Latest Odisha News

BREAKING NEWS

‘ଯୋଦ୍ଧା’ରେ ସିଦ୍ଧାର୍ଥଙ୍କ ନାୟିକା ସାଜିବେ ଦିଶା ଓ ରାଶି

ମୁମ୍ବାଇ: କରଣ ଜୋହର ଆକ୍ସନ୍ ଫ୍ରାଞ୍ଚାଇଜ୍ ର ପ୍ରଥମ ଚଳଚ୍ଚିତ୍ର 'ଯୋଦ୍ଧା'କୁ ନେଇ ଘୋଷଣା କରିଛନ୍ତି। ଏହି ସିନେମାର ନିର୍ଦ୍ଦେଶନା ଦେବେ ସାଗର ଅମ୍ବ୍ରେ ଏବଂ ପୁଷ୍କର ଓଝା। ଯୋଦ୍ଧା'ର ପ୍ରଥମ ଲୁକ୍ ସେୟାର୍ କରି ନିର୍ମାତାମାନେ ଘୋଷଣା କରିଥିଲେ ଯେ ଏହି ଚଳଚ୍ଚିତ୍ରଟି ନଭେମ୍ବର ୧୧,…

ପୁଣି ନ୍ୟାୟ ପାଇଁ ଶ୍ୱଶୁର ଘର ଆଗରେ ତପସ୍ୱିନୀଙ୍କ ଧାରଣା

ଭୁବନେଶ୍ୱର: ପୁଣି ଧାରଣାରେ ତପସ୍ଵିନୀ । ନ୍ୟାୟ ପାଇବାକୁ  ପୁଣି ଦ୍ୱିତୀୟ ଥର ପାଇଁ ତପସ୍ୱିନୀ ସମାଜସେବୀ ପ୍ରମିଳା ତ୍ରିପାଠୀଙ୍କ ସହ ମିଶି ଶ୍ୱଶୁର ଘର ଆଗରେ ଧାରଣାରେ ବସିଛନ୍ତି । ପ୍ରବଳ ଶୀତ, କାକରରେ ବସି ନିଜ ହକ୍ ପାଇଁ ଲଢେଇ ଆରମ୍ଭ କରିଛନ୍ତି । ଆସନ୍ତା ୨୦ ତାରିଖରେ ଏହି ମାମଲାର…

କୋଭିଶିଲ୍ଡ ଅପେକ୍ଷା କୋଭୋଭାକ୍ସର ବୁଷ୍ଟର ଡୋଜ ଅଧିକ ପ୍ରଭାବଶାଳୀ

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) କୋଭୋଭ୍ୟାକ୍ସକୁ ଜରୁରୀକାଳୀନ ଅନୁମୋଦନ ପ୍ରଦାନ କରିବା ସହିତ, ଭାରତର ଜଣେ ବରିଷ୍ଠ ବୈଜ୍ଞାନିକ କରୋନାଭାଇରସର ଉଦୀୟମାନ ଓମିକ୍ରନ୍ ଭାରିଆଣ୍ଟ ଦ୍ବାରା ସୃଷ୍ଟି ହୋଇଥିବା ବିପଦକୁ ପ୍ରତିହତ କରିବା ପାଇଁ ଏହାକୁ ବୁଷ୍ଟର୍ ସଟ୍ ଭାବରେ ବ୍ୟବହାର…

ରାଜ୍ୟରେ ନିୟନ୍ତ୍ରଣରେ କରୋନା ସଂକ୍ରମଣ, ଆଜି ୧୬୯ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ନିୟନ୍ତ୍ରଣରେ ରହିଛି କରୋନା ସଂକ୍ରମଣ । ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ଶହ ଭିତରେ ରହିଛି । ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ଆଉ ୧୬୯ ନୂଆ ସଂକ୍ରମିତ । ଏମାନଙ୍କ ଭିତରେ କ୍ୱାରେଣ୍ଟିନରୁ ୯୭ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୭୨ । ୧୮ ବର୍ଷ ଭିତରେ ଆଉ ୨୯…

୨୦୧୭ରୁ ଏପର୍ଯ୍ୟନ୍ତ ଦୁର୍ଘଟଣାଗ୍ରସ୍ତ ହୋଇଛି ୧୫ଟି ମିଲିଟାରୀ ହେଲିକପ୍ଟର; ରିପୋର୍ଟ

ନୂଆଦିଲ୍ଲୀ: ମାର୍ଚ୍ଚ ୨୦୧୭ ଠାରୁ ଚିତା, ଚେତକ, ଏମ୍‌ଆଇ-୧୭ ସମେତ ୧୫ ଟି ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ସାମରିକ ହେଲିକପ୍ଟର ଦୁର୍ଘଟଣା ସମ୍ପର୍କରେ କେନ୍ଦ୍ର ସରକାର ଲୋକସଭାରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ୧୫ ଟି ସାମରିକ ହେଲିକପ୍ଟର ଦୁର୍ଘଟଣାରେ ୩୧ ଜଣଙ୍କର ମୃତ୍ୟୁ…

