Latest Odisha News

BREAKING NEWS

ବିଟିଂ ରିଟ୍ରିଟରୁ ହଟିଲା ଆବାଇଡ ୱିଥ ମି

ନୂଆଦିଲ୍ଲୀ: ଚଳିତ ବର୍ଷ ଧ୍ୱଜାବତରଣ ଉତ୍ସବରେ ବିଟିଂ ରିଟ୍ରିଟ ଆବାଇଡ ୱିଥ ମି ଆଉ ବାଜିବ ନାହିଁ । ମହାତ୍ମା ଗାନ୍ଧୀଙ୍କ ଏହି ପ୍ରିୟ ଧୂନ ମୃତୁ୍ୟ ବାର୍ଷିକର ଗୋଟିଏ ଦିନ ପୂର୍ବରୁ ଜାନୁୟାରୀ ୨୯ରେ ବଜା ଯାଉଥିଲା । ୨୦୨୦ରେ ଏହାକୁ ବାଦ ଦିଆଯିବା ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହେବା ପରେ…

ଟ୍ରେନ୍ ଯାତ୍ରୀ ସାବଧାନ, ଯାତ୍ରା ସମୟରେ ଉଚ୍ଚସ୍ବରରେ କଥା ହେବା ମନା

ନୂଆଦିଲ୍ଲୀ : ଟ୍ରେନରେ ଯଦି ଯାଉଛନ୍ତି ଏଣିକି ହୋଇଯାଆନ୍ତୁ ସାବଧାନ । ଉଚ୍ଚସ୍ବରରେ କଥାବାର୍ତ୍ତା ଓ ଉଚ୍ଚ ଶବ୍ଦରେ ବିନା ଇୟର ଫୋନରେ ସଂଗୀତ ଶୁଣିବା ହେଲା ବ୍ୟାନ । ରେଳଯାତ୍ରାକୁ ଅଧିକ ଆରାମଦାୟକ କରିବା ଲାଗି ଏବେ କଡ଼ା କଟକଣା ଲଗାଇଛି ରେଳବାଇ । ଏଣିକି ଟ୍ରେନରେ ଯାତ୍ରାବେଳେ ଅଧିକ…

ଅପମିଶ୍ରିତ ମସଲା କାରଖାନା ଠାବ

କଟକ: ପୁଣି କଟକରେ ଜବତ ହେଲା ଅପମିଶ୍ରିତ ବିଭିନ୍ନ ପ୍ରକାରର ମସଲା । ଜଗତପୁର ଶିଳ୍ପାଞ୍ଚଳ ଏକ କାରଖାନାରେ ବିଭିନ୍ନ ପ୍ରକାରର ମସଲା ଓ ହଳଦୀକୁ ଅପମିଶ୍ରିତ ହେଉଥିବା ଖବର ପାଇ ପୋଲିସ ଏବଂ ଫୁଡ ସ୍କ୍ୱାର୍ଡ ଚଢ଼ାଉ କରିଥିଲେ । ଏହି ଚଢାଉରେ ବିପୁଳ ପରିମାଣର ମସଲା ଗୁଣ୍ଡ ଜବତ ହୋଇଛି । ଏଥିସହିତ…

କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଲେ ଓଡିଶାର ପରେଶ ପଟେଲ

ଭୁବନେଶ୍ୱର: ଓଡିଶାର ପୂର୍ବତନ ରଣଜୀ ଖେଳାଳି ପରେଶ ପଟେଲ ଶନିବାର କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ୩୫ ବର୍ଷୀୟ ପରେଶ ଓଡିଶା ପକ୍ଷରୁ ରଣଜୀ ଖେଳିବା ବ୍ୟତୀତ ଇଷ୍ଟ ଜୋନ, ଦେଓଧର ଟ୍ରଫି ଓ ଚ୍ୟାଲେଞ୍ଜର ଟ୍ରଫିରେ ଖେଳିଛନ୍ତି । କ୍ୟାରିୟରରେ ସେ ୯ ପ୍ରଥମ ଶ୍ରେଣୀ ମ୍ୟାଚ,…

ଜଗତପୁରରେ ନକଲି ମସଲା କାରଖାନା ଉପରେ ଚଢାଉ , ମାଲିକ ଅଟକ

ଜଗତପୁର: ନକଲି ସାମଗ୍ରୀର ପଣ୍ଠସ୍ଥଳୀ ପାଲଟିଛି ଜଗତପୁର ଅଞ୍ଚଳ ।କଟକ ଜଗତପୁର ପୋଲିସ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନକଲି ମସଲା କାରଖାନା ଉପରେ ଚଢାଉ କରାଯାଇଛି । ଏହି ଚଢାଉ ସମୟରେ ସେଠାରୁ ବିପୁଳ ପରିମାଣର ମସଲା, ହଳଦୀ ଗୁଣ୍ଡ, ଅପମିଶ୍ରିତ ଲଙ୍କାଗୁଣ୍ଡ ଜବତ କରାଯାଇଛି । ସୂଚନା ଅନୁସାରେ…

