Latest Odisha News

BREAKING NEWS

ଗାନ୍ଧୀନୀତି ପ୍ରଗତିର ଆଢ଼ୁଆଳେ

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ ଦକ୍ଷିଣ ଆଫ୍ରିକାରେ ମୋହନଦାସ କରମଚାନ୍ଦ ଗାନ୍ଧୀ ଦୀର୍ଘ ଏକୋଇଶ ବର୍ଷ ରହିବା ସମୟରେ ୧୯୦୩ ରୁ ୧୯୧୩ ପର୍ଯ୍ୟନ୍ତ ଜୋହାନ୍ସବର୍ଗରେ ରହିଥିଲେ । ସେଠାରେ ସେ ହେନେରୀ ପୋଲକ୍ଙ୍କୁ ଭେଟିଥିଲେ । ସେତେବେଳେ ହେନେରୀ ଏକ ପ୍ରତିଷ୍ଠିତ 'ସମାଲୋଚନା' ମୂଳକ…

କବିତା : ହେ ମହାତ୍ମା

ଶୁଭ୍ରାଂଶୁ ଶେଖର ମାହୁନ୍ତ  ପିତା କରମଚାନ୍ଦଙ୍କ ଔରସରୁ ଜନ୍ମିଲ ମୋହନ ଦାସ , ମାତା ପୁତୁଳିବାଈଙ୍କର ଓଠରେ ହରଷେ ଖେଳିଲା ହସ । ଅକ୍ଟୋବର ଦୁଇ ତୁମ ଜନ୍ମଦିନ ସ୍ଥାନ ଯେ ପୋର୍ ବନ୍ଦର , ବଡ ହୋଇ ତୁମେ ଯଶ ରଖିଗଲ ଭାରତ ମାଟି ମାଆର । ଫିରିଙ୍ଗି ଶାସକ ଅଧିନରେ ଆମେ ହୋଇଥିଲୁ…

ଅନୁବାଦ ଗଳ୍ପ : ପେଶାୱର ଏକ୍ସପ୍ରେସ

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୨୨ ମୂଳ ଉର୍ଦ୍ଦୁ : କୃଷନ୍‍ ଚନ୍ଦର ପେଶାୱର ରେଳଷ୍ଟେସନ ଛାଡ଼ିଲା ପରେ ମୁଁ ଆଶ୍ୱସ୍ତିର ଏକ ଦୀର୍ଘଶ୍ୱାସ ପକେଇଲି । ମୋର ସବୁ ଡବାରେ ଲୋକ ଖୁନ୍ଦାଖୁନ୍ଦି ହୋଇ ଥିଲେ । ସେମାନଙ୍କ ଭିତରୁ ପ୍ରାୟ ହିନ୍ଦୁ । ସେମାନେ ସବୁ ପେଶାୱର, ହୋତି…

ଓଡ଼ିଶାରେ ନାରୀ ଜାଗରଣ ଓ ଗାନ୍ଧୀ

ପ୍ରହଲାଦ କୁମାର ସିଂହଙ୍କର ନିୟମିତ ସ୍ତମ୍ବ ‘ଗାନ୍ଧୀ କଥା’  ସ୍ୱାଧୀନୋତ୍ତର ଭାରତ ବର୍ଷରେ ମହିଳାମାନେ ଦେଶର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ସୁପ୍ରିମ୍‍କୋର୍ଟ ଓ ହାଇକୋର୍ଟର ବିଚାରପତି,ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ, ପ୍ରଶାସିକା, ବୈଜ୍ଞାନିକ, ସାମ୍ବାଦିକ ଆଦି…

ଶିଶୁ କବିତା : ଆଲୋ ମୋର କଣ୍ଢେଇ

ପ୍ରତିଭା ସାହୁ  କଣ୍ଢେଇ ମୋ କଣ୍ଢେଇ ଆଲୋ ମୋର କଣ୍ଢେଇ ପିନ୍ଧେଇ ଦେବି ନୂଆ ଜାମା ଚନ୍ଦନ ଟିପା ଲଗେଇ ଆଲୋ ମୋର କଣ୍ଢେଇ । ଗଜରାମାଳ ଖୋସି ଦେବି ମୁଣ୍ଡ ତୋର କୁଣ୍ଡାଇ ପାଦକୁ ମାନିବ ସରୁ ପାଉଁଜି ଦେବିଲୋ ତତେ ପିନ୍ଧାଇ ଆଲୋ ମୋର କଣ୍ଢେଇ । ଗାଡ଼ିରେ ମୋର ବସେଇ ତତେ ସହର…

