Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ଦେବୀ (୧୧)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୧୧  କୁହୁଡି ଆଚ୍ଛନ୍ନ ପୌଷ ରାତିର ଶୁକ୍ଲାଷ୍ଟମୀ ଜହ୍ନ ପ୍ରାଚୀ ଭିତରେ ଅସ୍ତ ହେବାର ପ୍ରକ୍ରିୟା ଆରମ୍ଭ କରୁଥାଏ। ଆଗନ୍ତୁକ ଅମାଛନ୍ନ ରାତି ଯେ ଜୀବନ୍ତ ତାର ପ୍ରଚାର କରୁଥାନ୍ତି କେତୋଟି ରାତ୍ରଚର ପକ୍ଷୀ। ଠାକୁର ବରଗଛ ଉପରେ ନିଜର…

କବିତା : ସ୍ମୃତି

ଗୌରାଙ୍ଗ ପଟେଲ  ଦେଖୁଥିବା ସ୍ବପ୍ନ ରେ ଭାସି ଭାସି ହଠାତ ଚେଇଁ ଉଠିଲାପରେ . . . କାହାଣୀ ଭଳିଆ ଲାଗୁଥିବା ଅବଚେତନ ମନର ରଚନାକୁ ସୁର ଦେବାକୁ ଚେଷ୍ଟା କଲେ ଯେପରି ଝାପ୍ସା ଓ ଖାପଛଡ଼ା ଜଣାପଡେ ! ଓଦା ବାଲି ଦେହରେ ଚିତ୍ର ଟିଏ ଆଙ୍କିବାକୁ ଯାଉଥିଲି ସିନା ସମାପ୍ତି ପୂର୍ବରୁ…

ଲେଖକର ଦୃଷ୍ଟିକୋଣ ସବୁବେଳେ ବ୍ୟାପକ ହେବା ଆବଶ୍ୟକ : ତପନ କୁମାର ପଣ୍ଡା

ଦୀର୍ଘ ଦୁଇ ଦଶନ୍ଧିରୁ ଉର୍ଦ୍ଧ୍ଵ ଧରି ଓଡ଼ିଆ ଓ ଇଂରାଜୀ ସାହିତ୍ୟରେ ଅବିଶ୍ରାନ୍ତ ଭାବରେ ନିଜର ପାରଦର୍ଶିତା ସହ ବାଣୀ ଭଣ୍ଡାରକୁ ରୁଦ୍ଧିମନ୍ତ କରି ଚାଲିଛନ୍ତି ତପନ କୁମାର ପଣ୍ଡା। ଓଡ଼ିଶା ବାହାରେ ରହି ଜଣେ ନୀରବ ସାଧକ ଭାବରେ ସେ ସୃଷ୍ଟି କରିଚାଲିଛନ୍ତି ଅନେକ କାଳଜୟୀ କବିତା, ଗଳ୍ପ ତଥା…

ଅନୁବାଦ ଗଳ୍ପ : ଶୂନ୍ୟହସ୍ତ

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୧୬  ମୂଳ ପଞ୍ଜାବୀ: କର୍ତ୍ତାର ସିଂହ ଡୁଗଲ  ପୁଣି ଥରେ ସେମାନେ ଶୂନ୍ୟହସ୍ତରେ ଫେରିଥିଲେ । କିଷନ ଓ କାହ୍ନା । ଚାକିରିଟିଏ ଲାଗି ଦୁହିଙ୍କ ଭିତରୁ କେହି ଜଣେ ହେଲେ ମନୋନୀତ ହୋଇନଥିଲେ । ପୁଣି ଥରେ ଭାଗ୍ୟର ବିଡ଼ମ୍ବନା । ସାକ୍ଷାତକାରକୁ…

ଭୁବନେଶ୍ବରରେ କେନ୍ଦ୍ରୀୟ ଟିମ୍, ବାତ୍ୟା ଜଓ୍ବାଦ ଜନିତ କ୍ଷୟକ୍ଷତିର କରିବେ ଅନୁଧ୍ୟାନ

ଭୁବନେଶ୍ବର : ବାତ୍ୟା ଜଓ୍ବାଦ ଜନିତ କ୍ଷୟକ୍ଷତିର ଅନୁଧ୍ୟାନ ପାଇଁ ଭୁବନେଶ୍ବରରେ ପହଞ୍ଚିଛି କେନ୍ଦ୍ରୀୟ ଟିମ୍ । କେନ୍ଦ୍ର ଗୃହ ବିଭାଗର ଯୁଗ୍ମ ସଚିବ ସୌରଭ ରୟଙ୍କ ନେତୃତ୍ବରେ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ୪ ଜଣିଆ ପ୍ରତିନିଧି ଦଳ । ତିନିଟି ଟିମ୍ ହୋଇ ୬ଟି ଜିଲ୍ଲାକୁ ଗସ୍ତ କରି…

