Latest Odisha News

BREAKING NEWS

ବନ୍ଧୁକ ଡିଲ୍ ବେଳେ ମାଡ଼ିବସିଲା ଏସଟିଏଫ୍: ୮ଟି ଦେଶୀ ବନ୍ଧୁକ ସହ ଅଭିଯୁକ୍ତ ଗିରଫ

ଅନୁଗୋଳ: ଏସଟିଏଫର ଚଢ଼ାଉ ବେଳେ ମିଳିଲା ୮ଟି ଦେଶୀ ବନ୍ଧୁକ । ୭ଟି ଗୁଳି । ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି । ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ କେରଜାଙ୍ଗ ଗାଁ ନିକଟରୁ ଏସବୁ ବନ୍ଧୁକ ଜବତ କରିଛି ଏସଟିଏଫ୍ । ଗିରଫ ଅଭିଯୁକ୍ତର ନାଁ ରତ୍ନାକର କାଲଟା । ଘର ସମ୍ୱଲପୁର ଜିଲ୍ଲା…

ଭାରତରେ ଫେବ୍ରୁଆରୀରେ ଓମିକ୍ରନ୍ ଆଣିବ ତୃତୀୟ ଲହର !

ନୂଆଦିଲ୍ଲୀ: ବ୍ରିଟେନ୍, ଫ୍ରାନ୍ସ, ଆମେରିକା ଭଳି ଦେଶରେ ଓମିକ୍ରନ୍ ପ୍ରଭାବ ଦେଖାଉଛି । ସଂକ୍ରମଣ ହୁ ହୁ ହୋଇ ବଢୁଛି । ବିଶ୍ୱରେ ପାଖାପାଖି ୯୦ ଦେଶରେ ବ୍ୟାପିଲାଣି ଓମିକ୍ରନ୍ । ଭାରତରେ ୧୨ ରାଜ୍ୟରେ ୧୪୫ ସଂକ୍ରମିତ ଚିହ୍ନଟ ହେଲେଣି । ଏଭଳି ସ୍ଥିତିରେ ଆଗକୁ ଦେଶରେ ଓମିକ୍ରନ୍ ଦ୍ରୁତ…

ରାଜ୍ୟରେ ଆଉ ୨ କରୋନା ଆକ୍ରାନ୍ତ ମୃତ

ଭୁବନେଶ୍ୱର: କରୋନାରେ ପୁଣି ଦୁଇଜଣଙ୍କ ମୃତ୍ୟୁ । ରାଜ୍ୟରେ ଗତ ୨୪ଘଣ୍ଟାରେ ୧୯୩ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଦୁଇଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । କରୋନା ଜନିତ ମୃତକଙ୍କ…

ରାଜ୍ୟରେ ୨୪ଘଣ୍ଟାରେ ୧୯୩ଜଣ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ଘଣ୍ଟା ମଧ୍ୟରେ ୧୯୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧ କେନ୍ଦ୍ରରୁ ୧୧୨ଜଣ ଓ ସ୍ଥାନୀୟ ସଂକ୍ରମଣରୁ ୮୧ଜଣ କେସ୍ ବାହାରିଛି । ସେହିପରି ୧୮ବର୍ଷରୁ କମ୍ ବୟସ ମଧ୍ୟରେ ୩୪ଜଣ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା…

INSର ନୂଆ ସଭାପତି ମୋହିତ ଜୈନ, ସମାହିତ ବଳ କାର୍ଯ୍ୟକାରୀ କମିଟି ସଦସ୍ୟ ନିର୍ବାଚିତ

ନୂଆଦିଲ୍ଲୀ: ଇଣ୍ଡିଆନ୍ ନ୍ୟୁଜ୍ ପେପର୍ ସୋସାଇଟି ବା ଆଇଏନଏସର ନୂଆ ସଭାପତି ଭାବରେ ଇକୋନୋମିକ୍ ଟାଇମ୍ସର ମୋହିକ ଜୈନ୍ ନିର୍ବାଚିତ ହୋଇଛନ୍ତି । ଭିଡିଓ କନଫରେନ୍ସିଂରେ ଆଇଏନଏସର ୮୨ତମ ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ୨୦୨୧-୨୦୨୨ ବର୍ଷ ଲାଗି ନିର୍ବାଚିତ ଅନୁଷ୍ଠିତ…

ପରଲୋକରେ ବରିଷ୍ଠ ସାମ୍ବାଦିକ ବନ ବିହାରୀ ମହାନ୍ତି

ଭୁବନେଶ୍ୱର: ପରଲୋକରେ ବରିଷ୍ଠ ସାମ୍ବାଦିକ ବନ ବିହାରୀ ମହାନ୍ତି । ୭୧ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଦୀର୍ଘ ଦିନରୁ ସେ ଅସୁସ୍ଥ ଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ବନ ବିହାରୀ ମହାନ୍ତି ଦୀର୍ଘ ଦିନ ଧରି ବିଭିନ୍ନ ଖବରକାଗଜରେ କାର୍ୟ୍ୟ କରି…

