Latest Odisha News

BREAKING NEWS

ଅଟକିଲା ‘ସ୍କିନ୍‌ ଟୁ ସ୍କିନ୍‌ ଟଚ୍‌ ନହେଲେ ଏହାକୁ ରେପ୍‌ କୁହାଯିବ ନାହିଁ’ ବୋଲି ନିଷ୍ପତ୍ତି…

ନୂଆଦିଲ୍ଲୀ: ବମ୍ବେ ହାଇକୋର୍ଟର ସ୍ଥାୟୀ ବିଚାରପତି ଭାବରେ ଜଷ୍ଟିସ୍ ପୁଷ୍ପା ଭି ଗଣେଦୀୱାଲାଙ୍କ ନାମ ସୁପାରିଶ ନକରିବାକୁ ସୁପ୍ରିମକୋର୍ଟ କଲେଜିୟମ୍ ନିଷ୍ପତ୍ତି ନେଇଛି। ଗଣେଦୀୱାଲା ସେହି ବିଚାରପତି, ଯାହାର ନିଷ୍ପତ୍ତି ଅନେକ ବିବାଦ ସୃଷ୍ଟି କରିଥିଲା । ସେ ତାଙ୍କ ବିଚାରରେ କହିଥିଲେ ଯେ ଯଦି…

[ଭିଡ଼ିଓ] ପ୍ରଧାନ ଶିକ୍ଷକଙ୍କ ବଦଳି ବାତିଲ ନେଇ କାନ୍ଦିଲେ ଛାତ୍ରଛାତ୍ରୀ: ଭିଡ଼ିଓ ଭାଇରାଲ

ନବରଙ୍ଗପୁର :ସ୍କୁଲ ଛାଡିବେ ପ୍ରଧାନ ଶିକ୍ଷକ। ଗୋଟିଏ ସ୍କୁଲରୁ ଅନ୍ୟ ଗୋଟିଏ ସ୍କୁଲକୁ ବଦଳି ଅର୍ଡର ମିଳିବା ପରେ ବଦଳିଯାଇଥିିଲା ସ୍କୁଲ ପରିବେଶ । ଛାତ୍ରଛାତ୍ରୀଙ୍କ ଗହଣରେ ମିଳିଥିଲା ଅନେକ କ୍ଷୋଭ । ସମସ୍ତଙ୍କ ଆଖିରେ ଲୁହ। ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା ନବରଙ୍ଗପୁର ଡାବୁଗାଁର ବେଦନା…

ଏସ୍‌ସିଙ୍କ ପ୍ରଦୂଷଣ ନିୟମ ଉଲ୍ଲଂଘନ କରି ଜରୁରୀ ବୈଠକ ଡକାଇଲେ ମନ୍ତ୍ରୀ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ପ୍ରଦୂଷଣ ନିୟମ ଉଲ୍ଲଂଘନ ଅଭିଯୋଗରେ ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ ଏକ ଜରୁରୀ ବୈଠକ ଡାକିଛନ୍ତି। ଏହି ବୈଠକ ଶୁକ୍ରବାର ଦିନ ପ୍ରାୟ ୧୨ ଟା ସମୟରେ ଅନୁଷ୍ଠିତ ହେବ। ଦିଲ୍ଲୀର ପରିବେଶ ମନ୍ତ୍ରୀଙ୍କ ସହ ବୈଠକରେ ଦିଲ୍ଲୀ ଟ୍ରାଫିକ ପୋଲିସ ବିଭାଗ,…

ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ଘଣ୍ଟା ମଧ୍ୟରେ ୧୫୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ମଧ୍ୟରେ ଜଣେ କରୋନା ଆକ୍ରାନ୍ତରେ ପ୍ରାଣ ହରାଇଛନ୍ତି । କଳାହାଣ୍ଡିରୁ ଜଣେ ୮୩ବର୍ଷୀୟା ବୃଦ୍ଧାଙ୍କ ମୃତ୍ୟୁ ହୋଇଛି । ବର୍ତ୍ତମାନ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮ହଜାର ୪୪୧କୁ…

ପିଏମ୍‌ ମୋଦୀଙ୍କୁ ମିଳିବ ଭୁଟାନର ସର୍ବୋଚ୍ଚ ନାଗରିକର ସମ୍ମାନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭୁଟାନର ସର୍ବୋଚ୍ଚ ନାଗରିକ ପୁରସ୍କାର ପ୍ରଦାନ କରାଯିବ।  ମୋଦୀଙ୍କୁ ନାଗଦଗ ପେଲଜୀ ଖୋର୍ଲୋ ଦ୍ବାରା ସମ୍ମାନିତ କରାଯିବାକୁ ଭୁଟାନ ସରକାର ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଭୁଟାନ ପ୍ରଧାନମନ୍ତ୍ରୀ ଲୋଟେ ଶେରିଙ୍ଗଙ୍କ ଦ୍ବାରା ଏହି…

