Latest Odisha News

BREAKING NEWS

କନ୍ଧମାଳରେ ଗାଁ ହିଂସାକୁ ନେଇ ଗୋଷ୍ଠୀ ସଂଘର୍ଷ

କନ୍ଧମାଳ : ଗାଁ ହିଂସାକୁ ନେଇ ଗୋଷ୍ଠୀ ସଂଘର୍ଷ । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ବୁଡ୍ରୁକିଆ ଗ୍ରାମ ପଞ୍ଚାୟତରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଦୀର୍ଘ ବର୍ଷର ବିବାଦ ଆଜି ଉଗ୍ରରୂପ ନେଇଛି । ଫଳରେ ବାଲିସୁଗା ଓ ମାଦିନାଟ ଗ୍ରାମବାସୀ ମୁହାଁମୁହିଁ ହୋଇଥିବା ଜଣାପଡ଼ିଛି । ଗୋଷ୍ଠୀ…

ଅପକମିଂ ରୋମାଣ୍ଟିକ୍ ଫିଲ୍ମର ଫଟୋ ସୋସିଆଲ ମିଡିଆରେ ସେୟାର କଲେ ଭିକି-ସାରା

ମୁମ୍ବାଇ : ଆସୁଛି ବଲିଉଡ ବିୟୁଟି ସାରା ଅଲ୍ଲୀ ଖାନ୍ ଓ ଭିକି କୌଶଲଙ୍କ ନୂଆ ମୁଭି । ଏହି ଫିଲ୍ମର ଏକ ରୋମାଣ୍ଟିକ ଫଟୋ ସୋସିଆଲ ମିଡିଆରେ ଉଭୟ ଷ୍ଟାରକାଷ୍ଟ ସେୟାର କରିଛନ୍ତି ।ଏହି ଫିଲ୍ମର ନିର୍ଦ୍ଦେଶନା ଲକ୍ଷ୍ମଣ ଉଟେକର ଦେଇଛନ୍ତି ।ସେପଟେ ଏହି ଫିଲ୍ମର ନାଁ ଏର୍ପ୍ୟନ୍ତ ଜଣାପଡିନଥିବା ବେଳେ…

[ଭିଡିଓ] ଶାସକ ଦଳର ବିଫଳତା ଓ ଦୁର୍ନୀତି ପ୍ରସଙ୍ଗକୁ ନେଇ ବର୍ଷିଲା ବିଜେପି

ଭୁବନେଶ୍ୱର: ପଂଚାୟତ ନିର୍ବାଚନ ବେଳେ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି ରାଜ୍ୟ ପ୍ରଭାରୀ ଡି ପୁରନ୍ଦେଶ୍ୱରୀ । ପଞ୍ଚାୟତ ନିର୍ବାଚନରେ ଠିକ ଲୋକକୁ ନିର୍ବାଚିତ କରିବା ପାଇଁ ସେ ନିବେଦନ କରିଛନ୍ତି । ଲମ୍ବା ସମୟର ବିଜେଡି ଶାସନ ରାଜ୍ୟବାସୀ ଦେଖିଲେଣି ।…

ଖୁବଶୀଘ୍ର ଦେଶରେ ଉପଲବ୍ଧ ହେବ କୋଭିଡର ନାଜାଲ ଡୋଜ୍

ନୂଆଦିଲ୍ଲୀ : ଖୁବଶୀଘ୍ର ଦେଶରେ ଉପଲବ୍ଧ ହେବ କୋଭିଡର ନାଜାଲ ଡୋଜ୍ । ନାଜାଲ କୋଭିଡ ବୁଷ୍ଟରର ଟ୍ରାଏଲ ଲାଗି ଭାରତ ବାୟୋଟେକକୁ ଅନୁମତି ଦେଇଛନ୍ତି ଡିସିଜିଆଇ । ଏହି ପ୍ରକ୍ରିୟାରେ ୯୦୦ରୁ ଅଧିକ ବିଷୟରେ ଗବେଷଣା ଲାଗି ଭାରତ ବାୟୋଟେକକୁ ଅନୁମତି ଦିଆଯାଇଛି । ଇଣ୍ଟର ନାଜାଲ କୋଭିଡ ବୁଷ୍ଟରର…

ଫେବ୍ରୁଆରୀ ୧ରୁ ଖୋଲିବ ଶ୍ରୀମନ୍ଦିର

ପୁରୀ : ଦୂର ହେଲା ଶ୍ରୀଜଗନ୍ନାଥ ଶ୍ରଦ୍ଧାଳୁଙ୍କ ଚିନ୍ତା । ଭକ୍ତଙ୍କ ଲାଗି ଖୁସି ଖବର । କାରଣ ଫେବ୍ରୁଆରୀ ପହିଲାରୁ ଖୋଲିବ ଶ୍ରୀମନ୍ଦିର । କୋଭିଡ ଗାଇଡଲାଇନ୍ ଅନୁସାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିପାରିବେ ଭକ୍ତ । ଆଜି ବସିଥିବା ଛତିଶା ନିଯୋଗ ବୈଠକରେ ଏନେଇ ନିଷ୍ପତ୍ତି…

