Latest Odisha News

BREAKING NEWS

ଭାଷା ଭାଗବତ : ଅନେକାର୍ଥକ ‘ ସ୍ବ ‘ 

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୧୦ ଯେତେଟା ଭାଷା ଅଛିଁ ଜାଣି ସ୍ବଭାଷା ଭାବି, ଥାଏଁ ଗଣି ଯେତେଟା ସ୍ଥାନରେ ରହିଛିଁ ସ୍ବସ୍ଥାନ ବୋଲି ହିଁ କହିଛିଁ ଯେତେଟା ଘର ମୋର ଅଛି ପ୍ରତିଟି ସ୍ବଗୃହ ବୋଲୁଛିଁ ସ୍ବଗ୍ରାମ ସ୍ବଭୂମି ସ୍ବଦେଶ ଭାବିଲେ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୬୭ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସାମ୍ୟବାଦ ସଂସ୍କୃତିର ପ୍ରଚାର ପ୍ରସାରରେ ଓଡ଼ିଶାର ମହାରାଜା ଓ ଗଜପତିମାନଙ୍କ ଭୂମିକା ଯେତିକି, ତାଠାରୁ ଶ୍ରୀଜଗନ୍ନାଥଙ୍କ ଭାବରେ ବନ୍ଧା ଭକ୍ତ ଙ୍କ ଭୂମିକା…

ଜାଲ ଦସ୍ତଖତ ଠକେଇ, ଜଣେ ଗିରଫ

ଭୁବନେଶ୍ୱର, ଜାଲ ଦସ୍ତଖତ କରି ଠକେଇ କରିବା ଅଭିଯୋଗରେ ଆଜି ଜଣେ ଗିରଫ ହୋଇଥିବା ଜଣାପଡ଼ିଛି । ଅଭିଯୁକ୍ତ ଜଣକ ଦିଲ୍ଲୀର ଏକ କମ୍ପାନୀକୁ ଠକି ଥିଲେ । ଭୁବନେଶ୍ୱର-ମାଷ୍ଟକ୍ୟାଣ୍ଟିନ ଛକରୁ ଅଭିଯୁକ୍ତ ମନୋଜ ସେଠଙ୍କୁ ଦିଲ୍ଲୀ କ୍ରାଇମବ୍ରାଞ୍ଚ ଏସଟିଏଫ୍ ଗିରଫ କରିଛି । ଦିଲ୍ଲୀର ଏକ କମ୍ପାନୀକୁ…

କରୋନା କଟକଣାରେ ନିର୍ବାଚନ, ଏଥର ଗୀତରେଗୀତରେ ନିର୍ବାଚନ ପ୍ରଚାର

ଭୁବନେଶ୍ୱର: ଚଳିତ ଥର ନିର୍ବାଚନୀ ପ୍ରଚାର ଟିକେ ଅଲଗା ପ୍ରକାର । ଗୀତରେ ଗୀତରେ ଚାଲିଛି ନିର୍ବାଚନ ପ୍ରଚାର । ପଞ୍ଚାୟତ ନିର୍ବାଚନକୁ ନେଇ ଜୋର ଧରିଛି ଗୀତ ରେକଡିଂ । ବିଭିନ୍ନ ପ୍ରକାରର ହିଟ୍ ଗୀତ ମାଧ୍ୟମରେ ପ୍ରାର୍ଥୀଙ୍କ ପ୍ରଚାର ପାଇଁ ଷ୍ଟୁଡିଓରେ ଚାଲିଛି ଗୀତ ରେକଡିଂ । ଚଳିତ ଥର କୋଭିଡ…

ପିକଅପ୍ ଭ୍ୟାନ୍ ବାଇକ୍ ମୁହାଁମୁହିଁ ଧକ୍କା, ୨ ମୃତ

ବୌଦ୍ଧ : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ୫୭ ନମ୍ବର ଜାତୀୟ ରାଜପଥ ଖଇରମାଳ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ପିକ୍ ଅପ୍ ଭ୍ୟାନ୍ ଓ ବାଇକ୍ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ୨ ବାଇକ୍ ଆରୋହୀଙ୍କର ମୃତ୍ୟୁ ହୋଇଛି । ମୃତକ ହେଲ ଶଗଡା ପଞ୍ଚାୟତ ଝଗଡୁ ଗାଡିଆ ଗ୍ରାମର ହୀର ବଗର୍ତ୍ତି…

ତ୍ରିକୋଣୀୟ ପ୍ରେମରୁ ଛୁରାମାମଡ଼ !