କନ୍ଧମାଳ; ଓଲଟିଲା ଟୁରିଷ୍ଟ ବସ୍, ୩୦ ଆହତ

କନ୍ଧମାଳ: ଗୁରୁବାର ରାତିରେ କନ୍ଧମାଳ ଜିଲ୍ଲାର ଜି.ଉଦୟଗିରି ପୋଲିସ ସୀମା ଅନ୍ତର୍ଗତ କାଲିଙ୍ଗା ଘାଟିରେ ଏକ ବସ୍ ଓଲଟି ପଡିବାରୁ ଅତି କମରେ ୩୦ ଜଣ ଲୋକ ଆହତ ହୋଇଛନ୍ତି। ଆହତମାନେ ବ୍ରହ୍ମପୁର ଏମଥକେସିଜି ମେଡିକାଲ କଲେଜ ଏବଂ ହସ୍ପିଟାଲ, ଫୁଲବାଣୀ ଜିଲ୍ଲା ହେଡ କ୍ୱାର୍ଟର୍ସ ହସ୍ପିଟାଲ ଏବଂ…

୨୪ଘଣ୍ଟାରେ ରାଜ୍ୟରେ ୧୫୪ଜଣ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ୨୪ଘଣ୍ଟା ଭିତରେ ରାଜ୍ୟରେ ୧୫୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୯୧ଜଣ ସଙ୍ଗରୋଧ କେନ୍ଦ୍ରରୁ ଓ ସ୍ଥାନୀୟ ସଂକ୍ରମଣ କେସ୍ ରହିଛି ୬୩ଜଣ । ୧୮ବର୍ଷରୁ କମ୍ ବୟସ ମଧ୍ୟରେ ୨୬ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ବୋଲି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ…

ଘୁଞ୍ଚିଲା ମିସ୍ ୱାର୍ଲ୍ଡ ୨୦୨୧ ଫାଇନାଲ୍; ୧୭ ଜଣ କରୋନା ପଜିଟିଭ

ନୂଆଦିଲ୍ଲୀ: ଘୁଞ୍ଚିଲା ମିସ୍ ୱାର୍ଲ୍ଡ ୨୦୨୧ର ଫାଇନାଲ୍ ରାଉଣ୍ଡ। ମିସ୍ ୱାର୍ଲ୍ଡ ୨୦୨୧କୁ ସାମୟିକ ଭାବରେ ସ୍ଥଗିତ ରଖାଯାଇଛି। ଡିସେମ୍ବର ୧୬ ରେ ପୁଏର୍ଟୋ ରିକୋରେ ଫାଇନାଲ୍ ଅନୁଷ୍ଠିତ ହେବାର ଥିଲା। ପ୍ରକାଶ ଥାଉକି, “ପ୍ରତିଯୋଗୀ, କର୍ମଚାରୀ, କ୍ରୁ ଏବଂ ସାଧାରଣ ଜନତାଙ୍କ ସ୍ୱାସ୍ଥ୍ୟ ଓ…

ବାଇଡେନ୍‌ଙ୍କ ଚେତାବନୀ; ଟିକା ନେଇନଥିଲେ ମୃତ୍ୟୁ ସୁନିଶ୍ଚିତ

ୱାଶିଂଟନ: କରୋନା ଭୂତାଣୁର ଓମିକ୍ରନ୍ ପ୍ରଜାତି ସମଗ୍ର ବିଶ୍ୱରେ ଚିନ୍ତାର କାରଣ ପାଲଟିଛି। ଏହି ସମୟରେ, ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏହି ପ୍ରଜାତି ବିଷୟରେ ଲୋକଙ୍କୁ ଚେତାବନୀ ଦେଇଛନ୍ତି। ଜୋ ବାଇଡେନ କହିଛନ୍ତି ଯେ କରୋନା ଭୂତାଣୁ ଯୁକ୍ତରାଷ୍ଟ୍ରରେ କ୍ଷୀପ୍ର ବେଗରେ ବ୍ୟାପିପାରେ।…

ବ୍ୟାଙ୍କ ଧର୍ମଘଟର ଦ୍ୱିତୀୟ ଦିନ

ଦିଲ୍ଲୀ: ଆଜି ବ୍ୟାଙ୍କ ଧର୍ମଘଟର ଦ୍ୱିତୀୟ ଦିନ । ଗତକାଲି ଭଳି ଆଜିବି ବ୍ୟାଙ୍କ ବନ୍ଦ ରହିଛି । ସରକାରଙ୍କ ବ୍ୟାଙ୍କ ଘରୋଇକରଣ ବିରୋଧରେ ବ୍ୟାଙ୍କ ୟୁନିଅନଗୁଡ଼ିକ ଆନ୍ଦୋଳନ କରିଛନ୍ତି । ଦେଶର ୯ଟି ଭିନ୍ନ ଭିନ୍ନ ବ୍ୟାଙ୍କ ୟୁନିଅନର ମିଳିତ ମଞ୍ଚ ୟୁନାଇଟେଡ଼ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ସ…