ବିଜେପି ବିଧାୟକ ଓ କର୍ମୀ ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରୁଥିବା ଅଭିଯୋଗ, ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟିଲା…

ଭୁବନେଶ୍ୱର:ବିଜେପି ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରୁଥିବା ନେଇ ନିର୍ବାଚନ କମିଶନଙ୍କୁ ଭେଟିଲା ବିଜେଡି ।ବାରମ୍ବାର ଅଭିଯୋଗ ପରେ ମଧ୍ୟ ବିଜେପି ଶୁଣୁନଥିବା ଅଭିଯୋଗ କରି ନିର୍ବାଚନ କମିଶନରଙ୍କ ଆଗରେ ଫେରାଦ ହେଲା ବିଜେଡି । ଧାମନଗରରେ ବିଜେପି ବିଧାୟକ ବିଷ୍ଣୁ ଚରଣ ସେଠୀ ଏବଂ ବିଜେପି…

ଭୟୁ ମହାରାଜା ଆତ୍ମହତ୍ୟା କେସ: ଦଣ୍ଡିତ ହେଲେ ସେବାଦାର ବିନାୟକ, ଶରଦ, ପଲକ

ଇନ୍ଦୋର: ମଧ୍ୟପ୍ରଦେଶର ସନ୍ଥ ଭୟୁ ମହାରାଜା ଆତ୍ମହତ୍ୟା ମାମଲାର ଆଜି ଶୁଣାଣୀ ହୋଇଛି । ସନ୍ଥଙ୍କ ଦୁଃଖଦ ଅନ୍ତ ପଛରେ ଅତି ନିଜର ବୋଲାଉଥିବା ସେବାଦାର ବିନାୟକ, ଡ୍ରାଇଭର ଶରଦ ଓ କେୟାରଟେକର ପଲକ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । କୋର୍ଟ ସେମନଙ୍କୁ ୬ ବର୍ଷ ଲେଖାଁଏ ଜେଲଦଣ୍ଡ ଶୁଣାଇଛନ୍ତି । ଅର୍ଥ…

ୟେଦିୟୁରପ୍ପାଙ୍କ ନାତୁଣୀର ମୃତଦେହ ଉଦ୍ଧାର କଲା ପୋଲିସ

ବାଙ୍ଗୋଲୋର: ଆଜି କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ବିଏସ୍ ୟେଦିୟୁରପ୍ପାଙ୍କ ନାତୁଣୀର ମୃତ ଦେହ ଉଦ୍ଧାର କରିଛି ପୋଲିସ । ୟେଦିୟୁରପ୍ପାଙ୍କ ନାତୁଣୀର ମୃତ ଦେହ ବେଙ୍ଗାଲୁରୁର ଏକ ଘରୋଇ ଆପାର୍ଟମେଣ୍ଟରେ ଝୁଲୁଥିଲା । ପୋଲିସ ମୃତ ଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ…

ମାଘ ସପ୍ତମୀରେ କରୋନା କଟକଣା : ଶ୍ରଦ୍ଧାଳୁଙ୍କୁ ଚନ୍ଦ୍ରଭାଗାରେ ବୁଡ ପକାଇବା ଲାଗି ବାରଣ

କୋଣାର୍କ :ଚଳିତ ବର୍ଷ ମାଘ ସପ୍ତମୀରେ ଚନ୍ଦ୍ରଭାଗାରେ ବୁଡ ପକାଇବା ମନା । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚନ୍ଦ୍ରଭାଗା ମାଘ ମେଳାରେ ବୁଡ ପକାଇବା ନେଇ ଶ୍ରଦ୍ଧାଳୁଙ୍କୁ ବାରଣ କରାଯାଇଛି । ଆସନ୍ତା ଫେବୃଆରୀ ୭ ତାରିଖରେ ମାଘ ମେଳା ପଡୁଥିବାରୁ ଏଥର ବୁଡ ପକାଇବାରୁ ବଞ୍ଚିତ ହେବେ ଲକ୍ଷ ଲକ୍ଷ…

ସିଦ୍ଧୁଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ଭଉଣୀ ସୁମନ

ଅମୃତସର: ନବଜୋତ ସିଂହ ସିଦ୍ଧୁଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ତାଙ୍କ ଭଉଣୀ ସୁମନ ତୁର୍ । ସିଦ୍ଧୁ ଜଣେ ନିଷ୍ଠୁର ବ୍ୟକ୍ତି । ଟଙ୍କା ପାଇଁ ସେ ଘରୁ ମା’ଙ୍କୁ ତଡି ଦେଇଥିଲେ । ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ସିଦ୍ଧୁଙ୍କ ବିରୋଧରେ ସୁମନ ଏଭଳି ମନ୍ତବ୍ୟ ଦେଇଛନ୍ତି । ସୁମନ…