ମାଙ୍କଡଙ୍କ ପ୍ରତିଶୋଧ, ମାରି ସାରିଲେଣି ୨୫୦ରୁ ଅଧିକ କୁକୁର ଛୁଆ
ମୁମ୍ବାଇ: ମହାରାଷ୍ଟ୍ର ବିଡ ଜିଲ୍ଲାର ମାଜଲ ଗ୍ରାମରେ ଏ ଭଳି ଏକ ଘଟଣା ସମ୍ମୁଖକୁ ଆସିଛି ଯାହା କି ସହଜରେ ବିଶ୍ୱାସ କରି ହେଉ ନାହିଁ । ମାଜଲଗ୍ରାମର ଲୋକଙ୍କ କହିବା ଅନୁସାରେ ଏଠାରେ ମାଙ୍କଡମାନେ କୁକୁରଙ୍କ ପ୍ରତି ପ୍ରତିଶୋଧ ପରାୟଣ ହୋଇ ପଡିଛନ୍ତି । କୁକୁର ଛୁଆମାନଙ୍କୁ ଧରି ନେଇ…