Latest Odisha News

BREAKING NEWS

ବିଶ୍ୱ ସାଇକେଲ ଦିବସ : ୩୬୫୩ ଦିଆସିଲି କାଠିରେ ପୁରୀର ଶାଶ୍ୱତ ତିଆରି କଲେ ସାଇକେଲ

ଭୁବନେଶ୍ୱର: ବିଶ୍ୱ ସାଇକେଲ ଦିବସ ଅବସରରେ ପୁରୀରେ ୧୮ ବର୍ଷୀୟ ଶାଶ୍ୱତ ରଂଜନ ସାହୁ ତିଆରି କରିଛନ୍ତି ଦିଆସିଲିରେ ସାଇକେଲ । ଆମେ ସୁସ୍ଥ ରହିବା ପାଇଁ ବିଶ୍ୱକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ଏହି ଦିଆସିଲିରେ ତିଆରି ସାଇକେଲ ଜରିଆରେ ସେ ବାର୍ତ୍ତା ଦେଇଛନ୍ତି । ପ୍ରାୟ ୩,୬୫୩ଟି…

ଖୁବ୍‌ ଶୀଘ୍ର ଏମ୍‌ବିବିଏସ୍‌ କଲେଜ ଖୋଲିବେ ବାବା ରାମଦେବ

ନୂଆଦିଲ୍ଲୀ: ନିକଟରେ ଏଲୋପାଥି ଔଷଧ ଉପରେ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଥିଲେ ବାବା ରାମଦେବ। ଏଲୋପାଥିକୁ ଏକ 'ଷ୍ଟୁପିଡ୍‌ ସାଇନ୍ସ' ବୋଲି କହି ଏକ ତିକ୍ତ ବିବାଦ ସୃଷ୍ଟି କରିବା ପରେ ଯୋଗ ଗୁରୁ ବାବା ରାମଦେବ ଖୁବ ଶୀଘ୍ର ଦେଶରେ ଏକ ଏଲୋପାଥି ମେଡିକାଲ କଲେଜ ଅର୍ଥାତ୍‌…

କୋଭିଡ୍‌ ନିୟମ ଉଲ୍ଲଂଘନ କରିବା ଟାଇଗର୍‌ ଓ ଦିଶାଙ୍କୁ ପଡ଼ିଲା ମହଙ୍ଗା

ନୂଆଦିଲ୍ଲୀ: ଗୋଟିଏ ପଟେ କୋଭିଡ୍ ନିୟମ ମାନିବାକୁ ସରକାର ବାରମ୍ବାର ସଚେତନ କରାଉଥିବା ବେଳେ ଅନ୍ୟପଟେ ଲୋକମାନେ ଏହି ସଚେତନତା ବାର୍ତ୍ତାକୁ ଫୁ କରିଦେଉଥିବା ଦେଖିବାକୁ ମିଳିଛି। ଏହା ଭିତରେ ବଲିଉଡ୍‌ ସେଲିବ୍ରିଟି ଟାଇଗର୍‌ ଶ୍ରଫ୍‌ ଏବଂ ଦିଶା ପଠାନିଙ୍କ ବିରୋଧରେ କରୋନା ନିୟମ ଉଲ୍ଲଂଘନ…

କେରଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ, ଏହି ଦିନ ପହଞ୍ଚିବ ଓଡ଼ିଶାରେ

ନୂଆଦିଲ୍ଲୀ: ଦେଶରେ ପାଦ ଥାପିଛି ମୌସୁମୀ । ଆଜି କେରଳ ଛୁଇଁଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । କେରଳର ଦକ୍ଷିଣାଞ୍ଚଳରେ ମୌସୁମୀ ବାୟୁ ପ୍ରବେଶ କରିଛି । ଖୁବ ଶୀଘ୍ର ସମଗ୍ର ଅଞ୍ଚଳକୁ ଛୁଇଁବ । ଏହାର ପ୍ରଭାବରେ କେରଳରେ ବର୍ଷା…

ଏକ ବଉଳ ଗଛର କାହାଣୀ…

ଶୀଳଭଦ୍ର ଶାସ୍ତ୍ରୀ ଏଇ ଯେଉଁ ଘଞ୍ଚ ବଉଳ ଗଛ ଆଜି ଆମ ପାଚେରୀ କଡରେ ଠିଆ ହୋଇଛି ଏ ହେଉଛି ଏକ ମୁକ ସାଖୀ। ପ୍ରାୟ ୧୫ ରୁ ୧୬ ବର୍ଷ ତଳେ ମୁଁ ଭୁବନେଶ୍ୱର କଚେରୀରୁ ଫେରିବା ବେଳେ ସେହି ହତାରେ ସାଇକେଲରେ ଚାରା ବିକୁ ଥିବା ଲୋକଟି ଠାରୁ ୫ଟଙ୍କା ଦେଇ ଏକ ବଉଳ ଚାରା ଆଣି ଥିଲି। ସେତେବେଳେ ଆମ…