ଚୀନ ଯିବାକୁ ଥିବା ୪୪ଟି ବିମାନକୁ ରଦ୍ଦ କଲା ଆମେରିକା

ଓ୍ବାସିଙ୍ଗଟନ୍ : ପୁଣି ବିଶ୍ବର ଦୁଇ ସୁପରପାଓ୍ବାରଙ୍କ ମଧ୍ୟରେ ଘନେଇଲା ବିବାଦ । ଚୀନ ଯିବାକୁ ଥିବା ୪୪ଟି ବିମାନକୁ ରଦ୍ଦ କରିଛି ଆମେରିକା । କୋଭିଡ ନିୟମ ଅନୁସାରେ ଆମେରିକାର ବିମାନ ଉପରେ ଚୀନ କଟକଣା ଜାରି କରିବା ପରେ ଯେସାକୁ ତେସା ନୀତିରେ ଆମେରିକା ଏଭଳି ପଦକ୍ଷେପ ନେଇଛି । ବିଦେଶରୁ…

ସାଧାରଣତନ୍ତ୍ର ଦିବସ ପାଇଁ ବନ୍ଦ ହେଲା ଐତିହାସିକ ଲାଲକିଲ୍ଲା

ନୂଆଦିଲ୍ଲୀ : ଆଗକୁ ଆସୁଛି ସାଧାରଣତନ୍ତ୍ର ଦିବସ । ଏଥିପାଇଁ ଆଜିଠାରୁ ବନ୍ଦ ହୋଇଛି ଦିଲ୍ଲୀର ଐତିହାସିକ ଲାଲକିଲ୍ଲା । ଆସନ୍ତା ୨୬ ତାରିଖ ଯାଏ ଲାଲକିଲ୍ଲା ଭିତରକୁ ଯାଇପାରିବେ ନାହିଁ ସାଧାରଣ ନାଗରିକ ଓ ପର୍ଯ୍ୟଟକ । ସୁରକ୍ଷା ଦୃଷ୍ଟିରୁ ଏଭଳି ପଦକ୍ଷେପ ନେଇଛି ଦିଲ୍ଲୀ ପୋଲିସ । ଦିଲ୍ଲୀର…

[ଭିଡ଼ିଓ] ରୋଗୀଙ୍କୁ ଏୟାରଲିଫ୍ଟ ପାଇଁ କଟକରୁ ଭୁବନେଶ୍ୱର ଗ୍ରୀନ୍ କରିଡର

କଟକ : କଟକ SCB ମେଡିକାଲ୍‌ରେ ଚିକିତ୍ସିତ ଜଣେ ରୋଗୀଙ୍କ ପାଇଁ ଗ୍ରୀନ୍‌ କରିଡର ହୋଇଛି । ଆଜି ସକାଳ ପ୍ରାୟ ୯ଟା ସମୟରେ ଗ୍ରୀନ୍‌ କରିଡର କରାଯାଇ ସମ୍ପୃକ୍ତ ରୋଗୀଙ୍କୁ SCB ମେଡିକାଲ୍‌ରୁ ଭୁବନେଶ୍ୱର ବିମାନ ବନ୍ଦର ନିଆଯାଇଥିଲା । ବିମାନ ବନ୍ଦରରୁ ଏୟାରଲିଫ୍ଟ କରି ତାଙ୍କୁ ସୁରତ ନିଆଯିବାର…

ବ୍ରିଟେନରେ ଠାବ ହେଲା ଓମିକ୍ରନର ନୂଆ ଭାରିଆଣ୍ଟ

ବ୍ରିଟେନ୍ : ବ୍ରିଟେନରେ ଠାବ ହୋଇଛି ଓମିକ୍ରନର ନୂଆ ଭାରିଆଣ୍ଟ । ଏହାକୁ ନେଇ ବ୍ରିଟେନ ସ୍ବାସ୍ଥ୍ୟ ନିରାପତ୍ତା ଏଜେନ୍ସି ପକ୍ଷରୁ ଚିନ୍ତା ପ୍ରକଟ ହୋଇଛି । ଏହି ନୂଆ ଭାରିଆଣ୍ଟର ନାଁ BA.2 ରଖାଯାଇଛି । ଏହି ନୂଆ ଭୂତାଣୁ ସମ୍ପର୍କରେ ଗବେଷଣା ଜାରି ରହିଛି ଏବଂ ଏହାକୁ ଭାରିଆଣ୍ଟ ଅଫ…

ଆଖିରୁ ଜଣାପଡିବ କେବେ ହେବ ମୃତ୍ୟୁ !

ଭୁବନେଶ୍ୱର: ମଣିଷର ଆଖି ବହୁତ କିଛି କହିଥାଏ । ଏବେ ଏହାକୁ ଦେଖି ମଣିଷର ମୃତ୍ୟୁ କେବେ ହେବ ତାହା ଆକଳନ କରାଯାଇ ପାରିବ ବୋଲି ଜଣାପଡିଛି । ଇଂଲଣ୍ଡର ଏକ ବୈଜ୍ଞାନିକ ଏ ଭଳି ଏକ ଗବେଷଣା କରିଛନ୍ତି ଯେ, ଆଖିର ରେଟିନାକୁ ଦେଖି ମୃତ୍ୟୁର ପ୍ରକୃତ ସମୟ ଜଣାଯାଇ ପାରିବ । ସ୍ୱାସ୍ଥ୍ୟ ଅବସ୍ଥା ଆକଳନ…