ଜାଡ଼ରେ ଥରୁଛି ଓଡ଼ିଶା, ଆହୁରି ୫ ଦିନ ହାଡ଼ଭଙ୍ଗା ଶୀତ

ଭୁବନେଶ୍ୱର: ଜାଡ଼ରେ ଥରୁଛି ଓଡ଼ିଶା । ଉପକୂଳରୁ ଦକ୍ଷିଣ ପୁଣି ପଶ୍ଚିମ ଓଡ଼ିଶା । ସବୁଠି ଅସହ୍ୟ ଶୀତ । ୭ଟି ସରରରେ ତାପମାତ୍ରା ୧୧ ଡିଗ୍ରୀ ସେଲସିୟସ୍ ତଳକୁ ଖସିଛି । ୨୫ ସହରରେ ପାରଦ ୧୫ ଡିଗ୍ରୀ ତଳେ ରହିଛି । ୭ ଡ଼ିଗ୍ରୀ ସେଲସିୟସ ସହ ସବୁଠୁ ଥଣ୍ଡା ସହର ପାଲଟିଛି ଫୁଲବାଣୀ । ରାଜ୍ୟକୁ…

୩ ଡୋଜ୍‌ ଫାଇଜର ଟିକା ନେଇ ବି ଓମିକ୍ରନ୍‌ ଆକ୍ରାନ୍ତ ହେଲେ ବ୍ୟକ୍ତି

ମୁମ୍ବାଇ: ବିଏମ୍‌ସି ଏକ ବିଜ୍ଞପ୍ତିରେ କହିଛି ଯେ ଆମେରିକାରୁ ଫେରିଥିବା ୨୯ ବର୍ଷ ବୟସ୍କା ବ୍ୟକ୍ତି ଶୁକ୍ରବାର ଦିନ ଓମିକ୍ରନ୍ ଭାରିଆଣ୍ଟରେ ସଂକ୍ରମିତ ହୋଇଥିବା ଜଣାପଡିଛି। ଆଶ୍ଚର୍ଯ୍ୟର କଥା ହେଉଛି, ସେ ସଂକ୍ରମିତ ହେବା ପୂର୍ବରୁ ୩ ଡୋଜ ଫାଇଜର୍‌ ଟିକା ନେଇସାରିଛନ୍ତି। ନଭେମ୍ବର ୯ ରେ…

୩ ଡୋଜ୍‌ ଫାଇଜର୍‌ ଟିକା ନେଇ ବି ଓମିକ୍ରନ୍‌ ଆକ୍ରାନ୍ତ ହେଲେ ବ୍ୟକ୍ତି

ମୁମ୍ବାଇ: ବିଏମ୍‌ସି ଏକ ବିଜ୍ଞପ୍ତିରେ କହିଛି ଯେ ଆମେରିକାରୁ ଫେରିଥିବା ୨୯ ବର୍ଷ ବୟସ୍କା ବ୍ୟକ୍ତି ଶୁକ୍ରବାର ଦିନ କରୋନାର ଓମିକ୍ରନ୍ ଭାରିଆଣ୍ଟରେ ସଂକ୍ରମିତ ହୋଇଥିବା ଜଣାପଡିଛି। ଆଶ୍ଚର୍ଯ୍ୟର କଥା ହେଉଛି, ଏହି ବ୍ୟକ୍ତି  ୩ଟି ଡୋଜ୍‌ ଫାଇଜର ଟିକା ନେଇସାରିଛନ୍ତି। କିନ୍ତୁ ବ୍ୟକ୍ତିଙ୍କ…

ମୋବାଇଲ ଫାଟି ୨ ନାବାଳକ ଭାଇ ଗୁରୂତର

ବାଲେଶ୍ୱର: ମୋବାଇଲ ହେଲା କାଳ  । ମୋବାଇଲ ବ୍ୟାଟେରୀ ଧରି ଖେଳୁ ଖେଳୁ ତାହା ଫାଟିଯିବାରୁ ୨ ନାବାଳକ ଗୁରୁତର ହୋଇଛନ୍ତି। ଏପରି ଅଘଟଣ ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ଧୋବଶିଲା ଗାଁରେ ଘଟିଛି। ୨ ଜଣ ନାବାଳକ ଭାଇ ଏକ ମୋବାଇଲ ବ୍ୟାଟେରୀ ଧରି ଖେଳୁଥିଲେ। ହେଲେ ହଠାତ୍‌ ଏହା ଫାଟି…

କବିତା : ହେ କଳା ସାଆନ୍ତ 

ସୁଷମା ପରିଜା  କାହିଁକି ଯିବି ମୁଁ ଗୋପ, ବୃନ୍ଦାବନ ଦ୍ୱାରକା ,ମଥୁରା ଅବା ଶ୍ରୀ କାଶୀ କାହିଁକି ବା’ ଯିବି ଗଙ୍ଗା ଗୋଦାବରୀ , ପ୍ରୟାଗ ରାଜ କି ଶ୍ରୀ ବାରାଣସୀ ହେ କଳା ସାଆନ୍ତ, ମୁଁ ମୋ’ ଖୁସିରେ ହୋଇଛି ଶ୍ରୀ କ୍ଷେତ୍ରବାସୀ ।। ଜାଣେ ନାହିଁ ବେଦ ଅବା ପୁରାଣ ଉପନିଷଦରେ…