୨୩୦୦ରୁ ଅଧିକ ପୋଲିସ କର୍ମଚାରୀ କରୋନା ପଜିଟିଭ

ଡେରାଡୁନ୍‌: ସୂଚନା ଅନୁଯାୟୀ ଉତ୍ତରାଖଣ୍ଡ ପୋଲିସର ପ୍ରାୟ ୨୩୦୦ରୁ ଅଧିକ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୯୩ ପ୍ରତିଶତ ପୋଲିସ କର୍ମଚାରୀ କରୋନା ଟିକା ମଧ୍ୟ ନେଇଛନ୍ତି। ରାଜ୍ୟରେ ୨,୩୮୨ ଜଣ ପୋଲିସ କର୍ମଚାରୀ କରୋନା ସଂକ୍ରମିତ ହୋଇଥିବା ବେଳେ ପାଞ୍ଚ…

ବରିଷ୍ଠ ସାମ୍ବାଦିକ ବିନୋଦ ଦୁଆଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି, ରାଜଦ୍ରୋହ ମାମଲା ଖାରଜ

ନୂଆଦିଲ୍ଲୀ: ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କୁ ବଡ଼ ଆଶ୍ୱସ୍ତି । ତାଙ୍କ ବିରୋଧରେ ହିମାଚଳ ପ୍ରଦେଶରେ ହୋଇଥିବା ରାଜଦ୍ରୋହ ମାମଲାକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ଜଷ୍ଟିସ ୟୁ. ୟୁ. ଲଳିତ ଓ ଜଷ୍ଟିସ ବିନୀତ ଶରଣଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରିଥିଲେ । ବିନୋଦ ଦୁଆଙ୍କ ବିରୋଧରେ…

ଖୁବଶୀଘ୍ର ଆଉ ଗୋଟିଏ ମେନ୍ ଇନ୍ ଇଣ୍ଡିଆ ଭ୍ୟାକସିନ୍, ୩୦ କୋଟି ଡୋଜ୍ ପାଇଁ ଡିଲ୍

ନୂଆଦିଲ୍ଲୀ: କରୋନା ଟିକାକରଣ ଭିତରେ ଆଉ ଗୋଟିଏ ଖୁସି ଖବର ସାମନାକୁ ଆସିଛି । ଖୁବଶୀଘ୍ର ଦେଶ ପାଇବ ଆଉ ଗୋଟିଏ ମେଡ୍ ଇନ୍ ଇଣ୍ଡିଆ ଭ୍ୟାକସିନ୍ । ୩୦ କୋଟି ଡୋଜ୍ କରୋନା ଟିକା ପାଇଁ ହ୍ରାଇଦ୍ରାବାଦ ସ୍ଥିତ ଟିକା ନିର୍ମାତା କମ୍ପାନୀ ବାୟୋଲୋଜିକାଲ୍-ଇ ସହିତ ଡିଲ୍ କରିଥନ୍ତି କେନ୍ଦ୍ର ସରକାର ।…

ସୌରଭ ଗାଙ୍ଗୁଲିଙ୍କ ୨୫ ବର୍ଷ ପୁରୁଣା ରେକର୍ଡ ସହ ସମକକ୍ଷ ହେଲେ ନ୍ୟୁଜିଲାଣ୍ଡର କନୱେ

ଲର୍ଡ୍ସ:ନ୍ୟୁଜିଲାଣ୍ଡର ଓପନର ଡେୱେନ କନୱେ ପଦାର୍ପଣ ଟେଷ୍ଟ ମ୍ୟାଚରେ ଇତିହାସ ରଚିଛନ୍ତି । ଲର୍ଡ୍ସରେ ତୃତୀୟ ବିଦେଶୀ ବ୍ୟାଟ୍ସମ୍ୟାନ ଭାବେ ସେ ଏହି କୀତିମାନ ସ୍ଥାପନ କରିଛନ୍ତି । ୧୯୮୩ରେ ହ୍ୟାରୀ ଗ୍ରାହାମ ଏବଂ ୧୯୯୬ରେ ଭାରତର ସୌରଭ ଗାଙ୍ଗୁଲି ଏଠାରେ ପଦାର୍ପଣ ଟେଷ୍ଟରେ ଶତକ ହାସଲ କରିଥିଲେ…

ସ୍ତ୍ରୀକୁ ପଥରରେ ଛେଚି ମାରିବା ପରେ ଜୀବନ ହାରିଦେଲା ସ୍ୱାମୀ

ଗଞ୍ଜାମ: ପାରିବାରିକ କଳହର କରୁଣ ପରିଣତି । ସ୍ତ୍ରୀକୁ ହତ୍ୟା କରିବା ପରେ ସ୍ୱାମୀ ଆତ୍ମହତ୍ୟା କରିଥିବା ଅଭିଯୋଗ । ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବେଢ଼ାଛେଲୁ କୁମ୍ଭାରସାହିରେ ଏହି ଘଟଣା ଘଟିଛି । ଗତକାଲି ରାତିରେ ଘଟିଛି ଏହି ଘଟଣା । ମୃତକ ହେଲେ ଗାଁର ପ୍ରଶାନ୍ତ ମୁଦୁଲି…