିନ ମଧ୍ୟ ବଞ୍ଚିବା ଅସମ୍ଭବ, ସେଠାରେ କର୍ଣ୍ଣାଟକର ଏହି ବ୍ୟକ୍ତି ଗତ ୩୦ ବର୍ଷ ଧରି ଗୋଟିଏ ବି ଖାଦ୍ୟ ଛୁଇଁ ନାହାଁନ୍ତି ଏବଂ ଅନ୍ୟ ସାଧାରଣ ବ୍ୟକ୍ତିଙ୍କ ପରି ସୁସ୍ଥ ଜୀବନଯାପନ କରୁଛନ୍ତି। ଏବେ ଆପଣ ଭାବୁଥିବେ ଯେ ଯଦି ସେ ଖାଦ୍ୟ…

AI-generated Minister: ବିଶ୍ୱର ପ୍ରଥମ ଏଆଇ ମନ୍ତ୍ରୀ, ସଂସଦରେ ନିଜ ଶକ୍ତିଶାଳୀ ଭାଷଣରେ କଲେ ସ୍ତବ୍ଧ…ତଥାପି…

ନୂଆଦିଲ୍ଲୀ: ଆଜିକାଲି ବିଶ୍ୱସ୍ତରରେ ଏଆଇ ପ୍ରଯୁକ୍ତିବିଦ୍ୟା ଲୋକପ୍ରିୟ ହେଉଛି। ଏଆଇ ସଫ୍ଟୱେର୍ ଏବଂ ଏଆଇ ଉପକରଣ ସହିତ, ଏଆଇ ନ୍ୟୁଜ୍ ଆଙ୍କର ମଧ୍ୟ ଅନେକ ସ୍ଥାନରେ ବ୍ୟବହୃତ ହେଉଛି। ହେଲେ ଏବେ ରାଜନୀତିରେ ବି ଏଆଇର କରାମତି ସମସ୍ତଙ୍କୁ ସ୍ତବ୍ଧ କରିଛି । ଏବେ ଏଆଇ ସଂସଦରେ ମଧ୍ୟ ଏଣ୍ଟ୍ରି…

Constable Murder Case:ରେଡ୍ ଫ୍ଲାଗ୍ ହେଲା ଲେଡି କନଷ୍ଟେବଳ ଶୁଭମିତ୍ରା ହତ୍ୟା ମାମଲା

ଭୁବନେଶ୍ବର: ଟ୍ରାଫିକ କନେଷ୍ଟବଳ ଶୁଭମିତ୍ରା ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଦୀପକ ରାଉତ ପାଇଁ ବଢ଼ିଲା ଅଡ଼ୁଆ। ପ୍ରଥମ ସ୍ତ୍ରୀଙ୍କର ମୃତ୍ୟୁ ଘଟଣା ଓ ଶୁଭମିତ୍ରା ମର୍ଡର କେସ ଏବେ ରେଡ୍ ଫ୍ଲାଗ ଅନ୍ତର୍ଭୁକ୍ତ। କ୍ରାଇମବ୍ରାଞ୍ଚ ଡିଜିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ହେବ ତଦନ୍ତ। କମିସନରେଟ…

US Blocks Pak, China Bid: ଜାତିସଂଘରେ ପାକିସ୍ତାନକୁ ଝଟକା, ବନ୍ଧୁ ଆମେରିକା ଛାଡିଲା ହାତ…

ନୂଆଦିଲ୍ଲୀ: ଜାତିସଂଘରେ ହାରିଲା ପାକିସ୍ତାନ । ପାକିସ୍ତାନ ଏବଂ ଚୀନ୍ ଜାତିସଂଘ ସୁରକ୍ଷା ପରିଷଦରେ ବଲୁଚିସ୍ତାନ ଲିବରେସନ ଆର୍ମି ଏବଂ ଏହାର ମାଜିଦ୍ ବ୍ରିଗେଡକୁ ନିଷେଧ କରିବାକୁ ଚେଷ୍ଟା କରିଥିଲେ। ହେଲେ ପ୍ରମାଣ ଅଭାବ ଦର୍ଶାଇ ଆମେରିକା, ୟୁକେ ଏବଂ ଫ୍ରାନ୍ସ ପ୍ରସ୍ତାବକୁ ଅବରୋଧ କରିଥିଲେ।…

Gold Price Today: ଆସୁଛି ପାର୍ବଣ; ଏପଟେ ବଢିଲା ସୁନା-ରୂପା ଦର

ଭୁବନେଶ୍ବର: ଚିନ୍ତା ବଢେଇଛି ସୁନା ଏବଂ ରୂପା ଦର । ଆଜି ପୁଣି ଭାରତୀୟ ବଜାରରେ ସୁନା ଏବଂ ରୂପା ଦର ବଢିଲା । ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୧୧,୩୩୦ ଟଙ୍କା ରହିଛି । ଏହା ଗତକାଲି ୧୦ ଗ୍ରାମ ପିଛା ୧, ୧୧,୧୭୦ ଟଙ୍କା ଥିଲା । ସେହିପରି ୨୨…