ଭୁବନେଶ୍ୱର: ଅଶାନ୍ତ ହେବାରେ ଲାଗିଛି ରାଜଧାନୀ । ସିରିଜ ଲୁଟ୍ ପରେ ପୁଣି ରାଜଧାନୀରେ ଛୁରା ମାଡ଼ । ଭୁବନେଶ୍ୱର ଶୈଳଶ୍ରୀ ବିହାରରେ ଆଜି ଜଣେ ଯୁବକଙ୍କୁ ଛୁରାମାଡ଼ କରାଯାଇଛି । ତ୍ରିକୋଣୀୟ ପ୍ରେମ ବ୍ୟାପାରକୁ ନେଇ ଯୁବକଙ୍କୁ ଛୁରା ମାଡ଼ ହୋଇଥିବା ସୂଚନା ମିଳିଛି । ଛୁରାମାଡ଼ ହୋଇଥିବା ଯୁବକଙ୍କୁ…

ମୁଖ୍ୟ ଅର୍ଥନୀତିକ ପରାମର୍ଶଦାତା ଭାବେ ନିଯୁକ୍ତ ହେଲେ ଭେଙ୍କଟରମନ ଅନନ୍ତ ନାଗେଶ୍ୱରନ

ନୂଆଦିଲ୍ଲୀ: ଡ.ଭେଙ୍କଟରମନ ଅନନ୍ତ ନାଗେଶ୍ୱରନଙ୍କୁ ଦେଶର ନୂତନ ମୁଖ୍ୟ ଅର୍ଥନୀତିକ ପରାମର୍ଶଦାତା ଭାବେ ନିଯୁକ୍ତ ହୋଇଛନ୍ତି । ଡିସେମ୍ବରରେ କେଭି ସୁବ୍ରମଣ୍ୟମ ଏହି ପଦ ଛାଡିଥିଲେ । ତାଙ୍କ ସ୍ଥାନରେ ଭେଙ୍କଟରମନ ଏହି ଦାୟିତ୍ୱ ତୁଲାଇବେ । କରୋନା ମହାମାରୀ ପରେ ଦେଶର ଅର୍ଥନୀତି ସମ୍ଭାଳିବା…

ସ୍ପଟ ଫିକ୍ସିଂ ମାମଲାରେ ବାସନ୍ଦ ହେଲେ ବ୍ରେଣ୍ଡନ ଟେଲର

ଦୁବାଇ: ସ୍ପଟ ଫିକ୍ସିଂ ମାମଲାରେ ଜିମ୍ବାୱେର ପୂର୍ବତନ ଅଧିନାୟକ ବ୍ରେଣ୍ଡନ ଟେଲରଙ୍କୁ ଆଇସିସି ବାସନ୍ଦ କରିଛି । ଟେଲର ସାଢ଼େ ତିନି ବର୍ଷ କୌଣସି ଟୁର୍ଣ୍ଣାମେଂଟରେ ଭାଗ ନେଇପାରିବେ ନାହିଁ । ପୂର୍ବରୁ ଟେଲର ଭାରତରେ କିପରି ଜଣେ ବ୍ୟବସାୟୀ ନିଶା ଖୁଆଇବା ସହ ସ୍ପଟ ଫିକ୍ସିଂ ପାଇଁ ବ୍ଲାକମେଲ…

ଓଡିଶା ଓପନ ବ୍ୟାଡମିଂଟନ: ମିକ୍ସଡ ଡବଲ୍ସରେ କମାଲ କଲେ ଓଡିଆ ଝିଅ ଶ୍ୱେତପର୍ଣ୍ଣା

କଟକ: ଏଠାରେ ଚାଲିଥିବା ଓଡିଶା ଓପନ ବ୍ୟାଡମିଂଟନରେ ଭାରତୀୟ ଖେଳାଳିଙ୍କ ପ୍ରଭାବୀ ପ୍ରଦର୍ଶନ ଜାରୀ ରହିଛି । ମଙ୍ଗଳବାର ମିକ୍ସଡ ଡବଲ୍ସ କ୍ୱାର୍ଟର ଫାଇନାଲରେ ଶ୍ୱେତପର୍ଣ୍ଣା ପଣ୍ଡା ଓ ବି.ଯାଦବ ଯୋଡି ନିଜ ଦେଶର ରାହୁଲ କୁମାର ଶାହ ଓ ରୁଦ୍ରାଣୀ ଜୈସୱାଲଙ୍କୁ ୨୧-୧୨, ୨୧-୧୨ ସେଟରେ ପରାସ୍ତ କରି…

[ଭିଡ଼ିଓ] କୋଟିଲିଙ୍ଗେଶ୍ୱର ମନ୍ଦିରରେ କୋଟିଏ ଶିବ ଲିଙ୍ଗ

କର୍ଣ୍ଣାଟକ: ମନ୍ଦିରରେ ଗୋଟିଏ କି ଦୁଇଟି ନୁହେଁ କୋଟିଏ ଶିବଲିଙ୍ଗ । ଏହି ମହାଦେବଙ୍କ ମନ୍ଦିରରେ ପୂଜା ପାଉଛନ୍ତି ୧ କୋଟି ଶିବଲିଙ୍ଗ ।କର୍ଣ୍ଣାଟକର କୋଲାରରେ ଥିବା କୋଟିଲିଙ୍ଗେଶ୍ୱର ମନ୍ଦିରରେ ପାଖାପାଖି ୧ କୋଟି ଶିବଲିଙ୍ଗ ସ୍ଥାପନା କରାଯାଇଛି । ଏହି ମନ୍ଦିରର ସ୍ଥାପନା ଏକ ଅଭିଶାପ କାରଣରୁ…