କେନ୍ଦ୍ରର ବିଏସଏଫ ସୀମା ପରିସର ବୃଦ୍ଧି ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲା ପଞ୍ଜାବ ସରକାର

ଚଣ୍ଡୀଗଡ: କେନ୍ଦ୍ର ସରକାରଙ୍କ ବିଏସଏଫ ସୀମା ପରିସର ବୃଦ୍ଧି ନେଇ ଶନିବାର ପଞ୍ଜାବ ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତି ବିରୋଧରେ ଆରମ୍ଭରୁ ପଞ୍ଜାବ ବିରୋଧ କରି ଆସୁଥିଲା । ପାକିସ୍ତାନ ଓ ବାଂଲାଦେଶକୁ ସୀମାକୁ ଲାଗିଥିବା ପଞ୍ଜାବ, ଆସାମ ଓ…

ଦେଶରେ ସିଏସଆର୍‌ରେ ସର୍ବାଧିକ ଖର୍ଚ୍ଚ କରିବା ସହ ଶୀର୍ଷରେ ରିଲାଏନ୍ସ

ନୂଆଦିଲ୍ଲୀ : ମୁକେଶ ଅମ୍ବାନିଙ୍କ ନେତୃତ୍ବାଧୀନ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ ୨୦୨୦-୨୧ ଆର୍ଥିକ ବର୍ଷରେ କର୍ପୋରେଟ ସୋସିଆଲ ରେସପନସିବିଲିଟି କ୍ଷେତ୍ରରେ ଦେଶରେ ସର୍ବାଧିକ ଖର୍ଚ୍ଚ କରିଥିବା କମ୍ପାନୀର ମାନ୍ୟତା ଲାଭ କରିଛି । କରୋନା ମହାମାରୀ ସମୟରେ ୨୦୨୦-୨୧ ଆର୍ଥିକ…

ତବଲିଗ ଜମାତ ଉପରେ ପ୍ରତିବନ୍ଧ ଲଗାଇଲା ସାଉଦି ଆରବ

ନୂଆଦିଲ୍ଲୀ: ମୁସଲିସ ବହୁଳ ରାଷ୍ଟ୍ରଗୁଡିକ ମଧ୍ୟ ଆତଙ୍କବାଦୀମାନେ ସମାଜ ପାଇଁ କ୍ଷତିକାରକ ବୋଲି ହୃଦୟଙ୍ଗମ କରିସାରିଲେଣି । ଏହାର ଜ୍ୱଳନ୍ତ ଉଦାହରଣ ହେଲା ସାଉଦି ଆରବ । ଶନିବାର ଏହି ମୁସଲିମ ଦେଶ ତବଲିଗ ଜମାତ ଉପରେ ପ୍ରତିବନ୍ଧ ଲଗାଇଛି । ଏହି ସଂଗଠନ ଆତଙ୍କବାଦୀଙ୍କ ପାଇଁ ଭୂସ୍ୱର୍ଗ ସାଜିଛି…

ରକେଟ୍ ଲଞ୍ଚର ‘ପିନାକ’ର ସଫଳ ପରୀକ୍ଷଣ

ଭୁବନେଶ୍ବର : ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ରକେଟ୍ ଲଞ୍ଚର ‘ପିନାକା’ର ପରୀକ୍ଷଣ ସଫଳ ହୋଇଛି । ରାଜସ୍ଥାନ ପୋଖରାନସ୍ଥିତ ପରୀକ୍ଷଣ କେନ୍ଦ୍ରରୁ ଏହି ରକେଟ ଲଞ୍ଚର ପରୀକ୍ଷଣ ସଫଳାତର ସହ ଶେଷ କରିଛି ଭାରତୀୟ ପ୍ରତିରକ୍ଷା ଗବେଷଣା ଓ ବିକାଶ ପ୍ରତିଷ୍ଠାନ ବା ଡିଆରଡିଓ । ପିନାକ ବାହ୍ୟ…

[ଭିଡ଼ିଓ] ବୀର ସହିଦଙ୍କୁ ସଲାମ, ଜନ୍ମମାଟିରେ ଜଳିଲା ଯବାନଙ୍କ ଜୁଇ

ଅନୁଗୁଳ: ଝୁରୁଛି ଗାଁ ମାଟି । ଲୁହରେ ଭିଜିଲା ତାଳଚେର କୃଷ୍ଣଚନ୍ଦ୍ରପୁର । ପଞ୍ଚଭୂତରେ ବିଲୀନ ହୋଇଗଲେ ବୀର ସହିଦ ରାଣାପ୍ରତାପ । ସହିଦଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ତୋପସଲାମୀ ଦିଆଯାଇ ଅନ୍ତିମ ବିଦାୟ ଦିଆଯାଇଛି । ଯେଉଁ ମାଟିରେ ଜନ୍ମ ହୋଇଥିଲେ ସେହି ମାଟିରେ ଜଳିଛି ଜୁଇ…