ଝୋଟ ହସ୍ତକଳା ଗ୍ରାମୀଣ ମହିଳାଙ୍କୁ କରିବ ସ୍ୱାବଲମ୍ବୀ

ବାଲେଶ୍ୱର : ଅହମଦାବାଦର ଇଣ୍ଟରପ୍ରୁନରସିପ ଡେଭଲପମେଣ୍ଟ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ( ଇଡିଆଇ) ଓ ଆସେନଚର ସଂସ୍ଥା ଏବଂ ଭୂବନେଶ୍ୱରର ସ୍ୱେଚ୍ଛାସେବୀ ସଂଗଠନ (ଏଫଡିଆଇ)ର ମିଳିତ ଉଦ୍ୟମରେ, ୨୬ ଦିନ ଧରି ବାଲେଶ୍ୱର ସଦର ବ୍ଳକ ଅନ୍ତର୍ଗତ ଗୁଆଁଳ ପଞ୍ଚାୟତର କୁଡିଆଠାରେ ଆୟୋଜିତ ‘ଝୋଟ ହସ୍ତକଳାର…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୬୮ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଭକ୍ତ ବତ୍ସଳତା ସର୍ବ ଜନବିଦିତ। ଏହା ମଧ୍ୟ ସ୍ପଷ୍ଟ ଯେ ଭକ୍ତର ନିଟୋଲ ଭକ୍ତି ଛଡା ଭଗବାନ (ଶ୍ରୀଜଗନ୍ନାଥ )ଅନ୍ୟ କିଛି ଚାହାନ୍ତିନି। ହଁ ଯଦି ଭକ୍ତି ର…

ମହାତ୍ମା ଗାନ୍ଧୀ

ପ୍ରିୟ କୁନି ପିଲାମାନେ ଆଜି ହେଉଛି ଜାନୁଆରୀ ୩୦ ତାରିଖ । ଆଜି ଆମ ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ତିରୋଧାନ ଦିବସ । ଆଜି ଆମେ ତାଙ୍କ ବିଷୟରେ କିଛି ଜାଣିବା । ମହାତ୍ମା ଗାନ୍ଧୀ ୧୮୬୯ ମସିହା ଅକ୍ଟୋବର ୨ ତାରିଖରେ ଗୁଜୁରାଟର ପୋର ବନ୍ଦରଠାରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପୁରା…

ସିନ୍ଦୁର ନେଲା ଜୀବନ !

ଅନୁଗୁଳ: ସ୍ୱାମୀ ଓ ଦେଢସୁର ମିଶି ମହିଳାଙ୍କୁ ହତ୍ୟା କରି କୂଅରେ ଫିଙ୍ଗି ଦେଇଥିବା ଥାନାରେ ଅଭିଯୋଗ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତନା ଘନା ଆରମ୍ଭ କରିଛି । ଏହି ଘଟଣାରେ ସମ୍ପୃକ୍ତ ସ୍ୱାମୀ ଓ ଦେଢସୁରଙ୍କୁ ପୋଲିସ ଅଟକ ରଖି ଅଧିକ ପଚରାୁଚରା କରୁଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଅନୁଗୁଳ…

୫ ରାଜ୍ୟରେ ବିଧାସଭା ନିର୍ବାଚନ, ମାର୍ଚ୍ଚ ୭ ପର୍ଯ୍ୟନ୍ତ ଏକଜିଟ୍ ପୋଲ ନିସିଦ୍ଧ କଲେ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ: ଆଗକୁ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ତେଣୁ ପ୍ରଚାର ପ୍ରସାର ମଧ୍ୟ ଯୋରଦାର ଚାଲିଛି । ଏହାକୁ ଦୃଷ୍ଟିରେ ରଖି ମାର୍ଚ୍ଚ ୭ ତାରିଖ ପର୍ଯ୍ୟନ୍ତ ଏକଜିଟ୍ ପୋଲ ନିସିଦ୍ଧ କରିଛନ୍ତି ନିର୍ବାଚନ ଆୟୋଗ । ଏହି ନିଷେଧାଜ୍ଞା ଫେବ୍ରୁଆରି ୧୦ରୁ ଆରମ୍ଭ ହୋଇ ମାର୍ଚ୍ଚ ୭…