ସୁରକ୍ଷାକର୍ମୀଙ୍କ ସହ ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ

ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟର । ଜଣେ ଆତଙ୍କବାଦୀ ନିହତ ହୋଇଛନ୍ତି । ଶ୍ରୀନଗର ଜିଲ୍ଲା ହରୱାନ ଦରବାଗ ଧରା ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ସହ ଗୁଳି ବିନିମୟ ହୋଇଥିଲା । ସର୍ଚ୍ଚ ଅପରେସନ ଏବେବି ଚାଲିଛି । କାଶ୍ମୀର ଜୋନ୍ ପୋଲିସ ଟୁଇଟ ଜରିଆରେ ଏହି ସୂଚନା…

ଇତିହାସ ରଚିଲେ କିଦାମ୍ବୀ ଶ୍ରୀକାନ୍ତ: ଓ୍ୱାଲର୍ଡ ବ୍ୟାଡମିଣ୍ଟନ ଚାମ୍ପିଅନସିପ୍ ଫାଇନାଲରେ ପ୍ରଥମ ଭାରତୀୟ

ସ୍ପୋର୍ଟସ ବ୍ୟୁରୋ(ଓଡ଼ିଶା ସମ୍ବାଦ): ଇତିହାସ ରଚିଲେ ଭାରତର ସଟଲର କିଦାମ୍ବୀ ଶ୍ରୀକାନ୍ତ । ଓ୍ୱାଲର୍ଡ ବ୍ୟାଡମିଣ୍ଟନ ଚାମ୍ପିଅନସିପ୍ ଫାଇନାଲ ଟିକେଟ ହାତଇଛନ୍ତି ଶ୍ରୀକାନ୍ତ । ପ୍ରଥମ ଭାରତୀୟ ଭାବରେ ସେ ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିଅନସିପ୍ ଫାଇନାଲରେ ସ୍ଥାନ ପକ୍କା କରିଛନ୍ତି । ଗତକାଲି…

ତପସ୍ୱିନୀଙ୍କ ତପସ୍ୟା: ଶୀତ କାକରରେ ଶ୍ୱଶୁର ଘର ଆଗରେ ଅହୋରାତ୍ର ଧାରଣା

ବ୍ରହ୍ମପୁର: ବହୁ ଚର୍ଚ୍ଚିତ ଦମ୍ପତି ଡାକ୍ତର ସୁମିତ ସାହୁ ଓ ତପସ୍ୱିନୀଙ୍କ ପାରିବାରିକ ବିବାଦ ଥମୁନି । ଅଧିକ ଜଟିଳ ହେବାରେ ଲାଗିଛି । ନ୍ୟାୟ ପାଇଁ ଲଢ଼େଇ ଜାରି ରଖିଛନ୍ତି ତପସ୍ୱିନୀ । ଆସିକା ଗେଷ୍ଟ ହାଉସ୍ ଛାଡ଼ିବା ପରେ ପୁଣି ଥରେ ଶ୍ୱଶୁର ଘର ଆଗରେ ଧାରଣାରେ ବସିଛନ୍ତି । ଦୁଇ ଦିନ ହେବ…

ଓଡ଼ିଶାରେ ହାଡ଼ଭଙ୍ଗା ଶୀତ, ଆହୁରି ୪ ଦିନ ଅନୁଭୂତ ହେବ ପ୍ରବଳ ଶୀତ

ଭୁବନେଶ୍ୱର: ଓଡ଼ିଶାରେ ହାଡ଼ଭଙ୍ଗା ଶୀତ । ଜାଡ଼ରେ ଥରୁଛନ୍ତି ଲୋକେ । ୨୬ତାରିଖ ଯାଏଁ ଶୀତର ଲହରୀ ଅଧିକ ରହିବ । ଫୁଲବାଣୀରେ ପାରଦ ୭ଡ଼ିଗ୍ରୀକୁ ଖସିଛି । ଉତ୍ତର- ପଶ୍ଚିମ ତଥା ଉତ୍ତର ଦିଗରୁ ପ୍ରବାହିତ ଶୁଷ୍କ ଥଣ୍ଡା ବାୟୁ ଯୋଗୁଁ ରାଜ୍ୟରେ ପାରଦ ଖସୁଥିବା ପାଣିପାଗ ବିଭାଗ ସୂଚନା ଦେଇଛି ।…