ଧାରାବାହିକ ଉପନ୍ୟାସ : ଦେବୀ (୧୭)
କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୧୭
ଯେବେଠୁ ହେତୁ ପାଇଛି ସେବେଠୁ ଦେବ ଭାଇକୁ ଦେଖି ଆସୁଛି।ପତଳା ଦେହ, ହସନ୍ତ ମୁଁହ। କଥା କଥାକେ ଅନ୍ୟକୁ ହସେଇବାରେ ପାରଙ୍ଗମ । ବିନୟ ଭାଇଙ୍କ ପିଲାଦିନର ସାଙ୍ଗ।ସବୁବେଳେ ଘରକୁ ଯିବା ଆସିବା, ଖିଆପିଆ। ଏବେ ଦେବୀ ବଡ଼ ହେଲାଣି…