ରୋହିଣୀ କୋର୍ଟ ବିସ୍ଫୋରଣ ଘଟଣା: ଗିରଫ ହେଲେ ଡିଆରଡିଓ ବୈଜ୍ଞାନିକ
ନୂଆଦିଲ୍ଲୀ: ଡିସେମ୍ବର ୯ରେ ଦିଲ୍ଲୀର ରୋହିଣୀ କୋର୍ଟ ଭିତରେ ହୋଇଥିବା ବିସ୍ଫୋରଣ ଘଟଣାରେ ଆଜି ସ୍ଥାନୀୟ ପୋଲିସ ଜଣେ ଡିଆରଡିଓ ବୈଜ୍ଞାନିକଙ୍କୁ ଗିରଫ କରିଛନ୍ତି । ସେ ଜଣେ ଓକିଲଙ୍କୁ ହତ୍ୟା କରିବା ପାଇଁ ଏହି ବିସ୍ଫୋରଣ ଘଟାଇଥିଲେ । ଏଥିରେ ଜଣେ ପୋଲିସ କର୍ମୀ ଆହତ ହୋଇଥିଲେ । ଅଭିଯୁକ୍ତ…