ତେଜିଲା ପ୍ରତିବାଦ, ମଙ୍ଗଳବାର ସବୁ ଏସପି ଅଫିସ୍ ଘେରିବ କଂଗ୍ରେସ
ଭୁବନେଶ୍ବର : ଆସନ୍ତା ୧୪ ତାରିଖରେ ରାଜ୍ୟର ସମସ୍ତ ଏସ୍ପି ଅଫିସ ଘେରିବ କଂଗ୍ରେସ । ମମିତା ମେହେରଙ୍କୁ ନ୍ୟାୟ ଦାବି ଓ ଆନ୍ଦୋଳନ ବେଳେ ନିରୀହ ଛାତ୍ରଙ୍କୁ ଆକ୍ରମଣ ଓ କଂଗ୍ରେସ ଭବନରେ ପୋଲିସର ବେଆଇନ ଅନୁପ୍ରବେଶ ପ୍ରତିବାଦରେ ଆନ୍ଦୋଳନ କରିବ କଂଗ୍ରେସ । ପିସିସି ସଭାପତି ନିରଞ୍ଜନ…